ବଡ଼ବିଲ (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ସେରେଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଦ୍ମଶ୍ରୀ ଡ଼ ତୁଳସୀ ମୁଣ୍ଡା ଙ୍କ ଆଦିବାସୀ ବିକାଶ ସମିତି ପରିସରରେ ଅନମୋଲ ଦାସ ନାମକ ଜଣେ ଯୁବ ବ୍ୟବସାୟୀ ପ୍ରାୟ ୭୦୦ରୁ ଉର୍ଦ୍ଧ ଅନ୍ତେବାସୀଙ୍କ ସହ ନିଆରା ଢଙ୍ଗରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ପ୍ରଥମେ ଡ଼ ତୁଳସୀ ମୁଣ୍ଡା ଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କ ସହ କେକ୍ କାଟିବାପରେ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ଆୟୋଜନ କରିଥିଲେ l ଜନ୍ମଦିନରେ ଛୋଟ ପିଲାଙ୍କ ସହ ସମୟ ଅତିବାହିତ କରିବା ସହିତ ନିଜେ ପିଲାମାନଙ୍କୁ ଖାଦ୍ୟ ପରିବେଷଣ କରି ଆନନ୍ଦ ଅନୁଭବ କରୁଥିବାର ଅନମୋଲ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.