ଗୋପବନ୍ଧୁଙ୍କ ଜନ୍ମପୀଠରେ ପାଣ୍ଡିଆନ

 ସୁଆଣ୍ଡୋରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା  ଉପସ୍ଥିତ ଥିଲେ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା https://youtu.be/jCcZzdg1MQM ଭୁବନେଶ୍ୱର:ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତିର ପୂଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ଗୋପବନ୍ଧୁଙ୍କ…

ଭାଷା ଓ ସଂସ୍କୃତି ଆମର ଅସ୍ମିତା ଏବଂ ଅସ୍ମିତା ସବୁବେଳେ ସ୍ୱାଭିମାନ ସହ ଯୋଡ଼ି ହୋଇରହିଛି -ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ଦିବସରେ “ଓଡ଼ିଶା @୧୦୦ ସମ୍ଭାବନାର ଶତାବ୍ଦୀ” କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ • ୮୯ତମ ‘ଉତ୍କଳ ଦିବସ’ର ଶୁଭେଚ୍ଛା ଜଣାଇବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ • ବିଜ୍ଞାନ, ଗବେଷଣା,…

ସମ୍ମାନୀତ ହେଲେ କାମାକ୍ଷାନଗର ଏସଡିପିଓ

ଢ଼େଙ୍କାନାଳ/ରବିନ୍ ଦାସ; ରାଜ୍ୟ ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅବସରରେ ବହୁ ଦକ୍ଷ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏସଡିପିଓ ଶ୍ରୀ ସ୍ନେହାଶିଶ ସାହୁ ମଧ୍ୟ ସମ୍ମାନୀତ ହୋଇଛନ୍ତି । ଶ୍ରୀ ସାହୁ ପୂର୍ବରୁ ନୟାଗଡ଼…

ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ନିର୍ବାଚନ ଇସ୍ତିହାର ପାଇଁ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାଗଣା ପୋଷାକ ପ୍ରଦାନ, ଶିକ୍ଷକ ପୁରସ୍କାର, ଲାପଟପ୍ ପ୍ରଦାନ, ଛାତ୍ରବୃତ୍ତି ଆଦି ଅନେକ ଯୋଜନା ଲାଗୁ…

ବଂଶଧାରା ସାହିତ୍ୟ ସମାଜ ଗୁଣପୁର ପକ୍ଷରୁ ଉତ୍କଳ ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉତ୍କଳ ଦିବସ ଅବସରରେ ଆଜି ଗୁଣୁପୁର କାଳୀ ପୂଜା ମଣ୍ଡପ ଠାରେ ବଂଶାଧାରା ସାହିତ୍ୟ ସମାଜ ଗୁଣପୁର ତରଫ ରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଫୋଟ ଚିତ୍ର ଉପରେ ପୁଷ୍ପମାଲ୍ୟ ଓ ଦୀପ ଧୂପ ପ୍ରଜ୍ଜ୍ୱଳନ କରି…

ଉତ୍କଳ ଦିବସ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୪/୨୪ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ତ୍ତି ଅବସରରେ ଆଜି ଡାବୁଗାଁ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉତ୍କଳ…

ପବିତ୍ର ଉତ୍କଳ ଦିବସରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ରାଉରକେଲା:(ବସନ୍ତ କୁମାର ଜେନା) : ରାଉରକେଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ପବିତ୍ର ଉତ୍କଳ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ସହରରେ ସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲାା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ…

ପାନାବେଡା ମହାବିଦ୍ୟାଳୟରେ ଉତ୍କଳ ଦିବସ

ଚନ୍ଦାହାଣ୍ଡିରୁ ତ୍ରିଲୋଚନ ବେଶ୍ରା-ଶାସକ ପ୍ରଶାସକ-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ପାନାବେଡା ମହାବିଦ୍ୟାଳୟ ଠାରେ ସମ୍ବାଦ ସାହିତ୍ୟ ଘର ଓ ଉତ୍କଳ ସମ୍ମିଳନୀ ଶାଖା ଚନ୍ଦାହାଣ୍ଡି ସୌଜନ୍ୟତା ରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ସର୍ବ ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ରେ ଧୂପ…

ଜିଲ୍ଲା ସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ

https://youtu.be/S1wJ3BiEGe4  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୮୯ତମ ଓଡିଶା ଦିବସ ସାଧାରଣ ନିର୍ବାଚନର ଆଦର୍ଶ ଆଚରଣ ବିଧି ଅନୁପାଳନ କରି ଓଡିଶା ଦିବସ ପାଳିତ ହୋଇଯାଇଛି। ସକାଳରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଅତିରିକ୍ତ…

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୮୯ତମ ଓଡିଶା ଦିବସ ମହାସମାରୋହରେ ପାଳିତ

ଭବାନୀପାଟଣା(ଶାସକ ପ୍ରଶାସକ ): ଆଜି ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ୮୯ ତମ ଓଡ଼ିଶା ଦିବସ ନିର୍ବାଚନ ଦିଶା ନିର୍ଦ୍ଦେଶ ଅନୁଯାୟୀ ମହାସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଓ ସମ୍ମାନିତ ଅତିଥି ଅତିରିକ୍ତ…