ବ୍ରାହ୍ମଣ ସମାଜ ର ସାମୁହିକ ବ୍ରତୋପନୟନ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ବ୍ରାହ୍ମଣ ସମାଜ ପକ୍ଷରୁ ଗୁରବାର ଓ ସୁକ୍ରବାର ଦୁଇଦିନ ଧରି ସାମୁହିକ ବ୍ରତୋପନୟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଚାରିକର୍ମ ଓ ଆଜି ବ୍ରତ ହୋଇଥିଲା। ମୁଖ୍ଯ ବ୍ରହ୍ମା ଚିତରଞ୍ଜନ ଆଚାର୍ଯ୍ୟ ଙ୍କ ପରିଚାଳନା କ୍ରମେ ୬ଜଣ ବାଳକ ବ୍ରହ୍ମଚାରୀ ହୋଇଥିଲେ। ଏହି କାର୍ଯ୍ଯକ୍ରମରେ ବେଦୀର ଯଜ୍ଞ ଦାୟିତ୍ବ ରେ କୃଷ୍ଣ ପ୍ରଶାଦ ମିଶ୍ର, ଶୁସାନ୍ତ ପଣ୍ଡା, ଗୁପ୍ତ ମିଶ୍ର, ପ୍ରଲ୍ଲାଦ ରଥ, ଶହଦେବ ରଥ, ଗୋପୀନାଥ ପାଢି, ତିରୁପତି ପଣ୍ଡା ପ୍ରମୁଖ ରହିଥିଲେ। ଏହି କାର୍ଯ୍ଯକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ଚାରୁ ବାଳା ଶତପଥି, ନନ୍ଦିନୀ ପଣ୍ଡା, ବନୀତା କୁମାରି ରାଜଗୁରୁ, ସୂର୍ଯ୍ଯ ରଥ, ପତିତପାବନ ପାଢି, କୈଳାସ ମିଶ୍ର, ସଦାନନ୍ଦ ପଣ୍ଡା, ଗଣେଶ୍ବର ଶତପଥି, ଡଃ ପ୍ରଶାନ୍ତ କୁମାର ହୋତା, ଅଜିତ ପଣ୍ଡା, ଉମା ଦାସ, ପଞ୍ଚାନନ ପଣ୍ଡା, ଦୁର୍ଗା ପାଣିଗ୍ରାହୀ, ମିଲି ପାଢି, ରମେଶ ମିଶ୍ର, ବିମଳ ମିଶ୍ର, ଅନିଲ ପାଣିଗ୍ରାହୀ, ଗୋପୀ ଦାସ, ନୁନୁ ପାଢି, କୃଷ୍ଣ ପାତ୍ର ପ୍ରମୁଖ ପରିଚାଳନା ଦାୟିତ୍ବରେ ଥିଲେ।

 

Leave A Reply

Your email address will not be published.