Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ‘କୌଶଳ ରଥ’ ଉଦଘାଟିତ |
ଓଡିଶାରେ ଅଭିବୃଦ୍ଧି ଏବଂ ନୂତନତ୍ବକୁ ବୃଦ୍ଧି କରିବା ପାଇଁ ଏନଏସଡିସି ଦ୍ବାରା ଏକ ପରିବର୍ତନଶୀଳ ପଦକ୍ଷେପ
ସମ୍ବଲପୁର, ଅନୁଗୁଳ ଦେଓଗଡର ଛାତ୍ର, ମହିଳା ଏବଂ ଗ୍ରାମାଞ୍ଚଳର ଯୁବକମାନଙ୍କୁ ତାଲିମ ଏକ" ପ୍ରମାଣପତ୍ର ଦେବାର ଲକ୍ଷ୍ୟ
ସମ୍ବଲପୁର: 2047 ସୁଦ୍ଧା 'ବିକାଶ ଭାରତ'…
ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା ବିଜେଡି
ଭୁବନେଶ୍ୱର : ପୁରୁଖା ନେତା ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଦଣ୍ଡ ଉଠାଇଛି ବିଜୁ ଜନତା ଦଳ | ବିବାଦୀୟ ମନ୍ତବ୍ୟ ଦେଇ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଦଳରୁ ବିଜେଡିରୁ ବହିଷ୍କୃତ ହୋଇଥିବା ଦାମ ବାବୁଙ୍କ ଉପରୁ ପ୍ରାୟ ପାଞ୍ଚବର୍ଷ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପରୁ…
ଶ୍ରୀମନ୍ଦିର ଦେବତ୍ୱର କ୍ଷୁର୍ଣ୍ଣ ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବ : ଡ. ଯତୀନ ମହାନ୍ତି
ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି ବିଜେଡି
ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ
ଭୁବନେଶ୍ୱର: କିଛିଦିନ ତଳେ ବିଜୁ ଜନତା ଦଳର ଜଣେ ନୂଆ ନେତା ଭିକେ ପାଣ୍ଡିଆନ ଜଣେ ଗୋମାଂସ…
“ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ” ଏବଂ “ସମୃଦ୍ଧଶୀଳ” ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ : ମନମୋହନ…
ଭୁବନେଶ୍ୱର,ତା.୩୧/୧୨: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଇଂରାଜୀ ନବ ବର୍ଷ ୨୦୨୪ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶାର ଐତିହ୍ୟ, ସଂସ୍କୃତି, କଳା…
ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସଂଧ୍ୟା ର ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ…
ବିଞ୍ଚଣl ପଲ୍ଲୀ ପରିଷଦର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ଆଳିଅ ଖଣ୍ଡାୟତ ସମାଜ ନାଟଙ୍ଗା ମଣ୍ଡଳ ର ବିଞ୍ଚଣା ପଲ୍ଲୀ ପରିଷଦ ଠାରେ ଏକ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଅଧ୍ୟାପକ ତଥା ନାଟଙ୍ଗା ମଣ୍ଡଳ ସଭାପତି…
ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ ନୂଆଁ-ଓ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ବେଳେ…
ଭକ୍ତି ଦିବସ ପାଇଁ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ‘ସ୍ବାଗତ’ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁତ୍ତମ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ବିଶେଷ ବାର୍ତ୍ତା - "କେବଳ ଗୋଟିଏ କର୍ତ୍ତବ୍ୟ , ଗୋଟିଏ କର୍ମ , ଗୋଟିଏ ଭଗବାନଙ୍କ ପ୍ରତି ଭକ୍ତି ଅଭ୍ୟାସ କରିବା। ଏହା ହେଉଛି ସମସ୍ତ ଧର୍ମର , ପ୍ରତ୍ୟେକ ଧର୍ମର ସମସ୍ତ ଅଭ୍ୟାସକାରୀଙ୍କ ମତ"। ଭକ୍ତି…
ପ୍ରାର୍ଥନା ଭଗବାନଙ୍କ ପାଖେ, ସମସ୍ତେ ଖୁସିରେ ରୁହନ୍ତୁ
ଆଲ୍ଲାହା ମାଲିକ
୨୦୨୩ ମୋତେ କିଛି ଶିଖେଇ ଦେଇଗଲା.. କିଛି ନିଜର ଅଜଣା ହୋଇଗଲେ ଆଉ କିଛି ସମୟ ସହିତ ବଦଳି ଗଲେ । ଆଉ କିଛି ସ୍ଵାର୍ଥ ନେଇ ସମ୍ପର୍କ ରଖିବି ଦୂରେଇ ଗଲେଆଉ ମୋର ପ୍ରତ୍ୟେକ ଭୁଲ କୁ ସୁଧାରିବାକୁ ସୁଯୋଗବି ମିଳିଲା
ଆରମ୍ଭ ହେବାକୁ ଯାଉଛି ୨୦୨୪ ବର୍ଷ ମୋର ପ୍ରତ୍ୟେକ ଭୁଲ ସୁଧାରି…
ପ୍ରଫେସର୍ ଡ.ଅମୂଲ୍ୟ କୁମାର ପଣ୍ଡାଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର)ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଠାରେ ପ୍ରଫେସର୍ ଡ.ଅମୂଲ୍ୟ କୁମାର ପଣ୍ଡାଙ୍କ ଦେହାନ୍ତରେ…