Sign in
Sign in
Recover your password.
A password will be e-mailed to you.
189 ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ ଏକ୍ସନ ପ୍ରୋଗ୍ରାମ
ବରଗଡ :-ବରଗଡ ଜିଲ୍ଲା ପାଇକମାଲ ର ଅଧିକାଂଶ ଅଂଚଳ ଗନ୍ଧମାର୍ଦ୍ଦନ ପର୍ବତ ସହିତ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତ ନୂଆପଡା , ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ବ୍ୟାପି ରହିଛି , ଯାହାଫଳରେ ଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ହେବ ଏହି ଅଞ୍ଚଳରେ ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ…
“ଆମ ସଂକଳ୍ପ ବିକଶିତ ଭାରତ” ରଥକୁ ଭବ୍ୟ ସ୍ୱାଗତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଗୁଣପୁର ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୌର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଏବଂ ନିର୍ବାହୀ ଅଧିକାରୀ ସ୍ୱସ୍ତିକ…
ବିଧିର ବିଡ଼ମ୍ବନାରେ ଛଟପଟ ଅସହାୟ ଯୁବକ ର ଜୀବନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତ୍ୟେକ ବାପା ମା ଚାହାଁନ୍ତି ତାଙ୍କର ପୁଅ ଝିଅ ପାଠ ପଢିବେ, ରୋଜଗାର କରିବେ ଓ ବାପା ମାଁ ଙ୍କ ସେବା କରିବେ। କିନ୍ତୁ ଭାଗ୍ୟ ର ବିଡମ୍ବନା କହିବା ବା ସମୟ ର ଖେଳ ସମୟଚକ୍ର ର ଖେଳ ରେ ଛନ୍ଦି ହୋଇଥିବା ଅନେକ ବ୍ୟକ୍ତି ଙ୍କ , ମଧ୍ୟରେ ଏକ ଶିକ୍ଷିତ…
ବରଗଡରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ
• ଓଡିଶାର ହସ୍ତତନ୍ତର ପ୍ରାଣକେନ୍ଦ୍ର ବରଗଡ ଜିଲ୍ଲା : ଡବ୍ଲ୍ୟୁଓଡିସି ଅଧ୍ଯକ୍ଷ
• ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ WODC ଦେବ ଅତିରିକ୍ତ ୧ କୋଟି ଅନୁଦାନ
ଭୁବନେଶ୍ଵର, ୪ ସେପ୍ଟେମ୍ବର ୨୦୨୪: ଓଡିଶାର ହସ୍ତତନ୍ତକୁ ଜାତୀୟସ୍ତରରେ ପହଞ୍ଚାଇବାକୁ…
-ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରସାସନ ପକ୍ଷରୁ ପ୍ରସ୍ତୁତି ବୈଠକ।
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଶ୍ରୀକ୍ଷେତ୍ର ପୁରୀରେ ଶ୍ରିମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଟା ଓ ଲୋକାର୍ପଣ ଉତ୍ସବ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଟିତ ହେବ ପାଇଁ ଯାଉଅଛି। ସେଥି ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ସ୍ଵିତନ୍ତ୍ର କାର୍ଯ୍ୟକ୍ରମ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାର…
ଖୁବ୍ ଶୀଘ୍ର ବଣାଇଗଡ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍ ସୁବିଧା
ସୁନ୍ଦରଗଡ:(ବସନ୍ତ କୁମାର ଜେନା)- ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡ ଡାକ୍ତରଖାନାରେ ହେମୋଡାଇଲିସିସ୍ ସୁବିଧା ଖୁବ୍ ଶୀଘ୍ର ମିଳିବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ଏବଂ ବୃକକ୍ ଜନିତ ସମସ୍ୟା…
ଆରମ୍ଭ ହେଲା ଚିଲିକା ହ୍ରଦରେ ପକ୍ଷୀ ଗଣନା ୨୧ ଟି ଟିମ ନିୟୋଜିତ
ଚିଲିକା (ସେକ କୌସର ): ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବାବେଳେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିବ ବୋଲି ଆଶା କରିଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ମୁତାବକ ଆଜି…
ଜବରଦଖଲ ଉଚ୍ଛେଦ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ବିରୋଧୀ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଶାସନ ପକ୍ଷରୁ ଗୁଣପୁର ସହର ୧୬ ନଂ ୱାର୍ଡ ଅନ୍ତର୍ଗତ ବିକ୍ରମପୁର କଲୋନୀରେ ଜବରଦଖଲ ଉଚ୍ଛେଦ କରାଯାଇଛି। ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ପୌର ନିର୍ବାହି ଅଧିକାରୀ ସ୍ବସ୍ତିକ ଜମାଦାର, ଥାନା ଅଧିକାରୀ ଉତ୍ତମ କୁମାର…
ବେଲଗୁଣ୍ଠାରେ ନୂତନ ସି.ଡ଼ି.ପି.ଓ ଙ୍କ ଯୋଗଦାନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବୁଧବାର ଅପରାହ୍ନରେ ବେଲଗୁଣ୍ଠା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଠାରେ କେ. ଉଷାଲକ୍ଷ୍ମୀ ନୂତନ ସି.ଡ଼ି.ପି.ଓ ଭାବେ ଯୋଗ ଦେଇଛନ୍ତି। କେ. ଉଷାଲକ୍ଷ୍ମୀ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସି. ଡ଼ି. ପି. ଓ ଭାବେ କାର୍ଯ୍ୟ କରି…
ଜିଲ୍ଲା ରେ ବି ଏସ୍ କେ ୱାଇ ନବୀନ କାର୍ଡ ସମ୍ବନ୍ଧୀୟ ସଚେତନତା ରଥ ପରିକ୍ରମା
ଜଗତସିଂହପୁର,ତା-୦୪.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଠାରେ ବି ଏସ୍ କେ ୱାଇ ନବୀନ କାର୍ଡ ସଚେତନତା ରଥ କୁ ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଶୁଭାରମ୍ଭ କରିଛନ୍ତି।ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ସମସ୍ତ ହିତାଧିକାରୀ ମାନଙ୍କୁ ଏହି ଦେୟ…