ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩

ସର୍ବଭାରତୀୟ ସ୍ତରରେ ୪୦ ବର୍ଷରୁ କମ୍ ୪୦ ଲୋକ ସମ୍ପର୍କ ପ୍ରଫେସନାଲଙ୍କୁ ମାନ୍ୟତା ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସୋସିଆଲ ପ୍ଲାଟଫର୍ମ ଟ୍ରୋପେଲ୍ ଡଟ୍ କମ୍ ପକ୍ଷରୁ ସଫଳତାର ସହ ଇଣ୍ଡିଆଜ ରିଜିଓନାଲ୍ ପିଆର୍ ଆୱାର୍ଡସ୍ ୪୦ ଅଣ୍ଡର ୪୦ର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଇଛ । ଏଥିରେ…

ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଆଜି ଦେଶରେ ସ୍ୱତନ୍ତ୍ର ପରିଚିତି ହାସଲ କରିଛି :ମୁଖ୍ୟମନ୍ତ୍ରୀ

"ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ' ଦ୍ୱିତୀୟ ସଂସ୍କରଣର ସମାପନ ସମାରୋହ ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଓ ସୂଚନା-ପ୍ରଯୁକ୍ତିବିଦ୍ୟା ଏବଂ "ସମଗ୍ର' ସହଭାଗିତାରେ "ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ, ୨୦୨୩'ର ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ଲୋକସେବା ଭବନ କନଭେନସନ୍ ହଲରେ ଅନୁଷ୍ଠିତ ହୋଇଯାଇଛିା…

ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ର ଉଚ୍ଚ ପଦସ୍ଥ ସେନା ଅଧିକାରୀ।

ଭଞ୍ଜନଗର/ଉଦୟନାଥ ପଣ୍ଡା: ଭଞ୍ଜନଗର ଅଞ୍ଚଳର କିସାନ୍ କୁମାର ଖଣ୍ଡୁଆଳ(୨୩) ଦେଶ ଜାତିର ସେବାରେ ନିଜକୁ ନିୟୋଜିତ କରି ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ଡିସେମ୍ବର ୧୨ ତାରିଖ ସୋମବାର ସନ୍ଧ୍ୟାରେ କିଶନ କୁମାର ଭଞ୍ଜନଗର ସ୍ଥିତ ବାଗଦେବୀ ରୋଡ଼…

ବେଲଗୁଣ୍ଠାରେ ସୁନେତ୍ର କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ର ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ,ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ…

ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ଜନ ସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ପିନାକୀ ମହାନ୍ତିଙ୍କ ମା ଗାୟତ୍ରୀ ମହାନ୍ତିଙ୍କ…

ଜଗତସିଂହପୁର,ତା-୧୧.୧୨.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲାରେ ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନ ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ଜନ ସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ପିନାକୀ ମହାନ୍ତିଙ୍କ ମା ଗାୟତ୍ରୀ ମହାନ୍ତିଙ୍କ ପରଲୋକ ହୋଇ ହୋଇଯାଇଛି। ମୃତ୍ୟୁ ବେଳକୁ…

କ୍ଷତ୍ରିୟବରପୁରରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ କୋଠା ଉଦ୍ଘାଟିତ ; ଟଙ୍କା ଜମା ଓ ଉଠାଣ ଯନ୍ତ୍ର ସ୍ଥାପନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ମୁଖ୍ୟ ସଡ଼କରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ କୋଠା ଉଦ୍ଘାଟିତ ହେବା ସହିତ ଏକ ଟଙ୍କା ଜମା ଓ ଉଠାଣ ଯନ୍ତ୍ର ସ୍ଥାପିତ ହୋଇଛି I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ଜୋନ୍ ର ଜୋନ୍ ପରିଚାଳକ…

ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ବ୍ରଜେନ୍ଦ୍ର ଉଚ୍ଚ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା…

ମାନବ ଅଧିକାର ଦିବସ ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ବିବିଧ କ୍ଷେତ୍ରରେ ବାଲ୍ ସଂସ୍କାର ମୂଳକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୦ ଡିସେମ୍ବର ୨୦୨୩ ଦୁନିଆର ଅନ୍ୟତମ ଭୂମିପୂଜନ ପ୍ରତିଶ୍ରୁତିର ୭୫ ତମ ବାର୍ଷିକୀ ପାଳନ ଏବଂ ମାନବ ଅଧିକାରର ସୁରକ୍ଷା ଆମ କର୍ତ୍ତବ୍ୟ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଛି। ଏହି ଅବସରରେ ରବିବାର ଦିନ ନେତାଜୀ ସୁବାଷ ବସ୍ତିର ଜାଗିଲି ସାହି…

ଅଞ୍ଚଳ ମହାବିଦ୍ୟାଳୟ ରେ ଭାରତୀୟ ଭାଷା ଦିବସ ପାଳିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମେଳନ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁ ଙ୍କ ଅଧ୍ୟକ୍ଷତାରେ ଭାରତୀୟ ଭାଷା ଦିବସ ପାଳିତ ହୋଇଯାଇଛି l ସଭାର ଆରମ୍ଭ ରେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l ଅଧ୍ୟକ୍ଷ ଶ୍ରୀ ସାହୁ…

ବାଜିଲା ବିଗୁଲ “ଚଇତି”ର, ଦେବଗିରି ଶୈବପୀଠରୁ ହେଲା ଚଇତିର ଶୁଭାରମ୍ଭ

ରାୟଗଡା ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିପାରିଛି "ଚଇତି "- ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସlରକା ରାୟଗଡା/ସରୋଜ ସାହୁ : ବାଜିଲା ବିଗୁଲ "ଚଇତି"ର ଚଳଚଞ୍ଚଳ ହୋଇ ଉଠିଲା ଆଦିବାସୀ ବହୁଳ ରାୟଗଡା ଜିଲ୍ଲା | ଆଜି କଲ୍ୟାଣସିଂପୁର ବ୍ଲକ ନିୟମଗିରି ପାହାଡ଼ ପାଦ ଦେଶର…