Sign in
Sign in
Recover your password.
A password will be e-mailed to you.
ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ନିର୍ବାଚନ ଇସ୍ତିହାର ପାଇଁ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାଗଣା ପୋଷାକ ପ୍ରଦାନ, ଶିକ୍ଷକ ପୁରସ୍କାର, ଲାପଟପ୍ ପ୍ରଦାନ, ଛାତ୍ରବୃତ୍ତି ଆଦି ଅନେକ ଯୋଜନା ଲାଗୁ…
ବଂଶଧାରା ସାହିତ୍ୟ ସମାଜ ଗୁଣପୁର ପକ୍ଷରୁ ଉତ୍କଳ ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉତ୍କଳ ଦିବସ ଅବସରରେ ଆଜି ଗୁଣୁପୁର କାଳୀ ପୂଜା ମଣ୍ଡପ ଠାରେ ବଂଶାଧାରା ସାହିତ୍ୟ ସମାଜ ଗୁଣପୁର ତରଫ ରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଫୋଟ ଚିତ୍ର ଉପରେ ପୁଷ୍ପମାଲ୍ୟ ଓ ଦୀପ ଧୂପ ପ୍ରଜ୍ଜ୍ୱଳନ କରି…
ଉତ୍କଳ ଦିବସ ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୪/୨୪ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ତ୍ତି ଅବସରରେ ଆଜି ଡାବୁଗାଁ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉତ୍କଳ…
ପବିତ୍ର ଉତ୍କଳ ଦିବସରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ରାଉରକେଲା:(ବସନ୍ତ କୁମାର ଜେନା) : ରାଉରକେଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ପବିତ୍ର ଉତ୍କଳ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ସହରରେ ସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲାା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ…
ପାନାବେଡା ମହାବିଦ୍ୟାଳୟରେ ଉତ୍କଳ ଦିବସ
ଚନ୍ଦାହାଣ୍ଡିରୁ ତ୍ରିଲୋଚନ ବେଶ୍ରା-ଶାସକ ପ୍ରଶାସକ-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ପାନାବେଡା ମହାବିଦ୍ୟାଳୟ ଠାରେ ସମ୍ବାଦ ସାହିତ୍ୟ ଘର ଓ ଉତ୍କଳ ସମ୍ମିଳନୀ ଶାଖା ଚନ୍ଦାହାଣ୍ଡି ସୌଜନ୍ୟତା ରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ସର୍ବ ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ରେ ଧୂପ…
ଜିଲ୍ଲା ସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ
https://youtu.be/S1wJ3BiEGe4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୮୯ତମ ଓଡିଶା ଦିବସ ସାଧାରଣ ନିର୍ବାଚନର ଆଦର୍ଶ ଆଚରଣ ବିଧି ଅନୁପାଳନ କରି ଓଡିଶା ଦିବସ ପାଳିତ ହୋଇଯାଇଛି। ସକାଳରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଅତିରିକ୍ତ…
ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୮୯ତମ ଓଡିଶା ଦିବସ ମହାସମାରୋହରେ ପାଳିତ
ଭବାନୀପାଟଣା(ଶାସକ ପ୍ରଶାସକ ): ଆଜି ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ୮୯ ତମ ଓଡ଼ିଶା ଦିବସ ନିର୍ବାଚନ ଦିଶା ନିର୍ଦ୍ଦେଶ ଅନୁଯାୟୀ ମହାସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଓ ସମ୍ମାନିତ ଅତିଥି ଅତିରିକ୍ତ…
ପଦ୍ମପୁର ଉପଖଣ୍ଡସ୍ତରୀୟ ଓଡିଶା ଦିବସ ୨୦୨୪ ପାଳିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସଭାଗୃହରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ୨୦୨୪ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୌହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ଭାଷା ସାହିତ୍ୟ ର ସୁରକ୍ଷା ପାଇଁ…
ମହେନ୍ଦ୍ର ବନାଞ୍ଚଳରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାରାବନ୍ଧ ସେକ୍ସନ ଅନ୍ତର୍ଗତ ବୁରୁଝୁଲି ବିଟର ବୁରୁଝୁଲି ଗ୍ରାମ ଠାରେ କିଛି ବେଆଇନ କାଠ ଥିବାର ଜାଣିବାକୁ ପାଇଥିଲେ। ତତ୍ପରେ ଶ୍ରୀମାନ ବନଖଣ୍ଡ ଅଧିକାରୀ…
ସତ ହେଲା ଗୁଜବ : ଆରପାରିରେ ପ୍ରଖ୍ୟାତ ଭଜନ ଗାୟିକା ଶାନ୍ତିଲତା ବାରିକ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ
ଶୋକଵ୍ୟକ୍ତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ୱର: ଗୁଜବ ଶେଷରେ ସତ ହେଇଗଲା , ଶେଷରେ ଆଖି ବୁଜିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପ୍ରଖ୍ୟାତ ଭଜନ ଗାୟିକା…