Sign in
Sign in
Recover your password.
A password will be e-mailed to you.
ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଏନଏସି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ
ନୟାଗଡ଼,(ବିଶ୍ୱଜିତ ନାୟକ): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରଛାତ୍ରୀ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର…
ଭୋଟର ସଚେତନତା ରଥର ଶୁଭାରମ୍ଭ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସୁଶ୍ରୀ କିରନ ଦୀପ କୌର ସାହୋତା ନିର୍ବାଚନ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ 138-ଗୁଣପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଅଞ୍ଚଳକୁ ଯାଇ ଭୋଟର ମନେ ମତଦାନ କରିବା ନିମନ୍ତେ ସଚେତନତା…
ଗୁଣୁପୁର ପୋଲିସ ଥାନା ଅଧିକାରୀଙ୍କ ଦ୍ଵାରା ସଫଳତା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ରୂପାପଦର ଗ୍ରାମରେ ଥିବା ଦାସନ ଶବର ନାମକ ଜଣେ ବ୍ୟକ୍ତି ତାଙ୍କ ବେଙ୍କ ଏକାଉଣ୍ଟ ରୁ ଫୋନ ପେରେ ଲେବର ପେମେଣ୍ଟ ପାଇଁ ଅନ୍ୟଜଣକୁ ପଇସା ପୋଠୋଉଥିଲେ।କିନ୍ତୁ ଦୁର୍ଭାଗ୍ୟ ଜନକ ସେହି ନମ୍ବର ଶେଷ ଅଙ୍କ ବିଶିଷ୍ଟ ଭୁଲ…
ଗୁଣପୁର କଂଗ୍ରେସ ପାର୍ଥିଙ୍କୁ ନେଇ ହଟଗୋଳ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କଂଗ୍ରେସ ପକ୍ଷରୁ ଗୁଣପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ସତ୍ୟଜିତ ଗମାଙ୍ଗ ନାଁ ଘୋଷଣା କରାଯାଇଥିଲା। ଏହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।କିଛି ଦିନ ତଳେ ଗୁଡ଼ାରି ବ୍ଳକ୍ର କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭାସ୍କର…
ବିପକ୍ଷୀଙ୍କୁ ଡୁପ୍ଲିକେଟ ବୋଲି କହିଲେ ଅପରାଜିତା
ବିଚାରଧାରା ଆଧାରରେ ବିନମ୍ର ଭାବେ ଏବଂ ସୀମା ଭିତରେ ରହି କଥା ହେବାକୁ ଦେଲେ ଉପଦେଶ
ଭୁବନେଶ୍ୱର -ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ମଧୁବନ ପାର୍କ ରେ ନିଜ ଜନସମ୍ପର୍କ କାର୍ଯ୍ୟକ୍ରମ ସମୟ ରେ ପୁଣି ବିପକ୍ଷୀ ଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା। ବିକାଶ, ଲୋକନୀତି ଓ ଲୋକସେବା ମୋର ପରିଚୟ…
ରେକର୍ଡ ମାର୍ଜିନ ସାଙ୍ଗକୁ ତିନି ଚତୁର୍ଥାଂଶ ଆସନରେ ଜିତିବ ବିଜେଡି: ପାଣ୍ଡିଆନ
୧୪୭ ବିଧାନ ସଭା ଓ ୨୧ ଲୋକସଭା ଆସନରେ ଠିଆ ହୋଇଛନ୍ତି ନିଜେ ନବୀନ ପଟ୍ଟନାୟକ
ରେକର୍ଡ ମାର୍ଜିନରେ ଜିତିବ ବିଜେଡି
ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଆଶୀର୍ବାଦ ଦିଅନ୍ତୁ
ଗୋଟିଏ ଆଶୀର୍ବାଦ ବିଧାନସଭା ପାଇଁ ଆଉ ଗୋଟିଏ ଲୋକସଭା ପାଇଁ
ଖାଲି ବିଧାନସଭା ନୁହେଁ,…
ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ମୋଦୀ ଦେଇଛନ୍ତି ୨୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା– ଧର୍ମେନ୍ଦ୍ର ପ୍ରଧାନ
ଦେବଗଡର ତିଳେଇବଣିରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
• ଦେବଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ବାହାରି ବିଶାଳ ବାଇକ ରାଲିରେ ସାମିଲ ହେବା ସହ ସିଦ୍ଧେଶ୍ୱର ମଦାଦେବ ମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
• ଦେବଗଡବାସୀଙ୍କ ସୁଖ ଦୁଃଖରେ ମୁଁ ନିଜକୁ ସବୁବେଳେ ସାମିଲ…
ଦଳର ନିଷ୍ପତ୍ତି ପ୍ରତିବାଦରେ ଲିଟୁଙ୍କ ଶକ୍ତି ପ୍ରଦର୍ଶନ ଯୋଜନା
ଭୁବନେଶ୍ୱର: ଦଳର ସୁପ୍ରିମୋଙ୍କ ଘୋଷଣା ପ୍ରତିବାଦରେ ନିଜ ଶକ୍ତି ପ୍ରଦର୍ଶନ ପାଇଁ ଆଜି ସନ୍ଧ୍ୟାରେ ଆୟୋଜନ କରୁଛନ୍ତି ପଦଯାତ୍ରା ସମାବେଶ | ଏ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଡିଂରେ ନବୀନ ପାଣ୍ଡିଆନ ବବି ଅଛନ୍ତି, ଶଙ୍ଖ ଗାଏବ | ତେଣୁ ସ୍ୱାଧୀନ ପ୍ରାର୍ଥୀ ହୋଇ ବଢ଼ାଇ ପାରନ୍ତି ଅଶୋକ ପଣ୍ଡାଙ୍କ…
ପଦ୍ମଗନ୍ଧ ପ୍ରତି ବିମୁଖ ଲେଖା ଫୁଙ୍କିଲେ ଶଙ୍ଖ
ଭୁବନେଶ୍ୱର : ସ୍ବର୍ଗତ କଳ୍ପତରୁ ଦାସଙ୍କ ସମୟରୁ ଲେଖାଶ୍ରୀ ସାମନ୍ତସିଂହାର ଆରମ୍ଭ କରିଥିବା ଉଦ୍ୟମ ଏତେବର୍ଷ ପରେ ସଫଳ ହେଇଛି | ବିଜେପିରେ ରହି ବିଜୁ ଜନତା ଦଳର ସାତ ପୁରୁଷ ଉଦ୍ଧରିବା ପରେ ଆଜି ଶେଷରେ ପଦ୍ମ ଗନ୍ଧ ପ୍ରତି ବିମୁଖ ହୋଇ ଆଜି ଫୁଙ୍କିଛନ୍ତି ଶଙ୍ଖ | ଆଜି ସକାଳେ ବିଜେପିରୁ…
ନିଯୁକ୍ତ ହେଲେ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସଂଯୋଜକ
ଭୁବନେଶ୍ୱର : ନିଯୁକ୍ତ ହେଲେ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସଂଯୋଜକ | ବ୍ରହ୍ମପୁର ଆସନ ପାଇଁ ଚନ୍ଦ୍ରଶେଖର ସାହୁ , ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ ପୁରୀ ପାଇଁ ସୁଭାଶିଷ ଖୁଣ୍ଟିଆଙ୍କୁ ସଂଯୋଜକ…