ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ତରଫରୁ ବିଶ୍ୱ ମହିଳା ଦିବସ ପାଳନ

0

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ତରଫରୁ ରାଉରକେଲା ରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ କିଛି କର୍ମଠ ଜାଗ୍ରତ ମହିଳା ମାନଂକୁ ସାନମାନିତା କରାଗଲା ସାନମାନିତ କରିବା ସହିତ ମହିଳା ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦିଆଗଲା ଏହି କାର୍ଯ୍ୟ କ୍ରମ ରେ ଭାରତୀୟ ଯୁବ କଂଗ୍ରେସ ର ରାଜା ଅହମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ସାନମାନିତ ଅତିଥି ଭାବରେ ରାଉରକେଲା ର ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରବୋଧ ଦାସ ଯୋଗ ଦେଇଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଡିସିସି ପୂର୍ବତନ ଉପସଭାପତି ଶ୍ରୀ ବାସୁଦେବ ବାନାର୍ଜୀ, ଯୁବ ନେତା ଶ୍ରୀ ଶିବୁ ଦୀପ, ଛତ୍ର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବାରିକ, ସଂଖ୍ୟାଲଘୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସଦାବ ଅହମଦ,ଓବିସି ସେଲ ଶ୍ରୀ ସିଲୁ ବରାଳ,ଡିସିସି ସାଧାରଣ ସମ୍ପାଦକ ଶ୍ରୀ ସକୀର ହୁସେନ,ଔର ତାପସ ମହାପାତ୍ର, ଶିବୁ ପାଲ ଉପସ୍ଥିତ ଥିଲେ।

Leave A Reply

Your email address will not be published.