Sign in
Sign in
Recover your password.
A password will be e-mailed to you.
ଟାଟା ଷ୍ଟିଲ୍ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା
ପକ୍ଷୀମାନଙ୍କ ବିବିଧତାର ଅନୁସନ୍ଧାନ ପାଇଁ ପକ୍ଷୀ ନିରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
ସୁକିନ୍ଦା, ୮/୧୨: ପରିବେଶ ସଚେତନତା ଓ ଜୈବ ବିବିଧତା ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ…
ସାଇପ୍ରିୟା ୱେଲଫର ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ
ରାୟଗଡା : ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟର ୧୧ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ତା ୧୨/୧୨/୨୦୧୨ରିଖରେ ଏହି ଟ୍ରଷ୍ଟର ସ୍ଥାପନ ହୋଇଥିଲା l ସାଇପ୍ରିୟା ନଗରରେ ବସବାସ କରୁଥିବା ଜନସାଧାରଣଙ୍କ ବିଭିନ୍ନ ମୌଳିକ ସୁବିଧା ଓ ଏକତ୍ରିତ ହୋଇ…
ବିଏସ୍.କେ.ୱାଇ ହେଲା ବୟସ୍କ ମହିଳାଙ୍କ ସାହାରା
ବିଶାଖାପାଟଣାରେ ମିଳିଲା ମାଗଣା ଚିକିତ୍ସା: କଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶୁଭକାମନା
ଭୁବନେଶ୍ୱର,୧୨/୧୨/୨୩: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ଵାସ୍ଥ୍ୟ ଯୋଜନା ( ବି.ଏସ୍.କେ.ୱାଇ )ଆବାଳ, ବୃଦ୍ଧଙ୍କ ମନରେ ଆଣିଛି ନୂଆ ଆଶା ଓ ଭରଷା । ଦୂରଦୂରାନ୍ତ ଗ୍ରାମର ଗରିବ ବୃଦ୍ଧ ବୃଦ୍ଧା ଆଉ କାହା…
ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ 2024 ଏପ୍ରିଲ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ
● ଜାନୁଆରୀ 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପାଟନା-ପୁରୀ ବିଶେଷ ଟ୍ରେନ |
● ବିଶେଷ ଟ୍ରେନର ସେବା ସମ୍ପ୍ରସାରଣ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ |
ଭୁବନେଶ୍ୱର : ଜନସାଧାରଣଙ୍କ ଯାତ୍ରା ସୁବିଧାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ…
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ଏବ ନୂତନ ଶୀତବସ୍ତ୍ର ବଣ୍ଟନ
ଭୁବନେଶ୍ୱର, ୧୧/୧୨ : “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ଆଜି…
୧୫ଦିନ ଭିତରେ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର : ମହେଶ୍ୱର ସାହୁ
ଚାଷୀମାନଙ୍କୁ କ୍ଷତିପୂରଣ ଓ କୃଷିଋଣ ଛାଡ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା କୃଷକମୋର୍ଚ୍ଚା
ଚାଷୀଙ୍କ ଦାବିପୂରଣ ନହେଲେ ଆଗାମୀ ଦିନରେ ବିଜେପି କୃଷକମୋର୍ଚ୍ଚା ଆନ୍ଦୋଳନ କରିବ
ଜମିକୁ ଜଳସେଚନ ଓ ଶୀତଳଭଣ୍ଡାର କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ
କୃଷିଜାତ…
ଅଞ୍ଚଳ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ଯୁକ୍ତ ତିନି ବିଭାଗର କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଫୁଟବଲ ଖେଳାଳୀ ତଥା ପୂର୍ବତନ କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ବହିଦାର ମୁଖ୍ୟ ଅତିଥି…
“ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କୁ ୨୩ବର୍ଷ ହେଲା ମଦ ବେପାର ଦେଇଛି ବିଜେଡି ସରକାର: ବିଜେପି
ମଦ ଦୁର୍ନୀତି ଓ ଗଚ୍ଛିତ ବିପୁଳ କଳାଟଙ୍କା ବିରୋଧରେ ଆଜି ରାଜ୍ୟ ସଭାପତିଙ୍କ ଆହ୍ୱାନରେ ରାଜ୍ୟର ସମସ୍ତ ସବ୍ଡିଭିଜନ ସମ୍ମୁଖରେ ବିଜେପିର ଆନ୍ଦୋଳନ ଅନୁଷ୍ଠିତ
ଭୁବନେଶ୍ୱର,ତା.୧୧/୧୨: ମଦ ଦୁର୍ନୀତି ଓ ଗଚ୍ଛିତ କଳାଟଙ୍କା ବିରୋଧରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଆହ୍ୱାନରେ ରାଜ୍ୟର…
” କା ” ରେ ଚାଲିଛି ମହମ୍ମଦପୁର ପ୍ରାଣୀଧନ ଚିକିତ୍ସାକେନ୍ଦ୍ର, ଅଧିକାଂଶ ଦିନ ତାଲା
ପ୍ରାଣୀ ସମ୍ପଦ ଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ପାଇଁ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦେବା ପାଇଁ ଦାବି l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମଣ୍ଡଳ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ମହମ୍ମଦପୁର ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ରେ ବିଗତ ୬ମାସ ହେବ କେହି…
ସବଡେଗା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସବଡେଗା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ରେ ମୋଟ ୬୬ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୪୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୧୮ ଗୋଟି ସାମୁହିକ…