ସନ୍ଥକବି ଭୀମ ଭୋଇଙ୍କ ବାଣୀ ଚିରକାଳ ପ୍ରେରଣାର ଉତ୍ସ- ଧର୍ମେନ୍ଦ୍ର ପ୍ରଧାନ

ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ • ସମ୍ବଲପୁର ରେଢାଖୋଲରେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଲ୍ୟାର୍ପଣ • ସନ୍ଥକବି ଭୀମଭୋଇଙ୍କ ଉକ୍ତି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି • ସନ୍ଥକବିଙ୍କ ବାଣୀ ଓଡ଼ିଆ ଭାଷା…

ସସ୍ତ୍ରୀକ କଂଗ୍ରେସରେ ଯୋଗଦେଲେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ

ଭୁବନେଶ୍ୱର : କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରର ବିଜେଡ଼ିର ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାୟକ ଓ ଝୁମ୍ପୁରା ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରତୀଭା ମଞ୍ଜରୀ ନାୟକ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ କେନ୍ଦୁଝର ଜିଲ୍ଲାର ଦୁଇ ବରିଷ୍ଠ ନେତା ତଥା…

“ଖେଳ ପଡ଼ିଆ ଦେଖୁନଥିବା ଲୋକଙ୍କୁ ଡାକ୍ତରଖାନା ସ୍ୱାଗତ କରିବ”

https://youtu.be/9javVKAOyGU ଅରୁଣ ଆରମ୍ଭ କଲେ ମୋଟିଭେସନାଲ କ୍ଳାସ ନୟାଗଡ଼,(ବିଶ୍ୱଜିତ ନାୟକ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ…

ଭଞ୍ଜନଗର ନୁଆ ଗାଁ ବ୍ରିଜ୍ ରେ ଗଛକୁ ପିଟିଲା ବସ୍ , ଚାଳକକୁ କାବୁ କଲେ ଲୋକେ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଵସଣ୍ଟାଣ୍ଡ୍ ଠୁ ଦୁଇ କିଲୋମିଟର ଦୂରରେ ନୁଆ ଗାଁ ବ୍ରିଜ୍ ନିକଟରେ ଯାତ୍ରିବାହି ବସ୍ ଗଛକୁ ପିଟିଲା। ଅନେକ ଯାତ୍ରି ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲ ରେ ହେଲେ ଭର୍ତ୍ତି। ଆଜି ୮ ଅପ୍ରେଲ ସୋମବାର ୨୦୨୪ ଦିନ ୧୦: ୩୦ ମିନଟରେ ଭଞ୍ଜନଗର ବସ ଷ୍ଟାଣ୍ଡ…

ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମି ର ବାର୍ଷିକ ବୈଠକ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :-ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମି (GAS) ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଅନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକା ମାନେ ଅଂଶଗ୍ରହଣ କରିଥିଲେ | ଅନୁଷ୍ଠାନର ନିର୍ଦ୍ଦେଶକ ଡ. କାର୍ତିକ ପ୍ରଧାନ ଙ୍କ…

କଂଗ୍ରେସ ର ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଓ ବିଧାୟକ ପ୍ରାର୍ଥୀ ଲିପିକା ମାଝୀ ଙ୍କୁ ଡାବୁଗାଁ ରେ ବିପୁଳ ସ୍ଵାଗତ…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମେଦନା ରୋଡ ସ୍ଥିତ ଶାଗୁଆନ ଜଙ୍ଗଲ ମଧ୍ୟରେ କଂଗ୍ରେସ ର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ତଥା ଡାବୁଗାଁ…

ବାଲୁଙ୍କେଶ୍ବର ମାଁ ଶ୍ୟାମା ଦଣ୍ଡକାଳୀ ଯାତ୍ରା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଏପ୍ରିଲ ୨ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ , ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ। ଏହି ଦଣ୍ଡ ନାଚ ପର୍ବ ସହିତ ଲୋକଙ୍କ ଧର୍ମୀୟ ଭାବାବେଗ ସହିତ…

ଭାରତୀୟ ଜନତା ପାର୍ଟି ର ୪୫ତମ ଜନ୍ମଜୟନ୍ତୀ ପାଳିତ।

 ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁଶିବରାମ ଜେନା):  ସ୍ଥାନୀୟ ଖଲ୍ଲିକୋଟ ରେ ବିଜେପି ର ୪୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି। ଖବର ନେବାରୁ ଜଣାପଡିଛି ଯେ, ପୂର୍ବତନ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଖଲିକୋଟ ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।…

ମା ସାତଭଉଣୀଙ୍କ 23ତମ ଚୈତ୍ର ଯାତ୍ରା ଉତ୍ସବ ଆରମ୍ଭ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ଆଇଟିଡିଏ ଅଫିସ୍ ନିକଟରେ ଥିବା ମା ସାତ ଭଉଣୀ ମନ୍ଦିରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ରବିବାର ଠାରୁ ମା ଙ୍କ ଚୈତ୍ର ଯାତ୍ରା ଉତ୍ସବ ମହା ଆଡ଼ମ୍ବରରେ ପାଳନ ହେଉଛି। ପ୍ରଥମ ଦିନରେ କଳସ…

କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥୀଙ୍କ ଦମ୍‌ଦାର ବାଇକ୍ ରାଲି ଓ ନିର୍ବାଚନୀ ପ୍ରଚାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ କର୍ମୀମାନଙ୍କୁ ସାଥିରେ ନେଇ ମାରାଥନ୍ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ନିଜର ଦଳୀୟ କର୍ମୀଙ୍କ ସହ ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଛକଠାରୁ…