Sign in
Sign in
Recover your password.
A password will be e-mailed to you.
ଓଡିଶା ଡ୍ରାଇଭର ମହାସଂଘର ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ପ୍ରାୟ ନଅ ମାସ ପରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ବେଲଗୁଣ୍ଠା ଅଞ୍ଚଳ ଗୋଶାଳା ଛକ ନିକଟରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ବ୍ଲକର ପ୍ରାୟ ଶତାଧିକ ଚାଳକ ଏକତ୍ରିତ ହୋଇ ଭାରତ ସରକାରଙ୍କ ନୂଆଁ ଦଣ୍ଡବିଧାନ ନିୟମ ଓ ଓଡିଶା…
ଭଞ୍ଜନଗର ରେ,୭୫ ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ଜାନୁଆରୀ ୬ ତାରିଖ ଶନିବାର ୨୦୨୪ ଅପରାହ୍ନ ରେ ଭଞ୍ଜନଗର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାଣତନ୍ତ୍ର ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଙ୍କ…
ଶ୍ରୀମନ୍ଦିର ରେ ସଂସ୍କୃତି ସମ୍ପନ୍ନ ପୋଷାକ ପିନ୍ଧିବା ର ସଚେତନ ବାର୍ତ୍ତା ରଖିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ଆମ ଭାରତ ଏକ ସଂସ୍କୃତି ସଂପନ୍ନ ଦେଶ ଅଟେ। ଓଡ଼ିଶା କୁ ଅନ୍ୟ ରାଜ୍ୟରେ ଠାକୁର୍ ଦେଶ ବୋଲି ଆଖ୍ୟା ଦିଆଯାଏ । ଆମର ସଂସ୍କୃତିକୁ ଅନ୍ୟ ଦେଶର ଲୋକ ଆପଣାନ୍ତି । ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ଵର ଆରାଧ୍ୟ ଦେବତା। ତାଙ୍କର ଦେଉଳ ବଡଦେଉଳ…
ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ ଅଯୋଧ୍ୟା ର ଅକ୍ଷତ କଳସ
ଭଞ୍ଜନଗର: ପ୍ରଭୁ ଶ୍ରୀରାମ ଭଗବାନ୍ ଙ୍କ ଜନ୍ମଭୂମି ଅଯୋଧ୍ୟା ରୁ ଅକ୍ଷତ କଳସ ସମ୍ପୂର୍ଣ ଭାରତ ଦେଶକୁ ପହଁଞ୍ଚି ସାରିଛି। ସେହି ଅକ୍ଷତ କଳସରେ ହଳଦିଆ ଅକ୍ଷତ ଚାଉଳ ରହିଛି। ଏବଂ ଚାଉଳ କୁ ସାରା ଦେଶର ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଆର୍.ଏସ.ଏସ୍ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ଦେଶର…
ଜଗତସିଂହପୁର ଜିଲ୍ଲା ରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା
ଜଗତସିଂହପୁର,ତା-୦୬.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ବ୍ଲକ୍ ରେ ଆମ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ ରଥକୁ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଶୁଭାରମ୍ଭ…
ଗାଙ୍ଗପୁରରେ କିଶୋରୀ ମେଳା-2023/24 ଅନୁଷ୍ଠିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ମିଶନ୍ ଶକ୍ତି ଗୃହ ପରିସରରେ ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-2023/24 ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗୁଆଲି ଠାରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଆରମ୍ଭ : ୫୦୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ…
ଯୋଡା/ବଡ଼ବିଲ (ଶାସକ ପ୍ରଶାସକ) ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ କେନ୍ଦୁଝର ଜିଲ୍ଲା ଗୁଆଲି ଠାରେ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଉତ୍ସର୍ଗୀକୃତ କରାଯାଇଛି। ଗୁଆଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡବିଲ ତହସିଲଦାର ଡି ଏସ୍ ଶୁଭଦର୍ଶି ଯୋଶୀ ମୁଖ୍ୟ…
ଜଗନ୍ନାଥଙ୍କ ପାଇଁ ଗୁଆ ଚାଉଳ ପରେ ଏବେ ମାଙ୍କ ପାଇଁ ଘରୁ ଘରୁ ଆସିବ ସିନ୍ଦୁର
ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ
ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ
ମା’ଙ୍କ ପାଇଁ ପ୍ରତି ଘରୁ ଆସିବ ସିନ୍ଦୁର
ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ହେବ –…
ରାଜ୍ୟର ୨ଲକ୍ଷ ୫୦ହଜାର ସିକ୍କିମ ପଟ୍ଟାଧାରୀ ରୟତ ପରିବାର ହେବେ ଉପକୃତ: ପାଣ୍ଡିଆନ
ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଦେଉଥିବା ଭତ୍ତା ରାଶି ବଢିବ
ବାଲେଶ୍ୱର ଜିଲ୍ଲାର ୧୮ହଜାର ସିକ୍କିମ ପଟ୍ଟାଧାରୀ ରୟତ ପରିବାର ଉପକୃତ ହେବେ
ଛ’ମାସରେ ବାଲେଶ୍ବରକୁ ମିଳିଛି ୧୦୩୮ କୋଟି
ଅଙ୍ଗନବାଡି କର୍ମୀଙ୍କଠୁ ଆରମ୍ଭ କରି ଜଳସାଥୀ ପର୍ୟ୍ୟନ୍ତ ସମସ୍ତଙ୍କ ଦରମା…
ନୂଆଗାଁ ରୋଡ୍ – ଦଶପଲ୍ଲା ରେଳସେକ୍ସନକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ…
● ଦଶପଲ୍ଲାକୁ ୪ ଗୋଟି ରେଳ ସେବା ବିସ୍ତାରିତ ।
● ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନର ଉଦ୍ ଘାଟନ ।
● ଫୁଲବାଣୀରେ ରେଳ ସଂଯୋଗ ହେବ ।
● କଣ୍ଟିଲୋ ଓ ଖଣ୍ଡପଡ଼ାକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ସହ ସଂଯୋଗ କରିବାର…