ଭବାନୀପାଟଣା(ଶାସକ ପ୍ରଶାସକ): ଆଜି ମଙ୍ଗଳବାର ଦିନ୧୨ ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଭାଗିରଥି ଇନ୍ନ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା
ଭବାନୀପାଟଣା ତା.7.5.2024 ଭାରତୀୟ ଜନତା ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ବିଜୁ ଜନତା ଦଳ ର ବିଫଳତା ଉପରେ ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ ଆଲୋକପାତ କରିବା ସହିତ ଭାରତୀୟ ଜନତା ଦଳ ର ସଫଳତା କୁ ନେଇ ମତବ୍ୟକ୍ତ କରିଥିବା ବେଳେ 2024 ନିର୍ବାଚନ ପାଇଁ ଏକ ଘୋଷଣା ପତ୍ର ବିଷୟରେ ଅବଗତ କରେଇଥିଲେ, ସେ କହିଲେ ଯଦି ବିଜେପି ସରକାର ଗଠନ ହୁଏ ତାହା ହେଲେ ଧାନ ର ଏମ ଏସ ପି ମୂଲ୍ୟ 3100 ଟଙ୍କା କରିଦେବା ସହିତ ଧାନରେ ହଉଥିଵା କଟଣୀ ଓ ଟୋକାନ ବନ୍ଦ କରିଦିଆଯିବ! ପ୍ରତେକ ଚାଷୀ ଧାନ କିପରି ସୁବିଧାରେ ବିକ୍ରୟ କରି ଲାଭବାନ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ, ତତ ସହିତ କେବିକେ ଅଞ୍ଚଳ ରେ ହଉଥିବା ଧଳା ସୁନା କୁ ନେଇ କଳାହାଣ୍ଡି ଓ ବରଗଡ ଜିଲ୍ଲା ରେ ଏକ ଉପ୍ତାଦନ ସ୍ପିନ୍ନିଙ୍ଗ ହୂବ ତିଆରି କରାଯିବ ଯେଉଁଥିରେ କି ବୁଣାକାର ସମାଜ ର ଉନ୍ନତି ହୋଇପାରିବ, ତତ ସହିତ ଓଡିଶା ରେ ସ୍କୁଲ, କଲେଜ, ହସ୍ପିଟାଲ ମାନଙ୍କରେ ଖାଲି ଥିବା ପଦ ଓ ପଦବୀ 2 ବର୍ଷ ମଧ୍ୟରେ ସପୂର୍ଣ୍ଣ ପୂରଣ କରାଯିବ, ଏତତଃ ବ୍ୟତୀତ ବିଭିନ୍ନ ଘରେଇ ସଂସ୍ଥା ମାନଙ୍କରେ ନିଯୁକ୍ତି ପ୍ରଦାନ କରିଯିବ ବୋଲି ଉଲ୍ଲେଖ କରିଥିଲେ,
ଏହି ସମ୍ଭାଦିକ ସମ୍ମିଳନୀ ରେ ବିଜେପି ଜିଲ୍ଲା ସଭାପତି ଆର୍ତତ୍ରାଣ ମହାପାତ୍ର, ଭବାନୀପାଟଣା ବିଧାୟକ ପାର୍ଥି ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ସଭାପତି ଭୋବେନ୍ଦ୍ର ପଣ୍ଡା, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶ୍ରୀ ରମେଶ ସାହୁ, ଜିଲ୍ଲା ସହ ସମ୍ପାଦକ ଜୟ ଶଙ୍କର ନାଏକ, ଜିଲ୍ଲା ଯୁବ ସଭାପତି ବିକା ୟାଦବ ସାହୁ, ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଲୋକସଭା ସମ୍ଭାଦିକ ସଂଯୋଜକ ଶ୍ରୀ ଆନନ୍ଦ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ, ସଭା ଶେଷରେ ଶ୍ରୀ ମହାପାତ୍ର ସମସ୍ତ ସମ୍ଭାଦିକ ସମ୍ମିଳନୀ ଏହା କହିଥିଲେ ଯେ ଆସନ୍ତା କାଲି ଭବାନୀପାଟଣା ସ୍ଥିତ ଲାଲ ଵାହାଦୁର ଷ୍ଟାଡିୟମ ରେ ଏକ ବିଶାଳ ଜଣ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶ
Sign in
Sign in
Recover your password.
A password will be e-mailed to you.