Sign in
Sign in
Recover your password.
A password will be e-mailed to you.
ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ଘନିଷ୍ଠତାର କାରଣ କଣ? : ଅନିଲ ବିଶ୍ୱାଳ
ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ସରକାର ଚୁପ କାହିଁକି?
ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ?
ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ…
ଓଡିଶା କଂଗ୍ରେସକୁ ବଞ୍ଚାଇବା ପାଇଁ ଡିଲ୍ କରିଛନ୍ତି ବିଜେପି ନେତା: ବିଜେଡି
କଂଗ୍ରେସ ସୁରକ୍ଷାର ମଙ୍ଗ ଧରିଛନ୍ତି ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀ
ଡାହା ମିଛ କହି ଓଡିଶାକୁ ବଦନାମ କରୁଛି ବିଜେପି
ଜାତୀୟ ବିଜେପି ନେତାଙ୍କୁ ମିଛୁଆ କରିଦେଲେଣି ରାଜ୍ୟ ବିଜେପି ନେତା
କଂଗ୍ରେସର ବି-ଟିମ୍ ସାଜିବାର ଜବାବ ଦେବେ ଓଡିଶାବାସୀ…
ସୋଆ ହୋଟେଲ ମ୍ୟାନେଜମେଂଟ ଇନଷ୍ଟିଟ୍ୟୁଟ ଟାଇମ୍ସ ହସ୍ପିଟାଲିଟି ଆଇକନ୍ ସମ୍ମାନ
ଭୁବନେଶ୍ୱର , ୧୩ / ୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)କୁ ଏଠାରେ ମଙ୍ଗଳବାର ଆୟୋଜିତ ଟାଇମସ ହସ୍ପିଟାଲିଟି ଆଇକନ୍ସ କାର୍ଯ୍ୟକ୍ରମରେ ଆଇକନିକ୍ ହସ୍ପିଟାଲିଟି ମ୍ୟାନେଜମେଂଟ…
ଷଣ୍ଢ ପଥର ଆଶ୍ରମ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଅନୁଷ୍ଠିତ
ଜମନକିରା,୧୩/୧୨:(ଲିପନ ନାଏକ ) : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଆଶ୍ରମ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥାରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ ଯୋଗଦେଇ…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ଦିନିକିଆ କର୍ମଶାଳା ଅନୁଷ୍ଟିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ୧୨/୧୨/୨୦୨୩- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ମେଗା ଅଡିଟୋରିୟମରେ " ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ କୃଷି ସ୍ଥିରତା ପାଇଁ ପ୍ରାକୃତିକ ଚାଷ" ସମ୍ପର୍କୀୟ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି ।ଏହି…
ଶ୍ରୀ ରଘୁନାଥ ଜିଉଙ୍କ ଦେବ ଦିପାବଳୀ ପର୍ବ ପାଳିତ
ଓଡ଼ଗାଁ,୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଅବସରରେ ସ୍ୱର୍ଣ୍ଣକଳସକ୍ଷେତ୍ର ଭାବେ ପରିଚିତ ଓଡ଼ଗାଁ ବିଜେ ପ୍ରଭୁ ରଘୁନାଥ ଜୀଉଙ୍କ ମନ୍ଦିରରେ ଦେବ ଦୀପାବଳୀ ନୀତି ପାଳିତ ହୋଇଯାଇଛି। ଏହି ଦିନମାନଙ୍କରେ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ…
ଗୋରୁ ବୋଝେଇ ଗାଡି ଜବତ,୩ ଗୋରୁ ଉଦ୍ଧାର,୨ ଗିରଫ
ଓଡ଼ଗାଁ,୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ସିଆରୀମାଳ ରାସ୍ତାରୁ ପୁଲିସ ଗୋଟିଏ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।ଜବତ ଗାଡିରେ ୧ଟି ଗାଈ,୧ଟି ଗୋରୁ ଓ ଗୋଟିଏ ବାଛୁରୀ ଚାଲାଣ ହେଉଥିବା ଜଣାପଡିଛି।ପ୍ରକାଶ…
ଗ୍ରାମୀଣ ଡାକ ସେବକ ସଂଘ ଧାରଣା ଆରମ୍ଭ
ଓଡ଼ଗାଁ, ୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଗ୍ରାମୀଣ ଡାକସେବକ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଆହ୍ୱାନରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ, ଜାତୀୟ ଗ୍ରାମୀଣ ଡାକସେବକ ସଂଘ,ଓଡିଶା ସର୍କଲ ପକ୍ଷରୁ ମହାସଂଗ୍ରାମ ଅଧିକାର ପାଇଁ ଡିସେମ୍ବର ୧୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ…
୩ ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୧୨/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଉପ ଡାକଘର ସମ୍ମୁଖରେ ୩ ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ରେ ବସିଛନ୍ତି।ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଡାକରା କ୍ରମେ ଡାବୁଗାଁ ଉପ ଡାକଘର…
ଦୀର୍ଘ ମାସ ଅନ୍ଧକାର ପରେ ମୈତ୍ରୀ କମ୍ପାନୀର ସହଯୋଗ ରେ ଆଲୋକିତ ହେଲା ବିରଵାଫଲା
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବିରଵାଫଲା ଗ୍ରାମରେ ୬ ମାସ ରୁ ଉର୍ଦ୍ଧ୍ବ ହେବ ୩୩ ପରିବାର ବିଦ୍ୟୁତ ବିଛିନ୍ନ ହେଇଯିବା ଫଳରେ ବିପଦ ପୁର୍ଣଜୀବନ କାଟୁଥିଲେ । ଖବର ପାଇ ମୈତ୍ରୀ ଇଂଫ୍ରା ଅଧ୍ୟକ୍ଷ ଶ୍ରୀନିବାସ ରାଓ ଆଜି ଉକ୍ତ…