Sign in
Sign in
Recover your password.
A password will be e-mailed to you.
ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ?: ଅନିଲ ବିଶ୍ୱାଳ
ବିଜେଡିର “ଘରେ ଘରେ ଶଙ୍ଖ”ର ଅର୍ଥ ହେଉଛି “ଘରେ ଘରେ ମଦ, ଗଞ୍ଜେଇ”
“ଯୋଡି ଶଙ୍ଖ”ର ଅର୍ଥ “ଗଞ୍ଜେଇ ଓ ମଦ”
ନବୀନ ବାବୁ ନିଜେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ବିଜେଡି ଟିକେଟ୍ ଦେଲେ
ଭୁବନେଶ୍ୱର, ତା.୨୬/୦୫:…
ବିଜେଡି ନେତା ପ୍ରଣବ ଦାସଙ୍କ ଟ୍ୱିଟର ଜବାବ ରଖିଲା ବିଜେପି
ଗୁମାସ୍ତା ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ସେ ସବୁ ଶାଳିନତାର ଭାଷା କି ? – ମୁକେଶ ମହାଲିଙ୍ଗ
o ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ବିଜେଡି ଦଳର ଗୁମାସ୍ତା ନେଇଛନ୍ତିo ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ…
ପଞ୍ଚାୟତସ୍ତରୀୟ ବିଜେଡ଼ି କର୍ମୀ ବୈଠକ; ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଶପଥ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବରାଦୋ ପଞ୍ଚାୟତରେ ବିଜେଡ଼ି କର୍ମୀ ବୈଠକ ସ୍ଥାନୀୟ ବଉଳମୂଳ ଠାରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ସଭାପତି ମଧୁସୂଦନ ସେଠୀଙ୍କ ସଭାପତିତ୍ଵ ଓ ଯୁବନେତା ନୃସିଂହଚରଣ ବିଶ୍ୱାଳଙ୍କ ସଂଯୋଜନା ରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା…
ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ : ବ୍ଲକ ଟପର ସରୋଜ କୁମାର ନନ୍ଦ: ୨୩୨୮ ଜଣ ପାସ- ୧୧ଜଣ ଛାତ୍ର…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୨୦୨୪ ଶିକ୍ଷା ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୬.୦୭% ଫଳାଫଳ ହୋଇଥିବା ବେଳେ ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳରେ ୯୯.୫୨% ଫଳାଫଳ କରି ଏକ ରେକର୍ଡ଼ ସୃଷ୍ଟି କରିଛି । ଏହି…
ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତିକ ହକର୍ସ ଦିବସ ପାଳିତ।
ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଐକ୍ୟବଦ୍ଧ ହୁଅ- ବିଷ୍ଣୁ ମହାନ୍ତି
ରାଉରକେଲା, (ବସନ୍ତ କୁମାର ଜେନା): ମେ ୨୬ ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ଆଜି ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆଜି ଏହି ଦିବସକୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ମହା ସମାରୋହରେ ପାଳନ…
କାଶୀପୁର ବ୍ଲକରେ ପାସ୍ହାର ୯୬ ପ୍ରତିଶତ ; କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିବ୍ୟଦର୍ଶନି ନାଏକ…
ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର,ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍ ହାର ୯୬.୦୭% ରହିଛି।ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପାସ୍ ହାର ୯୬.୧୪ ଶତକଡା ରହିଛି।କାଶୀପୁର ବ୍ଲକ ସରସ୍ବତୀ…
କେନ୍ଦୁପାଟଣାରେ ବିଜେଡ଼ିର ଆଶିର୍ବାଦ ସମାବେଶ : ବିଜେଡିକୁ ଜିତାଇ ପଞ୍ଚାୟତର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁପାଟଣା ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ଆଶିର୍ବାଦ ସମାବେଶ ଅନୁଷ୍ଠିତ ହୋଇଛି । ଯୁବନେତା ଭବାନୀଶଙ୍କର ମଲ୍ଲଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗ ଦେଇ ବିଗତ…
ବାତ୍ୟା ରେମାଲ ଭୟ, ଶହ ଶହ କ୍ୟୁଣ୍ଟାଲ୍ ମକା ପଡି ରହିଛି କ୍ଷେତରେ, ଚିନ୍ତାରେ ଚାଷୀ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୬/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ଚଳିତ ଋତୁରେ ଭଲ ମକା ଫସଲ ହୋଇଛି। ଚାଷୀ ମାନେ ମକା ଅମଳ କରି ନିଜ ଖୋଳା,ରାସ୍ତା, ଓ କ୍ଷେତରେ ସାଇତି କରି ରଖିଛନ୍ତି। ମକା ଶୁଖିବା ପରେ ମିଲିଂ କରି ବିକ୍ରୀ କରିବେ। ତେବେ ଚାଷୀ ମାନଙ୍କ…
ଦଶମ ଶ୍ରେଣୀ ପରୀକ୍ଷା ଫଳ ; ଅର୍ପିତା ବେଲଗୁଣ୍ଠା ବ୍ଳକ୍ ଟପର୍
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାଫଳ ପ୍ରକାଶ ପାଇଛି I ଚଳିତ ବର୍ଷ ବେଲଗୁଣ୍ଠା ବ୍ଳକ୍ ରେ ଦଶମ ଶ୍ରେଣୀ ପରୀକ୍ଷାଫଳ ସନ୍ତୋଷଜନକ ରହିଥିବା ବେଳେ ବ୍ଳକ୍ ର ବଡ଼ବୋର୍ସିଂ ଆଞ୍ଚଳିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର…
ଦଶମ ବାର୍ଷିକ ବୋର୍ଡ ପରୀକ୍ଷା ଫଳ, ଡାବୁଗାଁ ବ୍ଲକ ଟପ୍ପର ହେଲେ ପ୍ରତିଭା ମିଶ୍ର
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୬/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ଦଶମ ବାର୍ଷିକ ବୋର୍ଡ ପରୀକ୍ଷା ଫଳ ସନ୍ତୋଷ ଜନକ ରହିଛି। ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରତିଭା ମିଶ୍ର ସର୍ବୋଚ୍ଚ ୫୧୮ ମାର୍କ ଏ୨ ଗ୍ରେଡ ରେ ପାସ କରି ବ୍ଲକ…