ତନୁଜା ଶତପଥୀ ସମ୍ବର୍ଦ୍ଧିତ

5

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତଥା ଗଜପତିର ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ ତନୁଜା ଶତପଥୀ କୋଣାର୍କ ଠାରେ ଅନୁଷ୍ଠିତ  ବେଳାଭୂଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ଵତନ୍ତ୍ର ସାହିତ୍ୟ ଆସର  “ଚନ୍ଦ୍ରଭାଗାର ଅଶ୍ରୁ” କାର୍ଯ୍ୟକ୍ରମରେ  ନୃତ୍ୟ , ଗୀତ , ସାହିତ୍ୟ ସଙ୍ଗଠନ ଏବଂ ସମାଜ ସେବା କ୍ଷେତ୍ରରେ ଯଥେଷ୍ଟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି। ତେଣୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମାନେ ଶ୍ରୀମତୀ ଶତପଥୀଙ୍କୁ  ଶୁଭେଚ୍ଛା ଓ  ସଦିଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.