Sign in
Sign in
Recover your password.
A password will be e-mailed to you.
ଘୋଡାଖୁନ୍ଟା ମଣ୍ଡେଇ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡା ଖୁଣ୍ଟା ଠାରେ ଆସନ୍ତା ବୁଧବାର ୨୦ ତାରିଖରେ ହେବାକୁ ଥିବା ମଣ୍ଡେଇ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଘୋଡା ଖୁଣ୍ଟା ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡେଇ ଯାତ୍ରା କୁ…
ଚୋରା ବିଦେଶୀ ମଦ ଜବଦ ସହ ଜଣକୁ କୋଟ ଚାଲାଣ ,କଲା ଝାରପୋଖରିଆ ପୋଲିସ
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:: (ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅଞ୍ଚଳରେ ଅବକାରୀ ବିଭାଗ ଗଭୀର ଚିର ନିଦ୍ରାରେ ଶୋଇଥିଲା ବେଳେ ଝାରପୋଖରିଆ ପୁଲିସ କରୁଛି , ଅବକାରୀ କାମ ସରସକଣା ର ଏକ ଦୋକାନ ରୁ ୨୨୦ ଲିଟର ବେନିୟମ ଗଚ୍ଛିତ ବିଦେଶୀ ମଦ ଜବତ କଲେ ।…
ଗୁଡ଼ାରୀରେ ସାଧାରଣ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କୁ ପରିଚାଳନା ତାଲିମ ଶିବିର ଉଦଯାପିତ
ଗୁଣପୁର :ଗୁଡ଼ାରୀ ମହିଳା ଉଚ୍ଚ ବିଦ୍ୟାଳୟରେ ଗତ ୪ ଦିନ ଧରି ଆସନ୍ତା ସାଧାରଣ ନିର୍ବାଚନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ନିର୍ବାଚନ ପରିଚାଳନା ନିମନ୍ତେ…
ରଙ୍ଗବତୀ ଦିନ୍ ପାଳିତ : ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପଶ୍ଚିମ ଓଡିଶା ର ଅସ୍ମିତା ର ରୂପକାର।
ପଦ୍ମପୁର :- ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରଙ୍ଗବତୀ ଦିନ୍ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଙ୍କ ଜନ୍ମଦିନ ସୁଶ୍ରୀ ଜିତେଶ୍ବରୀ ଦାଶ ଙ୍କ ସଭାପତିତ୍ବ ରେ ଓ ସମ୍ପାଦକ…
କେନ୍ଦ୍ରୀୟ ଦୋଳ ମିଳନ ଆସନ୍ତା ୨୭ରେ
ରାଉରକେଲା(ବସନ୍ତ କୁମାର ଜେନା): ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ରୀୟ ଦୋଳ ମିଳନ ସେକ୍ଟର ୭ସ୍ଥିତ ଦୋଳମିଳନ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସେକ୍ଟର ୧୫ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ହରିହର ରାଉତରାୟ…
ନିର୍ବାଚନ ଆଚରଣବିଧି ଲାଗୁ ପରେ ହଟିଲା ସରକାରୀ ହୋର୍ଡିଂ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଆସନ୍ତା ମଈ ଓ ଜୁନ୍ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ।ଏହି ଅବସରରେ ବିଭିନ୍ନ ସରକାରୀ ବିଜ୍ଞାପନ, ହୋର୍ଡିଂ, ସରକାରୀ ଯୋଜନା ପ୍ରଚାର ଓ ପ୍ରସାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିସନର…
ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।
ବରଗଡ଼ : ବରଗଡ଼ ଜିଲ୍ଲାପାଳ ସମ୍ମୀଳନୀ କକ୍ଷରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ପଦ୍ମପୁର, ଅତାବିରା, ବିଜେପୁର, ଭଟଲି, ବରଗଡ଼ ସମୁଦାୟ ୫ଟି ବିଧାନସଭା…
ଆଗାମୀ ନିର୍ବାଚନ ପାଇଁ ୨୦୨୪ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଜଗତସିଂହପୁର,ତା-/ସୁମନ୍ତ କୁମାର ଦାସ: ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ…
ଆଦର୍ଶ ଆଚରଣ ବିଧି ଲାଗୁ ପରେ ଡାବୁଗାଁ ମୁଖ୍ୟ ରାସ୍ତାରୁ ହଟିଲା ଫ୍ଲେକ୍ସ ଓ ହୋର୍ଡିଂ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୭/୦୩/୨୪ ଗତକାଲି ଶନିବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ପରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦୈନିକ ବଜାର ଓ ମୁଖ୍ୟ ଛକରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ର ଫ୍ଲେକ୍ସ୍ ଓ ହୋର୍ଡ଼ିଂ ବୋର୍ଡ ବ୍ଲକ ନିର୍ବାଚନ ଅଧିକାରୀ…
ରାଜ୍ୟବାସୀଙ୍କୁ ନବୀନଙ୍କ ଖୋଲା ଚିଠି :ଆଉ କିଛି ଦିନ ଭିତରେ ରାଜ୍ୟବାସୀ ସୃଷ୍ଟି କରିବେ ନୂଆ ଇତିହାସ
ଭୁବନେଶ୍ୱର : ନିର୍ଵାଚନ ଘୋଷଣା ହେବାପରେ ସାଢେ ୪ କୋଟି ଓଡିଶାବାସୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଖୋଲା ଚିଠି | ସେ ପତ୍ରରେ ସାଢେ ଚାରି କୋଟି ଓଡିଶାବାସୀଙ୍କ ଭଲପାଇବା ଏବଂ ଅକୁଣ୍ଠ ବିଶ୍ୱାସ ବଳରେ ସେବା କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଥିବା ବେଳେ…