Sign in
Sign in
Recover your password.
A password will be e-mailed to you.
କୁଚିଣ୍ଡା ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର: ଧର୍ମେନ୍ଦ୍ର ପ୍ରଧାନ
• କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦେଖି ଚିନ୍ତା ବ୍ୟକ୍ତକଲେ
• କୁଚିଣ୍ଡା ଉପଖଣ୍ଡରେ ଖାଲି ପଡ଼ିଛି ୧୦୧ ଡାକ୍ତର ପଦବୀ
•…
ମୁକୁଙ୍କୁ ବବିଙ୍କ ପାଲଟା କଟାକ୍ଷ
" କେଉଁ ମୁହଁରେ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ,ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି।"
ଭୁବନେଶ୍ୱର : ବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ସମାଲୋଚନା ପରେ ତାଙ୍କୁ ପାଲଟା କଟାକ୍ଷ କରିଛନ୍ତି ସମ୍ବଲପୁର ଲୋକସଭା ଆସନ ପାଇଁ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଙ୍କ ବାସଭବନ ରେ ବିଜେଡ଼ି ର ମିଶ୍ରଣ ପର୍ବ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଦୁର୍ଗୀ ଠାରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ ଶ୍ରୀ ସୁଧିର ଦାସ ଙ୍କ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ନିର୍ବାଚନ ମଣ୍ଡଳୀର…
କଳାହାଣ୍ଡି ଲୋକସଭା ଆସନ, ରାଜାଙ୍କ ପାଇଁ ରାଣୀ ଅଡୁଆରେ
ଭବାନୀପାଟଣା( ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲାରେ ବିଜେପି କୁ ପ୍ରତିଷ୍ଠା କରେଇବା ସହ ଲଗାତାର ୩ଥର ବିଜେପି ସାଂସଦ ହୋଇ ରେକର୍ଡ ସୃଷ୍ଟି କରିଥିଲେ କଳାହାଣ୍ଡି ରାଜ ପରିବାରର ସ୍ୱର୍ଗତ ବିକ୍ରମ କେଶରୀ ଦେଓ l ବିକ୍ରମ କେଶରୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଅର୍କ କେଶରୀ ଦେଓ ୨୦୧୪ ମସିହାରେ…
ଗୁଣପୁର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀ ଇସ୍ତଫା
ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଅବିନାଶ ଗମାଙ୍ଗ , ଉପ ସଭାପତି ଭାସ୍କର ଜାଗରଙ୍ଗା, ଉପ ସଭାପତି ଏସ ସି ସେଲ ରୁନା ବାଉରୀ, ୪ ବ୍ଲକ ଯୁବ କଂଗ୍ରେସ ସଭାପତି ସମେତ ବହୁ କଂଗ୍ରେସ ନେତା ନିଜସ୍ଵ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଗତକାଲି ଏହି…
ଇନଫାଇନାଇଟ୍ ଲଭ୍ ଏକାଡେମୀ ର ସାମ୍ବାଦିକ ସମ୍ମିଳନୀ: ରେକି ର କାର୍ଯ୍ୟକ୍ରମ ଆସନ୍ତା ୧୪ ରେ
ରାଉରକେଲା, (ବସନ୍ତ କୁମାର ଜେନା): ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନଫାଇନାଇଟ୍ ଲଭ୍ ଏକାଡେମୀ ସମୁହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ଆସନ୍ତା ୧୪ତାରିଖ ଦିନ ସ୍ଥାନୀୟ ଭଞ୍ଜଭଵନ ଠାରେ ଆୟୋଜନ କରିବାକୁ ଯାଉଛି। ଏ ସମ୍ପର୍କରେ ରାଉରକେଲା କ୍ଲବ୍ ଠାରେ…
ଡାବୁଗାଁ ରେ ହିନ୍ଦୁ ନବବର୍ଷ ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୯/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ହିନ୍ଦୁ ନବବର୍ଷ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ବିଶ୍ଵ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ, ବଜରଙ୍ଗଦଳ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା। ଡାବୁଗାଁ…
ରାଉରକେଲା ବିଧାନସଭାର ପୁନର୍ବାର ବିଜେଡିପ୍ରାର୍ଥୀ ଘୋଷଣା ପରେ ସାରଦାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା
ରାଉରକେଲା,(ବସନ୍ତ କୁମାର ଜେନା): ଆଜି ଆଗାମୀ ୨୦୨୪ ସାଧାରଣ ନିର୍ବାଚନପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ଦ୍ଵାରା ରାଉରକେଲା ବିଧାନସଭାର ବିଜେଡି ପ୍ରାର୍ଥୀ ପୁନର୍ବାର ସାରଦା ପ୍ରସାଦ ନାୟକଙ୍କ ନାମ ଘୋଷଣା ହେବାପରେ ପ୍ରଥମକରି ଆସିଥିବା ସାରଦା ଭାଇ, ରାଉରକେଲା ଷ୍ଟେସନସ୍ଥିତ…
ହିନ୍ଦୁ ନବବର୍ଷ ପାଳିତ
ରାଉରକେଲା, (ବସନ୍ତ କୁମାର ଜେନା): ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି,ସେକ୍ଟର-୨ ଅନୁକୁଲ୍ୟରେ , ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ଆରମ୍ଭ ଦିବସ ତଥା ହିନ୍ଦୁନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ,ଯୁଗାଦ୍ଦ-୫୧୨୬ ତଥା ବିକ୍ରମ ସମ୍ବତ ୨୦୮୧ , ତଥା ଦିନାଙ୍କ ୯.୪. ୨୦୨୪ ମଙ୍ଗଳବାର ଦିନ ଲକ୍ଷ୍ମୀ ପୂଜା…
ସୁନ୍ଦରଗଡରେ ପ୍ରଥମ ପର୍ଯ୍ୟାୟ ଇଭିଏମ ରାଣ୍ଡେ।ମାଇଜେସନ କାର୍ଯ୍ୟ ଶେଷ
ସୁନ୍ଦରଗଡ, (ବସନ୍ତ କୁମାର ଜେନା):- ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅଧିନରେ ଆସୁଥିବା ୭ ଗୋଟି ବିଧାନସଭା ମଣ୍ଡଳୀ ନିର୍ବାଚନ ନିମନ୍ତେ ଇଭିଏମ ରାଣ୍ଡୋମାଇଜେସନ କାର୍ଯ୍ୟ ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଶେଷ ହୋଇଛି । ଏହାକୁ ଜିଲ୍ଲା ନିର୍ବାଚନ…