କର୍ମୀଙ୍କ ସହ ସୈାଜନ୍ୟ ମୂଳକ ସାକ୍ଷାତ ପାଇଁ ବିଜେପି ଲୋକସଭା ପ୍ରାର୍ଥୀଙ୍କ ଗୁଣପୁର ଗସ୍ତ) ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :ବାଜିଲାଣି ନିର୍ବାଚନ ଵିଗୁଲ , ରଣ କ୍ଷେତ୍ରରେ ପୁଳା ପୁଳା ନେତାଙ୍କ ସହ ଅସୁମାରୀ ପ୍ରତିଶ୍ରୁତି । ବିଜେପି ଲୋକସଭା ପ୍ରାର୍ଥୀ କାଳୀରାମ ମାଝୀ କର୍ମୀଙ୍କ ସହ ସୈାଜନ୍ୟ ମୂଳକ ସାକ୍ଷାତ କରିବା ପାଇଁ ଗୁଣପୁର ଗସ୍ତ କରିଥିଲେ । ଏ ଅବସରରେ ରାମନାଗୁଡା,…

ସମ୍ବଲପୁରଠାରେ ଆୟୋଜିତ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ରାଷ୍ଟ୍ରୀୟ ନବବର୍ଷ ଜୀବନ ଚକ୍ରର ଏକ ପବିତ୍ର ପର୍ବ: ଧର୍ମେନ୍ଦ୍ର ପ୍ରଧାନ • ସମୟ ଚକ୍ର ବଦଳିଛି, ୫୦୦ ବର୍ଷ ସଂଘର୍ଷ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ସ୍ଥାପନା ହୋଇଛି • ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି…

ନିରଞ୍ଜନଙ୍କୁ ଅଦାଲତ ଝଟକା: ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଆବେଦନ ଖାରଜ

କଟକ: ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ ସଦସ୍ୟ ନିରଞ୍ଜନ ରଥଙ୍କୁ ଲାଗିଛି ଅଦାଲତର ଝଟକା । ଲୋକସେବକ ମଣ୍ଡଳ ପକ୍ଷରୁ ତାଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ଶ୍ରୀରଥ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି…

ଆସନ୍ନ ପରାଜୟ ଦେଖିଲେ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରେ ବିଜେପି: ବିଜେଡି

 ବଦଳି ଧମକ ଦେଉଛନ୍ତି ବିଜେପି ନେତା ଓ ପ୍ରାର୍ଥୀ  ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେଡି  ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାକୁ ଅନୁରୋଧ ଭୁବନେଶ୍ୱର:ଓଡ଼ିଶାରେ ପରାଜୟ ହେବାକୁ ଯାଉଛି ବୋଲି ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା…

ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ସଫଳ ନିର୍ବାଚନ ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର:ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛିା ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ମଇ ୧୩, ୨୦, ୨୫ ଓ ଜୁନ ୧ରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ମତଦାନ ହେବା ଏହି…

ସାଧାରଣ ସୁବିଧାରୁ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ

ଭୁବନେଶ୍ୱର, ଏପ୍ରିଲ୍ ୯: ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ରେଡ଼ିଓ…

ସମରେ ପାର୍କିନ୍ସନ୍ ରୋଗ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ୍ ୯: ପାର୍କିନ୍ସନ୍ ସମସ୍ୟା ଏକ ବୟସ ଜନିତ ବ୍ୟାଧି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଜଟିଳ ସମସ୍ୟାରେ ପରିଣତ ହୋଇଛି। ତେବେ ଉତମ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରିହେବ ବୋଲି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶ ଏବଂ ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନରେ ମାହାଙ୍ଗା ବିଜେଡି ବୃଦ୍ଧି…

https://youtu.be/LQST3S4RGq8 ଦିନକୁ ଦିନ ବହୁ ବିଜେପି କର୍ମୀ ଦଳ ଛାଡି ବିଜେଡି ମୁହାଁ : ମାହାଙ୍ଗାରେ ବିରୋଧୀଙ୍କ ଭାଙ୍ଗୁଛି ବଳ (ମାହାଙ୍ଗା- ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶ ଏବଂ ପୂର୍ବତନ ମନ୍ତ୍ରୀ ତଥା…

ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବା ୨୫ ବର୍ଷ ଶାସନର ରୂପାନ୍ତରଣ କି ? – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ • ନୂଆପିଢିର ପିଲା ଅପପୁଷ୍ଟିର ଶୀକାର ହେଉଛନ୍ତି, ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି • ଓଡ଼ିଶାରେ ୧୯% ଶିଶୁ ଜନ୍ମ ବେଳେ କମ ଓଜନ ହୋଇଥିବା ବେଳେ ୩୧% ଶିଶୁ ବୟସ ଅନୁସାରେ ଉଚ୍ଚତା କମ •…

ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ଅକାଳ ମୃତ୍ୟୁ

ମୃତକଙ୍କ ପରିବାରକୁ ଭେଟିଲେ ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀ ଅରୂପ ପଟନାୟକ  ଭୁବନେଶ୍ୱର : ରାଜଧାନୀରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଜଣେ ରାଜ୍ୟସ୍ତରରେ ଖୋଖୋ ଖେଳୁଥିବା ଯୁବତୀଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ପୁଙ୍ଖାନୁପୁଙ୍ଖ ଭାବେ…