ଜାନୁଆରୀ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ

ଆସନ୍ତାକାଲି ରବିବାରରୁ ଆରମ୍ଭ ଭୁବନେଶ୍ୱର:ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ…

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗୀର ୦୬/୦୧ : ଆଜି ପୂର୍ବାହ୍ନରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପଞ୍ଜୀକରଣ ନିମନ୍ତେ ସଚେତନତା କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ୩ ଟି ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୩ଟି ଉପଖଣ୍ଡ ଅନ୍ତର୍ଗତ ସମସ୍ତ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲା ନୟାଗଡ଼ ନାଗରିକ ମଞ୍ଚ ଏବଂ ତାଳଚେର-ଗୋପାଳପୁର କ୍ରିୟାନୁଷ୍ଠାନ କମିଟି

ନୟାଗଡ଼,(ଲକ୍ଷ୍ମୀଧର ସାହୁ): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନ ଉଦ୍‌ଘାଟନ ପାଇଁ ରେଳପଥ ଦେଇ ଆସୁଥିବା ବେଳେ ତାଙ୍କୁ ନୟାଗଡ଼ ନାଗରିକ ମଞ୍ଚ ଏବଂ ତାଳଚେର-ଗୋପାଳପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ବିଭିନ୍ନ ଦାବି…

ପାଇକମାଳ ହାଇସ୍କୁଲରେ ୨ୟ ପର୍ଯ୍ୟାୟ ମାନ ନିର୍ଦ୍ଧାରଣ ଶିବିର ଅନୁଷ୍ଠିତ l

ପାଇକମାଲ :- ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ୨ୟ ପର୍ଯ୍ୟାୟ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତ୍ରି-ଦିବସୀୟ ପ୍ରଶିକ୍ଷଣ ଶିବିରରେ ୧୫ ଟି କ୍ଳଷ୍ଟର ରେ ୧୫୩ ଜଣ ଶିକ୍ଷକ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ 2024 ପାଳିତ

ଅଶୋକ ସାହୁ, ନବରଙ୍ଗପୁର : ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି l ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତାର ଏକ ରାଲିର ଆୟୋଜନ କରାଯିବା ସହିତ ବିଭିନ୍ନ ଛକ ଜାଗା ମାନଙ୍କରେ ହେଲମେଟ ଓ…

ବ୍ରହ୍ମଲୀନ ସ୍ବାମୀଜୀଙ୍କ ସମାଧି ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ୫୦ ରୁ ଉର୍ଦ୍ଧ୍ବ ସନ୍ୟାସୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ କରାବାଙ୍କ ଠାରେ ଥିବା ଅଦ୍ୱେତ ବେଦାନ୍ତ ଆଶ୍ରମ ର ମଠାଧୀଶ ପୂଜ୍ୟ ୧୦୮ ଶ୍ରୀ ବିଦ୍ୟାନନ୍ଦ ସରସ୍ୱତୀ ସାଗର ମହାରାଜ ଙ୍କ ଗତ ଡିସେମ୍ବର ୨୨ ତାରିଖରେ ବ୍ରହ୍ମଲୀନ ଘଟିଥିଲା । ଆଜି ଷୋଡଶ ଦିବସ ପାଳନ…

ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ଜୁନିଅର ରେଡକ୍ରସ ଶିବିର ଗାଇସିଲେଟ ନୋଡାଲ ହାଇସ୍କୁଲ ଠାରେ ଆରମ୍ଭ ହୋଇଛି। ଏହି ଶିବିରକୁ ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ କୁମାର ସାହୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ ଙ୍କ ଅଧ୍ୟକ୍ଷତାରେ…

ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ର ସେମେଲମୁଣ୍ଡା ଗ୍ରାମରେ ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଠାରୁ ଗ୍ରାମର ଡାଲଖାଇ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ସରପଂଚ ଉର୍ମିଳା ସେଠ…

ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ର ସେମେଲମୁଣ୍ଡା ଗ୍ରାମରେ ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଠାରୁ ଗ୍ରାମର ଡାଲଖାଇ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ସରପଂଚ ଉର୍ମିଳା ସେଠ…

ଉତ୍କେଲା ଗ୍ରାମପଞ୍ଚାୟତ ଠାରେ ପଂଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉପଲକ୍ଷେ ଚଳିତ ବର୍ଷ ମଧ୍ୟ୍ୟ କଳାର ହାଣ୍ଡି କଳାହାଣ୍ଡିର କଳାସଂକୃତି ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାବହ କଳାହାଣ୍ଡି ଘୁମୁରା ୨୦୨୪ ଦେଖିବାକୁ ମିଳିଛି l କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ…