Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍
ବନ୍ଧେଇ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି
ସାମୟିକ କର୍ମଚାରୀ ମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ସରକାର ଗ୍ରହଣ କଲେ
କେନ୍ଦୁପତ୍ର ତୋଳାଳି ମାନଙ୍କ ସାମାଜିକ ସୁରକ୍ଷାରେ ସାମିଲ ହେବା ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି
କେନ୍ଦୁପତ୍ର ତୋଳାଳି…
ବାପା ନା ରାକ୍ଷସ ? : ନିଜ ପାଞ୍ଚ ମାସର ପୁଅକୁ କଚାଡି ମାରିଲା ବାପା
ବରଗଡ - ଦମ୍ପତି ଙ୍କର ଆଶା ଥାଏ ତାଙ୍କର ଘରେ ଛୁଆ ପିଲା ଙ୍କର ସ୍ୱର ଶୁଭୁ ।ଘରେ ଛୁଆ ଛୁଆ ଟିଏ ହେଲେ ମାଁ , ବାପା , ପରିବାର ର ଅନ୍ୟ ସଦସ୍ୟ ମାନେ ଅତ୍ୟନ୍ତ ଖୁସି ହେଇଥାନ୍ତି । ଛୋଟ ଛୁଆ ମାନଙ୍କ ସାହିର ଖେଳିବାକୁ , ତାଙ୍କୁ ଟିକେ କାଖେଇବାକୁ ସନସ୍ତ ଙ୍କର ପ୍ରବଳ ଇଛା ଥାଏ । ହେଲେ ଆଜି…
‘ରୁଗ୍ଣ’ ରୁ ‘ସମୃଦ୍ଧି’ ଦିଗରେ ଭାରତୀୟ ଅର୍ଥନୀତି: ସତ୍ୟବ୍ରତ ପଣ୍ଡା
ଅର୍ଥନୀତି ଶ୍ୱେତପତ୍ର – ‘ଉପା ସରକାର’ ବନାମ ‘ମୋଦି ସରକାର’
୨୦୦୪ ରୁ ୨୦୧୪ ୟୁପିଏ ଶାସନ କାଳରେ କେବଳ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇନଥିଲା ବରଂ ଦେଶକୁ ଲୁଟ୍ କରାଯାଇଥିଲା
୨-ଜି, କୋଇଲା, ଅଗଷ୍ଟା େଓ୍ôଷ୍ଟ ଲ୍ୟାଣ୍ଡ, ସତ୍ୟମ, ଟ୍ରକ, କମଲେଓ୍ôଲ୍ଥ ଗେମ୍ସ, କେଶ ଫର…
ଜାତୀୟ କୃମିନାଶକ ଦିବସ ପାଳିତ
ପଦ୍ମପୁର :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି। ଶିକ୍ଷକ ଶ୍ରୀ ପ୍ରମୋଦ ନାଥ, ଶ୍ରୀମତୀ ନନ୍ଦିନୀ ମିଶ୍ର ଓ ଶ୍ରୀ ଲେଖ୍ରୃ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ବଣ୍ଟନ କରା ଯାଇଥିଲା ଓ…
ପଞ୍ଚମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ l
ପଦ୍ମପୁର :- ରାଜବୋଡ଼ାସଂବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ 5T ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ଲୋହାରପାଲି ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ…
ଶିକ୍ଷକଙ୍କ ଅକାଳ ବିୟୋଗ
ଗାଇସିଲାଟ/ମନ ଡନସନା- ଗାଇସିଲାଟର ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ହିମାଂଶୁ ସାହୁ ବିଜ୍ଞାନ ଶିକ୍ଷକ ଙ୍କ ଅକାଳ ବିୟୋଗରେ ଗାଇସିଲାଟ ଅଞ୍ଚଳ ତଥା କନ୍ଦାଗାଡ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ପୁରୁଣା ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ଯ ସଦସ୍ୟା ଙ୍କ ମହଲରେ ଶୋକର…
ପ୍ରଧାନ ଶିକ୍ଷକଙ୍କ ମାସିକ ସମ୍ମିଳନୀ
ଗାଇସିଲାଟ/ମନ ଡନସନା :- ବ୍ଳକ ସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କ ପଞ୍ଚମ ମାସିକ ସମ୍ମିଳନୀ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଗୈ।ରେନମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି। ଗାଇସିଲାଟ ବ୍ଳକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଏହି କର୍ମଶାଳାଟିକୁ ଉଦଘାଟନ କରିଥିବା ବେଳେ ପ୍ରାରମ୍ଭିକ ସଭାରେ…
ଭଞ୍ଜନଗର ତାଲୁକା ଆଇନସେବା କମିଟି ପକ୍ଷରୁ ସଡକ ନିରାପତ୍ତା ସଚେତନତା
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ତାଲୁକା ଆଇନ ସେବା କମିଟି ପକ୍ଷରୁ ସଡକ ନିରାପତ୍ତା,ଏମଏସିଟି ଓ ଏମଭି ଆକ୍ଟ ବାବଦରେ ଜନସାଧାରଣ ଙ୍କୁ ସଚେତନ କରିବା ନେଇ ଆଜି ଫେବୃଆରୀ ୧୦ ତାରିଖ ଶନିବାର ଦିନ ୧୧ ଘଣ୍ଟିକା ସମୟରେ ଏକ ଶଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ରାଲି…
ଭଂଜନଗର ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପରୀ “ସମ୍ପ୍ରିତି” ଉଦଯାପିତ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଂଜନଗର ବ୍ଲକ ର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ୩ ଦିନ ଧରି ଚାଲିଥିବା ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପରୀ "ସମ୍ପ୍ରିତି" ଆଜି ଉଦଯାପିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ସହ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁଙ୍କ…
ଭକ୍ତି ସଙ୍ଗୀତ ଫାଇନାଲ,ପ୍ରୟାତାତ୍ମା ହେଲେ ନୟାଗଡ଼ ସଙ୍ଗୀତ କଲ୍ଲୋଳ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): 'ସଙ୍ଗୀତଧାରା' ନୟାଗଡ଼ ପକ୍ଷରୁ ସ୍ଥାନୀୟ ପଠାଣି ସମାନ୍ତ ସଂସ୍କୃତି ଭବନ ଠାରେ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଫାଇନାଲରେ ପ୍ରୟାତତ୍ମା ରଥ ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର…