Sign in
Sign in
Recover your password.
A password will be e-mailed to you.
ଜଗନ୍ନାଥ ମନ୍ଦିର ରୁ ଦୁଇ ରଥରେ ଆଜ୍ଞାମାଳ ଆଣି ସଂଗ୍ରହ କରାଯାଉଛି ଗୁଆ ଚାଉଳ।
ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି : ଗୁଣପୁର ସହରରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ବୁଲିବା ସହ ଗୁଆ ଚାଉଳ ସଂଗ୍ରହ ଅଭିଯାନ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ଅଣାଯାଇ ଏହି ରଥ ଦୁଇଟି ମନ୍ଦିର ପରିଶରରୁ ମହା ଆଡମ୍ବର ସହକାରେ ବାହାରି ୧୦ ଓ ୧୧ ନଂ…
ଏମାର୍ଟ ଭାରତୀୟ କେନ୍ଦ୍ରର ବାର୍ଷିକୋତ୍ସବ ପାଳିତ
ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ସ୍ଥିତ ଏମାର୍ଟ ଭାରତୀୟ କଳା ସଂସ୍କୃତି କେନ୍ଦ୍ରର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ହୋଇଯାଇଛି। ଏଥିରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟଅତିଥି, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ…
ଜମନକିରା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ଜମନକିରା (ଲିପନ ନାଏକ ) ଜମନକିରା ପୋଲିସ ପକ୍ଷରୁ ଥାନା ଅଧିକାରିଣୀ ପଦ୍ମାଳୟା ସାହୁଙ୍କ ଅଧକ୍ଷତାରେ ଆମ ପୋଲିସ ସମିତି ବୈଠକ ସ୍ଥାନୀୟ ଥାନା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି l ଜମନକିରା ଥାନା ଅଂଚଳର ମାନ୍ୟଗଣ ବ୍ୟକ୍ତି, ବରିଷ୍ଠ ନାଗରିକ ବୁଦ୍ଧିଯିଵି, ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ…
5ଟି ଅଧ୍ୟକ୍ଷଙ୍କ ଗସ୍ତ ପାଇଁ ତିନିଜଣ କଂଗ୍ରେସ ନେତାଙ୍କୁ ଉଠେଇନେଲା ପୋଲିସ |
ରାଇଘର. ପୁଷ୍ପା ରାଣୀ. ଶାସକ ପ୍ରଶାସକ ତା 09/01-5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ରାଇଘର ଗସ୍ତ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି |ଏହି କ୍ରମରେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି |ନବରଙ୍ଗପୁର…
ଭୋକ ଉପାସରେ ଜୀବନ ବିତୁଛି : ଫିଙ୍ଗର ପ୍ରିଣ୍ଟ ନ ଆସିବାରୁ ଆହାର ମିଳୁନି କି ଭତ୍ତା ବି ମିଳୁନି
କୁଚିଣ୍ଡା: ରାଜ୍ୟ ସରକାର ଗରିବ ଓ ଅସହାୟଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି ତେବେ ବୟସର ଅପରାହ୍ନରେ ବେସାହାରା ବୃଦ୍ଧା ମା ଓ ଝିଅଙ୍କୁ ସହାୟତା ମିଳିବାରେ ବାଧକ ସାଜିଛି ସରକାରୀ ନିୟମ l ସାହାରା ନ ଥିବାରୁ ପରିଣତ ବୟସରେ ଆବାସ, ପିଡ଼ିଏସ୍ ଚାଉଳ, ଓ ଭତ୍ତାରୁ ବଞ୍ଚିତ ବୃଦ୍ଧା ମା ଓ…
ଭକ୍ତି ସଙ୍ଗୀତ ସଂସଦ , ପାରଳାଖେମୁଣ୍ଡି ଦ୍ଵାରା ୪୧ତମ ଭଜନ ସମାରୋହ
https://youtu.be/pEm7daJPQNk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭକ୍ତି ସଙ୍ଗୀତ ସଂସଦ , ପାରଳାଖେମୁଣ୍ଡି ଦ୍ଵାରା ୪୧ତମ ଭଜନ ସମାରୋହ ଜଗନ୍ନାଥ ମନ୍ଦିର ନିକଟସ୍ଥ ରାଜଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ…
ବିଦ୍ୟାଳୟ ସ୍ତରରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’ ଅବସରରେ ସାହିତ୍ୟ ଓ ସୃଜନଶୀଳତାର କାର୍ଯ୍ୟକ୍ରମ:‘ମୋ କଥା ମୋ…
▪️ସାମିଲ ହେବେ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ
▪️'ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ' ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ 'ମୋ କଥା ମୋ କାହାଣୀ'
ଭୁବନେଶ୍ୱର, ୮ା୧ : ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାର ବିକାଶ କରିବା ସହିତ ଓଡି଼ଆ ଭାଷାରେ କିପରି ନିଜକୁ ଶ୍ରେଷ୍ଠ କରିଗଢି଼…
“ନମୋ ଆପ୍-ବିକଶିତ ଭାରତ” ଆମ୍ବାସଡର ଅଭିଯାନ କର୍ମଶାଳା
ଓଡିଶାରେ ମୋଦିଙ୍କ ଗ୍ୟାରେଂଟିକୁ ଘର ଘର ପହଂଚାଇବାରେ “ନମୋ ଆପ୍-ବିକଶିତ ଭାରତ” ଆମ୍ବାସଡର ବଡ ଭୁମିକା ନେବେ
ଭୁବନେଶ୍ୱର, ତା.୦୮/୦୧: ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ଯଶସ୍ୱୀ…
ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ଓ ଜିଗ୍ନୀପୁରରେ ଧାନ ମଣ୍ଡି ଉଦଘାଟିତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଥିବା ଜିଗ୍ନୀପୁର ସ୍ଥିତ ବଳଦେବଜୀଉ ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି। ସମିତିର ସମ୍ପାଦକ ମହମ୍ମଦ ଅମିନ୍ ଖାଁଙ୍କ ସଂଯୋଜନାରେ…
ଓଡ଼ଗାଁ ବ୍ଳକ ଗସ୍ତରେ ରାଜ୍ୟପାଳ, ଗାଁର ବିକାଶ ଘଟିଲେ ଦେଶର ବିକାଶ ହୋଇପାରିବ
ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ରାଜ୍ୟପାଳ ରଘୁବର ଦାସ ସୋମବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗସ୍ତରେ ଆସି ନନ୍ଦିଘର ଗ୍ରାମପଞ୍ଚାୟତ କଲ୍ୟାଣମଣ୍ଡପ ଠାରେ ପ୍ରାୟ ୩ଶହ ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମା' ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ସରକାରଙ୍କ…