ଭବାନୀପାଟଣା ଠାରେ ବି ଜେ ପି ର ବିରାଟ ନିର୍ବାଚନୀ ସଭା ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜ ନାଥ ସିଂ.

4

ଭବାନୀପାଟଣା (ଶାସକ ପ୍ରଶାସକ )ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବହୁଦୂର ଷ୍ଟାଡିଅମ ରେ ବିଜେପି ଦଳର ବିରାଟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଆଗାମୀ ୨୦୨୪ନିର୍ବାଚନ ରେ ବି ଜେ ପି ଦଳ ର ସମସ୍ତ ଏମ ପି, ବିଧାୟକ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟା ରେ ପଦ୍ମ ଫୁଲ ଚି଼ହ୍ନ ରେ ଭୋଟ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଇ ଥିଲେ, ମଞ୍ଚାସିନ ନେତୃ ବୃନ୍ଦ, ଏହି ସଭାରେ ମଞ୍ଚାସିନ ଥିଲେ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ରାଜ ନାଥ ସିଂ, ତ୍ରିପୁରା ରାଜ୍ୟ ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ପଲବ ଦେ, ପୂର୍ବତନ ଏମ ପି ଅର୍କ କେଶରୀ ଦେଓ, ଏମ ପି ପ୍ରା ର୍ଥୀନୀ ମାଲବିକା ଦେଓ, ବିଧାୟକ ପ୍ରଦୀପ୍ତ କୁମାର ନାଏକ, ଏବଂ ଜୁନାଗଡ଼, ଧର୍ମଗଡ଼, ଲାଞ୍ଜିଗଡ, ନର୍ଲା ସମେତ ଜିଲ୍ଲା ର ସମସ୍ତ ବି ଜେ ପି ଦଳ ର ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ, ଅଭିଭାଷଣ ରେ ତ୍ରିପୁରା ରାଜ୍ୟ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସୁନ୍ଦର ଭାବରେ ଓଡିଶା ସରକାରଙ୍କ ଅପାର ଗତା କୁ ବର୍ଣ୍ଣନା କରିବାସହ ଓଡିଶା ସରକାର ଙ୍କୁ ତାମିଲ ପାଣ୍ଡିଆନ ଚଳାଉଛି, ବୋଲି କରଥିଲେ. ଓଡିଶାସମସ୍ତ ସମ୍ପତି ଥିଲେ ମଧ୍ୟ ଓଡିଶା ର ଲୋକ ଦାଦନ ଖଟିବାକୁ ବିଦେଶ କୁ ଯାଉଛନ୍ତି, ଓଡିଶା ରେ ବିଦେଶୀ ଶାସନ ବନ୍ଦ କରି ଓଡ଼ିଆ ପୁଅ ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜୟୀ ସଂକଳ୍ପ ନେବାକୁ ପରାମର୍ଶ କରିଥିଲେ. ଏବଂ କେନ୍ଦ୍ର ସରକାରୀ ଯୋଜନା କୁ ଓଡିଶା ସରକାର ଗବ ଲତି କରି ଓଡିଶା ବସି କୁ ଶୋଷଣ କରୁଥିବାରୁ, ଆଗାମୀ ନିର୍ବାଚନ ରେ ବି ଜେ ପି ସରକାର ଗଠନ କରିବାକୁ ଆହ୍ୱାନ କରିଥିଲେ, ପ୍ରତିରକ୍ଷା ମନ୍ତ୍ରୀ ଓଡିଶା ପ୍ରତି ସମସ୍ତ ବିକାଶ କରିବାକୁ ସହ ସହ କୋଟି ଟଙ୍କା ଅନୁଦାନ କରୁଥିଲେ ମଧ୍ୟ ଓଡିଶା ବିକାଶ ହୋଇ ପାରୁ ନାହିଁ. ସ୍ବାସ୍ୟ,ଶିକ୍ଷା, ଗମନାଗମନ, ଚାଷୀ ଙ୍କୁ ସମ୍ପୂର୍ଣ ସହାୟତା, ମହିଳା ମାନଙ୍କ ସମସ୍ତ ପ୍ରକାର ପ୍ରଗତି କରିବାକୁ କହିଥିଲେ, ଆଗାମୀ ନିର୍ବାଚନ ରେ ବିପୁଳ ସଂଖ୍ୟା ରେ ଭୋଟ ଦେଇ ସମସ୍ତ ଙ୍କୁ ଜୟଯୁକ୍ତ କରିବା ସହ ଓଡିଶା ରେ ବି ଜେ ପି ସରକାର ଗଠନ କରିବାକୁ ପରାମର୍ଶ ଦେଇ ଥିଲେ. ଏବଂ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା, ପ୍ରତିରକ୍ଷା ମନ୍ତ୍ରୀଙ୍କ ଗହଣ ରେ ଆଇନଯିବି ଶ୍ରୀ କୁନାଲ ବେହେରା ଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଜେପି ରେ ମିଶିଥିଲେ.

Leave A Reply

Your email address will not be published.