ନବରଙ୍ଗପୁର ଜିଲ୍ଲା ମଛ୍ୟ ବିଭାଗ ତରଫରୁ କୃଷକ ସଚେତନତା ସହ ତାଲିମ କାର୍ଯ୍ୟକ୍ରମ

6

ନବରଙ୍ଗପୁର 26/06/2024, ଅଶୋକ ସାହୁ, ଶାସକ ପ୍ରଶାସକ, ନବରଙ୍ଗପୁର ଜିଲ୍ଲା ମଛ୍ୟ ବିଭାଗ ତରଫରୁ ସ୍ଥାନୀୟ ଦଶହରପଦା ଜିଲ୍ଲା କାର୍ଯ୍ୟାଳୟରେ କୃଷକ ସଚେତନତା କୃଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସଦର ବିଧାୟକ ଶ୍ରୀ ଗୌରିଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକମନେ ନିଜେ ସ୍ୱାବଲମ୍ବୀ ହେବାପାଇଁ ପରାମର୍ଶ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ତଥା ଜିଲ୍ଲା ପଶୁସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇ ସରକାରଙ୍କ ପ୍ରଦତ୍ତ ଅନେକ ଯୋଜନା ଓ ଉନ୍ନତ ଯନ୍ତ୍ପାପାତି ଓ କୃଷିପ୍ରଣାଳୀ ବିଷୟରେ ଆଲୋକପାତ କରିଥିଲେ, ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଛ୍ୟ ଅଧିକାରୀଙ୍କ ପ୍ରତାକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଜିଲ୍ଲାର ବିଭିନ୍ନ କୃଷକ ଯୋଗଦେବା ସହ ନିଜ ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ

Leave A Reply

Your email address will not be published.