Sign in
Sign in
Recover your password.
A password will be e-mailed to you.
ଗୁଣପୁର ପୌର ପରିଷଦ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦ ପକ୍ଷରୁ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ମିନି ଷ୍ଟାଡିୟମରେ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ…
କନ୍ଦାଗାଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ
ଗାଇସିଲାଟ/ମନ ଡନସନା- କନ୍ଦାଗାଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ।ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ଜିଲ୍ଲାର ଗାଇସିଲେଟ ବ୍ଲକ୍…
ନବରଙ୍ଗପୁର ଜିଲ୍ଲା ମିଲ ଶ୍ରମିକ ସଂଗଠନ ଗଠିତ
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲା ଯେଟୁଗୁଡା ଠାରେ ନବରଙ୍ଗପୁର ଜିଲ୍ଲା ମିଲ ଶ୍ରମିକ ସଂଘ ଗଠିତ ହୋଇଯାଇଛି l ଏହି କମିଟି ଜିଲ୍ଲାର ମିଲ ଡ୍ରାଇଭର, ହେଲପେର, କୁଲି, ଖଲାସୀ ମାନଙ୍କୁ ନେଇ ଗଠିତ ହେଇଛି l ଜିଲ୍ଲାର ସମସ୍ତ ରାଇସ ମିଲ, କାଜୁ ମିଲ ଏବଂ ଚୁଡା ମିଲର…
୫ମ ସର୍ବଭାରତୀୟ ଓଡ଼ଗାଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୩ : ୟଙ୍ଗ ଉତ୍କଳ, କଟକ ଚମ୍ପିୟାନ
ଓଡ଼ଗାଁ,୩୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡ଼ିୟମ ଠାରେ ଚାଲିଥିବା ୫ମ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁର ସପ୍ତମ ଦିବସ ଫାଇନାଲ ମ୍ୟାଚରେ ୟୁନାଇଟେଡ ଏଫ୍ ସି, ଗଣ୍ଡରପୁର ଭୁବନେଶ୍ୱରକୁ ୧-୦ ଗୋଲରେ ହରାଇ ୟଙ୍ଗ ଉତ୍କଳ, କଟକ ଚମ୍ପିୟାନ ଆଖ୍ୟା…
ଅଲ୍ଟିମେଟ ଖୋ ଖୋ ସିଜନ-୨ରେ ଓଡ଼ିଶା ଜଗରନଟ୍ସର ପ୍ରଥମ ପରାଜୟ, ୫ ପଏଂଟରେ ଗୁଜୁରାଟ ଜିଆଂଟ୍ସ ଅଗ୍ରଣୀ
କଟକ, ୩୦ ଡିସେମ୍ବର, ୨୦୨୩: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜିନ-୨ର ଦ୍ୱିତୀୟ ମ୍ୟାଚରେ ଗୁଜୁରାଟ ଜିଆଂଟ୍ସ ଅଲରାଉଣ୍ଡ ପ୍ରଦର୍ଶନ କରି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସକୁ ୩୪-୨୯ ପଏଂଟରେ ପରାସ୍ତ କରିଥିବା ବେଳେ ପ୍ରଥମ…
ବଲ୍ଲଭୀ ଦେଵୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ
ଶିକ୍ଷା ସହିତ ଛାତ୍ରୀମାନେ ସବୁକ୍ଷେତ୍ରରେ ନିଖୁଣ ହେବା ଆବଶ୍ୟକ- ମନ୍ତ୍ରୀ ପ୍ରତାପ କେଶରୀ ଦେବ |
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ବାଣୀନଗର ସ୍ଥିତ ବଲ୍ଲଭୀ ଦେଵୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ ହୋଇଯାଇଛି l…
ବେଲଗୁଣ୍ଠା ବ୍ଳକ୍ ଗୋବରl ଠାରେ ଧାନମଣ୍ଡି ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ୍ ଗୋବରl ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି I ଆଜି ଗୋବରl ସେବା ସମବାୟ ସମିତି ଠାରେ ଏହାକୁ ବେଲଗୁଣ୍ଠା ଗୋଷ୍ଟି ଉନୟନ ଅଧିକାରୀ ଭlରତିଦେବି ଉଦ୍ଘାଟନ କରିଥିଲେ । ସରକାରୀ ଦର କୁଇଣ୍ଟାଲ ପିଛା…
ପଞ୍ଚାୟତ ପ୍ରହଲ୍ଲାଦ କଲେଜରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରୟାସ ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା- ମୁଖ୍ୟ ଅତିଥି
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ ହୋଇଯାଇଛି l…
ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍ ଯାପନୀ ଉତ୍ସବ ।
ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ…
ଜମନକିରା ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଭାଜପା ପକ୍ଷରୁ ସିଡିଏମଓଙ୍କ ଠାରେ ଅଭିଯୋଗ
ଜମନକିରା,୩୦/୨୩:(ଲିପନ ନାଏକ ) ଜମନକିରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନଙ୍କୁ ଆୟୁଷ ଡା: ଦିବ୍ୟରଞ୍ଜନ ବେହେରା ନିରାମୟ ଔଷଧ ନ ଦେଇ ବାହାର ଦୋକାନରୁ ଔଷଧ କିନି ଆଣିବାକୁ କହୁଥିବା ନେଇ ସିଡିଏମଓଙ୍କ ନିକଟରେ ଗତକାଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଥିବା ଜଣାଯାଇଛି। ଅଭିଯୋଗ…