ବିଜେପିରେ ସାମିଲ ହେଲେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ

 ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କଲେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ  ଭୁବନେଶ୍ୱର,ତା.୧୮/୦୩: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ।…

କୂଅ ଭିତରୁ ଭାସୁଥିବା ଗଲିତ ଶବ ଉଦ୍ଧାର

 ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ର ସୁରେନ୍ଦ୍ର ବରିହା ବୟସ (୩୦)ପି.ସ୍ବର୍ଗତ ମକାରୁ ବରିହା ସେ ଗତ ମାର୍ଚ୍ଚ ୬ ତାରିଖ ରୁ ନିଖୋଜ ଥିଲେ। ଆଜି ପଡୋଶୀ ବାବେବାହାଲ ଗାଁର ଏକ ଖେତ କୂଅ ରୁ ନିଖୋଜ ସୁରେନ୍ଦ୍ର ବରିହା ଙ୍କ କୂଅ ଭିତରେ ଗଲିତ ମୃତ ଦେହ ଭାସୁଥିବା ର…

ଆଦର୍ଶ ଆଚରଣ ବିଧି ନେଇ ସର୍ବଦଳୀୟ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସାଧାରଣ ନିର୍ବାଚନରେ ଆଦର୍ଶ ଆଚରଣ ବିଧିକୁ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ଦଳ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଟିମ୍ ଗଠିତ। ସ୍ବଚ୍ଛ , ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆଜି ( ରବିବାର ଦିନ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାରେ ୪ ଲକ୍ଷ ୫୯ ହଜାର ୨୨୮ ଭୋଟର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୪ ହଜାର…

ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଟିମ୍ ଗଠିତ। ସ୍ବଚ୍ଛ , ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆଜି ( ରବିବାର ଦିନ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାରେ ୪ ଲକ୍ଷ ୫୯ ହଜାର ୨୨୮ ଭୋଟର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୪ ହଜାର…

ରାଜନୈତିକ ଦଳ ସହିତ ବୈଠକ ଅନୁଷ୍ଠିତ

ରାଉରକେଲା :(ବସନ୍ତ କୁମାର ଜେନା):  ଆସନ୍ତା ସାଧାରଣ ନିର୍ବାଚନ ୨୦୨୪   ହିଂସା ମୁକ୍ତ, ସ୍ବଛ ଓ ସୁଚାରୁ ରୂପେ  ପରିଚାଳନାରେ ସହଯୋଗ କରିବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ  ଆଶୁତୋଷ କୁଲକର୍ଣ୍ଣି  ସମସ୍ତ ରାଜନୈତିକ ଦଳକୁ ଅପିଲ କରିଛନ୍ତି ା ଆଜି ଆରଏମସି ସମ୍ମିଳନି କକ୍ଷ ରେ ସମସ୍ତ…

ନେମାଳରେ ରାଜ୍ୟସ୍ତରୀୟ ଲଉଡ଼ି ମହୋତ୍ସବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ l

-(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବିଜେସ୍ଥଳୀରେ ଯାଦବ ମହାସଭା, ପଦ୍ମବନ ପୀଠ, ନେମାଳ ଆନୁକୂଲ୍ୟରେ ଆଗାମୀ ଦୋଳ ପୂର୍ଣ୍ଣିମାଠାରୁ ୫ଦିନ ବ୍ୟାପୀ ପ୍ରତ୍ୟହ ସନ୍ଧ୍ୟା ଆଳତୀ ପରଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ…

ଯାଦବ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ)- ରାଜ୍ୟ ଯାଦବ ମହାସଂଘ ପକ୍ଷରୁ ଭୁବନେଶ୍ଵରରେ ଏକ ଉତ୍କଳ ଯାଦବ ଭବନ ନିର୍ମାଣ ପାଇଁ ଜାଗା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିଲା । ଓଡ଼ିଶାର ଆଶା ଓ ଭରସାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯାଦବ ମହାସଂଘ ଦାବିକୁ ପୂରଣ କରି ଉତ୍କଳ ଯାଦବ ଭବନ…

ପାଳଦା ଠାରେ କେନାଲ ପୋଲ ନିର୍ମାଣ ଓ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ତ ପାଳଦା ପଞ୍ଚାୟତ ଦୁଦୁରା ଗ୍ରାମ ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାର୍ଶ୍ଵ କେନାଲ ଉପରେ ୧୮ଲକ୍ଷ ଟଙ୍କା ଅନୁଦାନରେ ଏକ ପୋଲ ପାଇଁ ଶିଳାନ୍ୟାସ କରାଯାଇଛି l ଏହାଛଡ଼ା ଦୁଦୁରା ଠାରୁ କମପୁର ପର୍ଯ୍ୟନ୍ତ ୧୨ଲକ୍ଷ…

ଘୋଡାଖୁନ୍ଟା ମଣ୍ଡେଇ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡା ଖୁଣ୍ଟା ଠାରେ ଆସନ୍ତା ବୁଧବାର ୨୦ ତାରିଖରେ ହେବାକୁ ଥିବା ମଣ୍ଡେଇ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଘୋଡା ଖୁଣ୍ଟା ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡେଇ ଯାତ୍ରା କୁ…