ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି

2

କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଲା ଅଭିଯୋଗ

Image

ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି | କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଲା ଅଭିଯୋଗ | ଆଠମଲ୍ଲିକ ଠାରେ ୪୨ ଡିଗ୍ରୀ ତାପମାତ୍ରାରେ ନିର୍ବାଚନୀ ରାଲିରେ ଛୋଟ ଛୋଟ ପିଲାମାନଙ୍କୁ ରାଧାକୃଷ୍ଣ ବେଶରେ ନଚେଇ ନଚେଇ ନେଲା ଭାବିଲି ଅମାନବୀୟ ତଥା ଶିଶୁ ଅଧିକାର ଉଲ୍ଲଙ୍ଘନ କଲାଭଳି ଗର୍ହିତ କାର୍ଯ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କରିଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି |

Image

Leave A Reply

Your email address will not be published.