Sign in
Sign in
Recover your password.
A password will be e-mailed to you.
ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଆଲୋଚନା ଚକ୍ର ର ଉଦଘାଟନି ଉତ୍ସବ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନୀତି- ୨୦୨୦ ଉପରେ ଏକ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଉଦ୍ଘାଟିତ ହୋଇଅଛି। ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥି ମାନଙ୍କୁ ଆଲୋଚନା ଚକ୍ର ରେ ସ୍ବାଗତ ସମ୍ବର୍ଦ୍ଧନା…
ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୯/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
ମୌର୍ଯ୍ୟ ଏକ୍ସପ୍ରେସର ସଂପ୍ରସାରଣ ପାଇଁ ଉତ୍ତର ଭାରତୀୟ ସମନ୍ବୟ ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ
ରାଉରକେଲା,(ବସନ୍ତ କୁମାର ଜେନା): ଗୋରଖପୁର – ହଟିଆ ୧୫୦୨୭ ଓ ୧୫୦୨୮ ମୌର୍ଯ୍ୟ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଦୀର୍ଘ ଦିନରୁ ହୋଇଆସୁଥିବା ଦାବୀକୁ ବିଚାରକୁ ନେଇ ରେଳ ବିଭାଗ, ରାଉରକେଲା ଦେଇ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିବାରୁ ଉତ୍ତର ଭାରତୀୟ ସମନ୍ବୟ…
“ଖୁବ୍ ଶିଘ୍ର ଶ୍ରୀମନ୍ଦିର ଚାରିଦ୍ଵାର ଖୋଲାଯାଇ ଦର୍ଶନ ବ୍ୟବସ୍ଥା କୁ ସହଜ ଓ ଶୃଙ୍ଖଳିତ କରାଯାଉ”
"ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଭଞ୍ଜନଗର" ତରଫରୁ ପ୍ରେସ୍ ବିଜ୍ଞପ୍ତି।
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ଅର୍ଥାତ୍ ଫେବୃଆରୀ ମାସ ୯ ତାରିଖ ବୁଧବାର ୨୦୨୪ ସଂଧ୍ୟା ୫ ଘଣ୍ଟିକା ସମୟରେ " ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ" ଓଡ଼ିଶା ପ୍ରଦେଶ ର ଆହ୍ୱାନ କ୍ରମେ…
ଡାବୁଗାଁ ରୁ ୧୨ ଜଣ ବିଶ୍ଵ ହିନ୍ଦୁ ପରିଷଦ ସଭ୍ୟଙ୍କ ଅଯୋଧ୍ୟାରେ ରାମଲାଲା ଙ୍କ ବିଧିମତ ପ୍ରଥମ ଦର୍ଶନ ନିମନ୍ତେ ଯାତ୍ରା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୨/୨୪ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପରେ ରାମଲାଲା ଙ୍କ ଦର୍ଶନ ନିମନ୍ତେ ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ୧୨ ଜଣିଆ ଦଳ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ବିଶ୍ଵ ହିନ୍ଦୁ ପରିଷଦ ଓ…
୭କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଆମ ବସଷ୍ଟାଣ୍ଡ
ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଯୋଗାଯୋଗର ଐତିହ୍ୟ ଫେରିପାଇବ ଓଡ଼ଗାଁ
ଓଡ଼ଗାଁ,୯।୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ଥିବା ଓଏସ୍ ଆରଟିସି ବସଷ୍ଟାଣ୍ଡ ଓ ଗ୍ୟାରେଜ ମାଧ୍ୟମରେ ନୟାଗଡ଼ ଜିଲ୍ଲାର ବହୁ ଦୁରଦୁରାନ୍ତ ସ୍ଥାନକୁ ବସ ଯାତାୟତ କରୁଥିବାରୁ ଓଡ଼ଗାଁ ଯୋଗାଯୋଗ…
ସୋନପୁର-ପୁରୀ ଏକ୍ସପ୍ରେସ ନିୟମିତ ପ୍ରାରମ୍ଭିକ ଚଳାଚଳକୁ ସୋନପୁର ଷ୍ଟେସନ ଠାରେ ଭବ୍ୟ ସ୍ୱାଗତ :
ସୋନପୁର : ଆଜି ସୋନପୁର ରେଳ ଷ୍ଟେସନ ଠାରେ ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ପ୍ରାରମ୍ଭିକ ଚଳାଚଳ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକମାନେ ଉଭୟ ଟ୍ରେନ ଓ ଯାତ୍ରୀମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ | ଏହି ଟ୍ରେନ୍ ଚାରିଟି ପଶ୍ଚିମ ଓଡିଶା ଜିଲ୍ଲା ଯଥା ସୋନପୁର, ବଲାଙ୍ଗୀର, ବରଗଡ ଏବଂ…
ଅସୁସ୍ଥ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଯାତ୍ରା
ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି । ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା…
ଆଦିତ୍ୟ ଆଲୁମିନିୟମ ଲପଙ୍ଗା ପ୍ରୋଜେକ୍ଟ ‘ସୁପୋଷଣ’ ଜରିଆରେ ଜୀବନଗୁଡିକର ପରିପୋଷଣ କରୁଛି
ଭୁବନେଶ୍ୱର: ଓଡ଼ିଶାରେ ଅପପୁଷ୍ଟି ଏକ ଗୁରୁତର ଜନସ୍ୱାସ୍ଥ୍ୟ ଚାଲେଞ୍ଜ ହୋଇ ରହିଛି । ରାଜ୍ୟର ଜଟିଳ ପୁଷ୍ଟିଗତ ଦୃଶ୍ୟପଟ୍ଟରେ ନିମ୍ନ ପୁଷ୍ଟିସାଧନ, ଅଣୁପୋଷକ ଅଭାବ ଏବଂ ମାତ୍ରାଧିକ ପରିପୋଷଣ ସମେତ ବିଭିନ୍ନ ପ୍ରକାର ଅପପୁଷ୍ଟି ଆଦି ରହିଛି । ସିଏଫ୍ଏନଏସ୍ (କୋଆଲିସନ୍ ଫର ଫୁଡ ଆଣ୍ଡ…
ବାହ୍ୟ ଜଗତରୁ ବିଛିନ୍ନ ଫିରୋଜାବାଦ
କୋରାଇ/ଚକ୍ରଧରଦାସ: ଫିରୋଜାବାଦ ଗ୍ରାମର ୧୭ ପରିବାର ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ l ଗ୍ରାମ କୁ ସୁଗମ ରାସ୍ତା ନ ଥିବାରୁ ରାତ୍ର କାଳୀନ ଆପାତ ପରିସ୍ଥିତି ପାଇଁ ସବୁବେଳେ ରହୁଛି ଭୟ l ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଣ୍ଡରା ଗ୍ରାମପଞ୍ଚାୟତ…