Sign in
Sign in
Recover your password.
A password will be e-mailed to you.
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
କୁଚିଣ୍ଡା,ଜମନକିରା ୫/୧:ସମ୍ବଲପୁର ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ,କୁଚିଣ୍ଡା ର ଦ୍ଵିତୀୟ ବାର୍ଷିକ କ୍ରୀଡା ଉତ୍ସବ ଆଜି ମହା ସମାରୋହରେ ଉଦଘାଟିତ ହୋଇ ଯାଇଛି । ଦ୍ଵିଦିବସୀୟ ଏହି ଉତ୍ସବକୁ ସମାଜସେବି ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ…
ମଉଦା ମଧୁସୁଦନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ : କ୍ରୀଡା ଦ୍ୱାରା ଛାତ୍ର…
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତ ମଧୁସୁଦନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ 3 ଦିନ ଧରି ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ପ୍ରଧାନଶିକ୍ଷକ ସଞ୍ଜୟ ବେହେରା ଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ପରିଚାଳନା ସମିତି ସଭାପତି ପୁଷ୍ପଲତା…
ଗଜପତି ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରକାଶନ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ…
ବାଲିଆପଦା ସେବାସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ: 325 କ୍ୱିଣ୍ଟାଲ ଧାନ ସଂଗ୍ରହ l
(ନିଶ୍ଚିନ୍ତକୋଇଲି:ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଖଣ୍ଡସାହି ବାଲିଆପଦା ସେବାସମବାୟ ସମିତିର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଆନୁଷ୍ଠାନିକ ଭାବେ ପୂଜକ ପୂଜାର୍ଚ୍ଚନା କରିବା ପରେ ପୂର୍ବତନ ସରପଞ୍ଚ…
ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଓ ବଡ ମେଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା: ପାଣ୍ଡିଆନ
ଜନ୍ମମାଟି କଟକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଛି ପ୍ରଚଣ୍ଡ ଭଲପାଇବା
ପ୍ୟାରିସ, ଭେନିସ ଭଳି ଲାଗୁଛି ତାଳଦଣ୍ଡା କେନାଲ
ଦେଶରେ ୫ନମ୍ବର ବଡ଼ ହସପିଟାଲ ଏସସିବି
ରେକର୍ଡ ମାର୍ଜିନରେ ଜିତିଲେ ମୁଖ୍ୟମନ୍ତ୍ରୀ କରିବେ ସମ୍ମାନିତ
କଟକରେ ହିଁ ହୋଇଛି ସବୁଠୁ…
ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମତା-ଭି.କେ. ପାଣ୍ଡିଆନ
ସଚେତନତା ସ୍ରୁଷ୍ଟି ଦିଗରେ ଲୋକକଳା ସବୁଠାରୁ ପ୍ରଭାବୀ ମାଧ୍ୟମ .ଶ୍ରୀ ପାଣ୍ଡିଆନ୍
ଭୁବନେଶ୍ୱର :ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ…
ଜାତୀୟସ୍ତରୀୟ ଜନଜାତି ଶିଳ୍ପ ମେଳା ଓ ଜନଜାତି ନୃତ୍ୟ ମହୋତ୍ସବ- 2024 ଉଦଘାଟିତ
• ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି : ମନ୍ତ୍ରୀ
• ଜନଜାତି ସମ୍ପ୍ରଦାୟର ବିବିଧତାକୁସଂରକ୍ଷଣ, ସୁରକ୍ଷାଏବଂପ୍ରୋତ୍ସାହନର ଆବଶ୍ୟକତା ରହିଛି: କମିଶନର୍ ତଥା ଶାସନ ସଚିବ
ଭୁବନେଶ୍ବର: ବସ୍ତୁବାଦୀ ଦୁନିଆରୁ ବହୁଦୂରରେ ରହୁଥିବା…
ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିବ ଓଡ଼ିଶାର ପ୍ରଜ୍ଞାପନ ମେଢ
ବିଶ୍ୱ ଦେଖିବ ବିକଶିତ ଭାରତରେ ଓଡ଼ିଶାରେ ମହିଳା ସଶକ୍ତିକରଣର ଝଲକ
ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟରେ ଝୁମିବେ ଦର୍ଶକ
ଭୁବନେଶ୍ୱର; ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବା ଭାରତ ସରକାରଙ୍କ ପ୍ରତିରକ୍ଷା…
ନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍
ଭୁବନେଶ୍ୱର, ୫/୦୧: ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍ । ଖୋର୍ଦ୍ଧା ଅଂଚଳର ଜନୈକ ଦମ୍ପତିଙ୍କର…
ଭାରତୀଙ୍କୁ ମିଳିଲା ବି ଏସ୍ କେ ୱାଇ ସହାୟତା
ଭୁବନେଶ୍ୱର,: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି ଏସ୍ କେ ୱାଇ) କାର୍ଡ ଗରିବର ସାଥି ଓ ସାହାରା ସାଜିଛି । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଅନନ୍ତପୁର ଗ୍ରାମର ମହିଳା ଭାରତୀ ଜେନା ଗୁରୁତର ରୋଗରେ ପୀଡ଼ିତ ହୋଇଥିବା ବିଷୟ ଗଣମଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି ଏସ୍ କେ ୱାଇ ଟିମ…