ସିପିଆଇ (ଏମଏଲ) ଲିବରେସନ ତରଫରୁ ନାମାକଂନ ପତ୍ର ପ୍ରଦାନ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 22 04 2024 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ସମ୍ପାଦକ ତିରୁପତି ଗମାଙ୍ଗ ଙ୍କ ନେତୃତ୍ୱରେ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ନାମାକଂନ ଶୋଭାଯାତ୍ରା ବାହାରି ଗୁଣପୁର ମୁଖ୍ୟ ବଜାର ଦେଇ ଗୁଣପୁର ନିର୍ବାଚନ ଅଧିକାରୀ କୁ ସି ପି ଆଇ (ଏମଏଲ) ଲିବରେସନ ର ରାଜ୍ୟ କମିଟି ସଭ୍ୟ ଅନାସିମ ଶବର ଓ ପଦ୍ମିନୀ ଗମାଙ୍ଗ ନାମାକଂନ ଦାଖଲ କରିଛନ୍ତି।
ଗଣତନ୍ତ୍ର ଓ ସମ୍ବିଧାନ ବିପଦ ରେ ପଡିଛି କେନ୍ଦ୍ରଶାସନ ରେ ବିଜେପି ଆଜି ଦେଶକୁ ଖଣ୍ଡ ଖଣ୍ଡ କରି ଦେବାକୁ ଷଡଯନ୍ତ୍ର କରିଛି ଏବଂ ଦେଶର ସମ୍ପଦ କୁ ବଡ ବଡ ପୁଞ୍ଜିପତି ମାନଙ୍କୁ ଟେକି ଦେଉଛି। ଦରବୃଦ୍ଧି ବେକାର ବଡୁଛି। ଛାଷି ଆତ୍ମହତ୍ୟା କରୁଛି।
ଦେଶରେ ରୋଜଗାର ବଡିଚାଲୁଥିବା ବେଳେ ମୋଦୀ ସରକାର ଦେଶର 83/ ଭାଗ ଯୁବକ ଯୁବତୀ ମାନଙ୍କୁ 10, ବର୍ଷ ଭିତରେ ବିଫଳ ହୋଇଛନ୍ତି। ସୂଚତା ନାମର ବିଜେପି ଡିଣ୍ଡିମ ପିଟୁଥିବା ବେଳେ ଇଲୋଟ୍ରୋ ବଣ୍ଡ ଜରିଆରେ 12 ହଜାର କୋଟି ଟଙ୍କା ଲୁଟ କରିବ ଏକ ଜୁମୁଲା ବୋଲି ରାଜ୍ୟ କମିଟି ସଭ୍ୟ ମହେନ୍ଦ୍ର ପରିଡା ଜଣାଇଛନ୍ତି।
ଉପସ୍ଥିତ ଥିଲେ.
ସତ୍ୟମନୁ ପ୍ରଧାନ ରାଜ୍ୟ କମିଟି ସଭ୍ୟ, ବୃନ୍ଦାବନ ବିଡିକା, ମିନ ଶବର ରାଇନା ଶବର, କୈଳାସ ଶବର, ଅଗୟ ଶବର, ଜମେସ ଶବର ଏବଂ ସି ପି ଆଇ ( ଏମ ଏଲ ) ଲିବରେସନ ର ବହୁ ସଭ୍ୟ ମାନେ ଯୋଗ ଦେଇଥିଲେ।

 

Leave A Reply

Your email address will not be published.