ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରପାଲି ଗ୍ରାମରେ ଦେ-ଗନସା କଲ୍ୟାଣ ମଣ୍ଡପ ର ଶୁଭ ଉଦ୍ଘାଟନ ହୋଇଛି । ଏହି ଅବସର ରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡପ ର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଟିକେଶ୍ୱରି ସେଠ୍, ସମିତି ସଭ୍ୟ ସାବିତ୍ରୀ ଚାନ୍ଦ ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ମେହେର ଦେ ଗନସା କ୍ଲବ ର ସଭାପତି ଅର୍ଜୁନ ଗିଙ୍ଗିରା ସଂପାଦକ ଅଶୋକ ସେଠ ଯୋଗ ଦେଇଥିଲେ । ଏହି ଉଦ୍ଘାଟନ ସମ୍ପୁର୍ଣ୍ଣ ରୀତିନୀତି ରେ ଗ୍ରାମବାସୀଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.