ନୂଆପଡ଼ା ବିଭିନ୍ନ ସ୍ଥାନ ରେ ବାହୁଡ଼ା ଯାତ୍ରା ହର୍ଷ ଉଲ୍ଲାସରେ ପାଳିତ

5

ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ପ୍ରସିଦ୍ଧ ବାହୁଡ଼ା ଯାତ୍ରା ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଅଛି। ମାଉସୀ ମନ୍ଦିର ରୁ ତିନି ଠାକୁର ରଥାରୁଢ଼ ହୋଇଥିବା ବେଳେ ସେବାୟତ ମାନେ ତିନି ଠାକୁରଙ୍କ ନୀତି କାନ୍ତି କରିଥିଲେ। ଭକ୍ତଙ୍କ ଦର୍ଶନ ନିମନ୍ତେ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରା ରଥା ରୁଢ ହୋଇଛନ୍ତି। ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓଙ୍କ ଛେରା ପହରା ରେ ଚତୁର୍ଦ୍ଧା ମୂର୍ତ୍ତିଁ ଙ୍କ ରଥା ରୁଢ଼ ହୋଇଥିଲା। ହଜାର ହଜାର ସଂଖ୍ୟକ ଭକ୍ତ ସମାଗମ ହୋଇ ରଥ କୁ ଟାଣିବା ସହ ନ୍ୟାରା ପରମ୍ପରା ରେ ପାଳିତ ହୋଇଥାଏ ରଥ ଯାତ୍ରା। ଖଡିଆଳ ଠାରେ ଜଗନ୍ନାଥ ଙ୍କ ତିନି ଗୋଟି ମନ୍ଦିର ରହିଥିବା ବେଳେ ତିନି ଅବତାର ରେ ତିନି ଠାକୁର ପୂଜା ପାଉଛନ୍ତି।ଦଧିବାମନ ରୂପେ ଜଗନ୍ନାଥ ସ୍ବର୍ଣ୍ଣ ଅଳଙ୍କାର ଭୂଷିତ ହୋଇଥାନ୍ତି।, ସାନ ଗୁଡ଼ି ରେ ପତିତପାବନ୍, ଏବଂ ମଝିଆ ଗୁଡ଼ି ରେ ଚତୁର୍ଦ୍ଧା ମୂର୍ତ୍ତି, ଜଗନ୍ନାଥ ଙ୍କ ଯୁଗଳ ମୂର୍ତ୍ତି, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଙ୍କୁ ର ରୁଢ କରିଥିଲେ। କଡା ସୁରକ୍ଷା ବଳୟ ମଧ୍ୟରେ ତିନି ରଥ କୁ ମାଉସୀ ମନ୍ଦିର ରୁ ନିଜ ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

Leave A Reply

Your email address will not be published.