Sign in
Sign in
Recover your password.
A password will be e-mailed to you.
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଏବଂ ଆମ ଓଡିଶା ନବୀନ ଓଡିଶା ସଚେତନ ଶିବିର ଅନୁଷ୍ଠିତ.
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମା ଟାଉନ୍ ହଲ୍ ଠାରେ ଗୁଣପୁର ପୌର ପରିଷଦ ତରଫରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଆମ ଓଡ଼ିଶା ନବୀନ ଓଡିଶା ସଚେତନ ଶିବିର ଆୟୋଜିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗୁଣପୁର ଶ୍ରୀଯୁକ୍ତ ରଘୁନାଥ…
ଆଭିଜାତ୍ୟ ସମ୍ପନ୍ନ ଓଡ଼ିଆ ଭାଷାକୁ ସମୃଦ୍ଧ କରାଇବ ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’
ଆରଏମସି ତରଫରୁ ଆୟୋଜିତ ହେଲା ଆଲୋଚନା ଚକ୍ର
ରାଉରକେଲା,(ବସନ୍ତ କୁମାର ଜେନା): ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅଭିନବ କାର୍ଯ୍ୟକ୍ରମ 'ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ' ଆୟୋଜନ କରାଯାଉଛି। ଏହି କ୍ରମରେ ଶନିବାର ରାଉରକେଲା…
କଟିକଟା ପଞ୍ଚାୟତରେ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର
ଵିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ…
ବିଶିଷ୍ଟ ସଂଗୀତଜ୍ଞ ତଥା ଗିତାର୍ ବାଦକ ଜୋହନ ସିଂହଙ୍କ ବିୟୋଗ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ବିଶିଷ୍ଟ ସଂଗୀତଜ୍ଞ ସହିତ ବିଚକ୍ଷଣ ଗିତାର୍ ଓ ବେଂଜୋ ବାଦକ"ଜୋହନ୍ ସିଂହ" ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଖ୍ରୀଷ୍ଟିଆନ ସାହିରେ ଥିବା ପୈତୃକ ବାସଭବନରେ ହୃଦଘାତରେ ତାଙ୍କରି ବିୟୋଗ ଘଟିଛି। ସେହି ମହାନ୍ ବ୍ୟକ୍ତିଙ୍କ ୭୩ ବୟସରେ ବିୟୋଗ ରେ ଆଜି ସମଗ୍ର ଘୁମୁସର…
ଓଡ଼ିଆକୁ ବିକଶିତ କରିବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି
ଭୁବନେଶ୍ୱର, ଫେବୃଆରୀ ୪: ଓଡ଼ିଆ ଷଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି । ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ରବିବାର ଏଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ…
ଓଡିଶା ପ୍ରାଣୀ ଚିକିତ୍ସକ ଙ୍କ ସମୂହ ଛୁଟି ପ୍ରାୟ 17ଦିନରେ, ଆଜି ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଚିକିତ୍ସକ…
ଭବାନୀପାଟଣା (ଶାସକ ପ୍ରଶାସକ): କଳାହାଣ୍ଡି ପ୍ରାଣୀ ଚିକିତ୍ସକ କଳାହାଣ୍ଡି ତରଫ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ. ଏହି ସମ୍ମିଳନୀ ରେ ଜିଲ୍ଲା ପ୍ରାୟ 40ଜଣ ପ୍ରାଣୀ ଚିକିତ୍ସକ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ. ଏହି ସମ୍ମିଳନୀ ରେ ଜିଲ୍ଲାର ଡ଼ା. ଅଶୋକ ଚନ୍ଦ୍ର ପଣ୍ଡା (ଏ…
ଅଜିତ କୁମାର ବେହେରା ପାଇଲେ ଓଡ଼ିଆ ସାହିତ୍ୟ ରତ୍ନ ସମ୍ମାନ
ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା କଶ୍ରୁପଡା ମହାବିଦ୍ୟାଳୟରେ ଉଦଯାପିତ l ଓଡ଼ିଆ ଭାଷା ସମ୍ବିଳନୀରେ ବିଶିଷ୍ଟ ସାହିତ୍ୟିକ ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ରତ୍ନ ସମ୍ମାନ ପ୍ରଦାନ କରାଯାଇଛି l ପଶ୍ଚିମ ଓଡିଶା ବିକାଶ ପରିଷଦର…
ସୁକରପଡା ପଞ୍ଚାୟତରେ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିକାଶମୂଳକ ପଦକ୍ଷେପ - ଅତିଥି l
(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ଏକ ସଚେତନତା ଶିବିର…
ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ 'ବନ୍ଦେ ଉତ୍କଳ ଜନନୀ' ସଂଗୀତ ଗାନ କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାନୁଯାୟୀ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ…
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ସୁନ୍ଦରଗଡ଼ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ଆଜି ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ସ୍ତର ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇ ଯାଇଅଛି। ଏହି ଅବସର ରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହିତ ଆଭାସି…