Sign in
Sign in
Recover your password.
A password will be e-mailed to you.
ଭକ୍ତି ସଙ୍ଗୀତ ଫାଇନାଲ,ପ୍ରୟାତାତ୍ମା ହେଲେ ନୟାଗଡ଼ ସଙ୍ଗୀତ କଲ୍ଲୋଳ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): 'ସଙ୍ଗୀତଧାରା' ନୟାଗଡ଼ ପକ୍ଷରୁ ସ୍ଥାନୀୟ ପଠାଣି ସମାନ୍ତ ସଂସ୍କୃତି ଭବନ ଠାରେ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଫାଇନାଲରେ ପ୍ରୟାତତ୍ମା ରଥ ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର…
ବିରୋଧୀ ବିଜେପି ଏବଂ କଂଗ୍ରେସ କୁ ଶକ୍ତ ଝଟକା l
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପଦ୍ମ-ହାତ ଛାଡି ଶଙ୍ଖ ଫୁଙ୍କିଲେ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ
(ମାହାଙ୍ଗା - ଶାସକ ପ୍ରଶାସକ) : ସାଢ଼େ 4 କୋଟି ଓଡ଼ିଆଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, କଥା ନୁହେଁ…
ବିକାଶ ସ୍କୁଲ ଓ କଳାହାଣ୍ଡି ସାମ୍ବାଦିକ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍।
ଭବାନୀପାଟଣା, ୯/୨: ବିକାଶ ଗ୍ରୁପ୍ ଭବାନୀପାଟଣା ଆନୁକୁଲ୍ୟରେ ବିକାଶ ୱିସଡମ ପାର୍କ ଗ୍ରାଉଣ୍ଡ ରେ କଳାହାଣ୍ଡି ସାମ୍ବାଦିକ ଓ ବିକାଶ ଗ୍ଲାଡ଼ିଅର୍ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ଏହି ମ୍ୟଚ କୁ ଉଦଘାଟନ କରିଥିଲେ…
୨୬ ପଞ୍ଚାୟତକୁ ୧୦ PEO , ନେତାଙ୍କ ନିଘା ନାହିଁ ନର୍ଲା ବ୍ଲକରେ PEO ମରୁଡି
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତିରେ ୨୬ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ବ୍ଲକ କାର୍ଯ୍ୟଳୟ ପରିଚାଳିତ ହେଉଛି କିନ୍ତୁ ପରିତାପର ବିଷୟ ଚଳିତ ବର୍ଷ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ମରୁଡି ପଡ଼ିଥିବା ଦେଖିବାକୁ ମିଳିଛି ,ବର୍ତ୍ତମାନ ରାଜ୍ୟ ସରକାର…
ବିମ୍ବାଧର ସରକାରୀ ଉଚ୍ଚବିଦ୍ୟାଳୟରେ 58- ତମ ବାର୍ଷିକ ଉତ୍ସବ ପାଳନ
କଳାହାଣ୍ଡି(ରୋହିତ କୁମାର ନାଏକ ): କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା (ସଦର) ବ୍ଲକ ଅନ୍ତର୍ଗତ ସରକାରୀ ବିମ୍ବାଧର ଉଚ୍ଚ ବିଦ୍ୟାଳୟ କର୍ଲlପଡା ଠାରେ 58 ତମ ବାର୍ଷିକ ଉତ୍ସବ ପାଳନ କରାଯାଇ ଥିଲା l ପ୍ରଧାନ ଶିକ୍ଷକ ଶ୍ରୀ ବାହାଦୁର ସାଗରଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା…
ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଝାର ପୋଖରିଆ ପୋଲିସ ର ଦେଶୀ ମଦ ଭାଟି ଉପରେ ଚଢ଼ାଉ।
ସରସକଣା /ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ):: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ପୋଲିସ ଦେଶୀ ମଦ ଭାଟି ଉପରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ସୂଚନା ମୁତାବକ ଦୁଇଟି ପୃଥକ ପୃଥକ ସ୍ଥାନରେ ଦେଶୀ ମଦଭାଟିରେ ଚଢାଉ କରି ପ୍ରାୟ ୯୫୦ ଲିଟର ମହୁଲି ପଚ ନଷ୍ଟ…
“୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ” ଓ “ମୋ ସ୍କୁଲ ଅଭିଯାନ”କୁ ମିଳିଲା…
ଭୁବନେଶ୍ଵର, ୧୦/୨: ଓଡ଼ିଶlର "ମୋ ସ୍କୁଲ ଅଭିଆନ" ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଶିକ୍ଷାବର୍ଗ ଅଧୀନରେ ସମ୍ମାନଜନକ ସ୍କଚ୍ ପୁରସ୍କାରରେ ଶନିବାର ଦିନ ସମ୍ମାନିତ ହୋଇଛି। ମୋ ସ୍କୁଲ୍ ଅଭିଆନର "ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ" ଏବଂ "୫-ଟି…
୧୦୦ କ୍ୟୁବ୍ ଷ୍ଟାର୍ଟଅପ ପରିପ୍ରେକ୍ଷୀରେ ‘ଫାୟାର ସାଇଡ୍ ଚାଟ୍ କନକ୍ଲେଭ’ରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶା ଶହେ ବର୍ଷ ପୂରିବା ବେଳେ ଶହେ ପିଲାଙ୍କର ୧୦୦ କୋଟି ଟଙ୍କା ବ୍ୟବସାୟ କରାଇବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୧୦ – ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି…
ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହା ସମାବେଶ
ଜନଜାତି କଳା, ସଂସ୍କୃତି ଓ କ୍ରୀଡାର ସୁରକ୍ଷା ଓ ପ୍ରସାର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାନେ ଭଲ କାମ କରୁଛନ୍ତି
ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,: ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ…
ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବାରିପଦା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ
ଭୁବନେଶ୍ୱର: ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଗତକାଲି ଶୁକ୍ରବାର ବାରିପଦା ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ ବିଭାଗୀୟ ଯନ୍ତ୍ରୀମାନଙ୍କସହିତ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଂଚଳରେବିଜୁ କୃଷକ ବିକାଶ ଯୋଜନାରେ…