ମିଶନଶକ୍ତି ଗୋଷ୍ଠୀ ଦକ୍ଷତା ବିକାଶ ତାଲିମ ଶିବିର

ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ଚଳିତ ମାସ ତା…

ଦକ୍ଷତା ବିକାଶ ଏବଂ ଅଗ୍ନି ବୀର ଉପରେ ଏକଦିନିକିଆ ଆନ୍ତଃ କଲେଜ କର୍ମଶାଳା :

ଅଶୋକ ସାହୁ, ଶାସକ ପ୍ରଶାସକ ଆଦ୍ଯ ତା ୦୯-୦୨- ୨୦୨୪ ରିଖ ରେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫ ରୁ ବେଟି ବଚାଓ ବେଟି ପଢାଓ ଯୋଜନା ଓ ବିଜୁ କନ୍ୟା ରତ୍ନc ଯୋଜନା ଅନ୍ତର୍ଗତ ବାଳିକା ମାନଙ୍କ ପାଇଁ ବୃତି ଗତ, ବୈଷୟିକ ଓ ଦକ୍ଷତା ଶିକ୍ଷା ର ବିକାଶ କିପରି ହେଇ…

କେନ୍ଦୁଭଟା ଦେବଦତ୍ତ କ୍ଲବ ଠାରେ କ୍ରେତା ବିକ୍ରେତା କର୍ମଶାଳା

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଠାରେ କ୍ରେତା ବିକ୍ରେତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଦେବଦତ୍ତ କ୍ଲବ ଓ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଫସଳ ବିବିଧ କରଣ ଯୋଜନା କାର୍ଯ୍ୟ କାରି ହେଉଥିବା ଗ୍ରାମ କେନ୍ଦୁଭଟା, ଚଙ୍ଘରିଆ, ହଲନକନାସି, ବଇଦପାଲି, ଜାମୁଟପାଲି…

ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନଂ-୧ ଓମ୍ ଶାନ୍ତି କଲୋନୀ ଠାରେ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ…

ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ବାର୍ଷିକ ଉତ୍ସବ ; ବିଜିଲୀ ବାରିକ ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର୍

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି I ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ ପାଇଁ ଦଶମଶ୍ରେଣୀ ଛାତ୍ରୀ ବିଜିଲୀ ବାରିକଙ୍କୁ ଷ୍ଟୁଡେଣ୍ଟ୍ ଅଫ୍ ଦି…

ଗାଙ୍ଗପୁର ପଂଚାୟତର ବିଭିନ୍ନ ଗ୍ରାମରେ ଭିଭିପାଟ୍ ସଚେତନତା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଗକୁ ସାଧରଣ ନିର୍ବାଚନ ଆସୁଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତର ବିଭିନ୍ନ ଗ୍ରାମରେ ଭୋଟରଙ୍କୁ ଭିଭିପାଟ୍ ସମ୍ପର୍କରେ ସଚେତନ କରାଯାଇଛି I ଆଜି ପଂଚାୟତର ବୋରୀ,…

ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗାଙ୍ଗପୁର, କ୍ଷତ୍ରିୟବରପୁର, ଏନ୍.ପି ଶାସନ, ଗୋବରା, ନେଟେଙ୍ଗା…

ଦିନିକିଆ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ନୟାଗଡ଼ ଜିଲ୍ଲାରେ ଆଭାସୀ ମାଧ୍ୟମରେ ସୂଚନା ଅଧିକାର ଆଇନ ଅଧ୍ଵନିୟମ-୨୦୦୫,୪(୧)(ଖ)ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର…

ନୟାଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଝୋଟ ନିର୍ମିତ ବ୍ୟାଗ ବଣ୍ଟନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବେଶ ସୁରକ୍ଷା ସହ ସବୁଜ ଓଡ଼ିଶା ଗଠନ ନିମନ୍ତେ ସର୍ବସାଧାରଣରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରାଯିବା ଅତ୍ୟନ୍ତ ଜରୁରୀ ମନେ କରି ଖାଦ୍ୟ ସୁରକ୍ଷା ହିତାଧ୍ୟାକାରୀ ପରିବାରମାନଙ୍କୁ ଦୁଇଟି ଲେଖାଏଁ ଝୋଟ ନିର୍ମିତ…