Sign in
Sign in
Recover your password.
A password will be e-mailed to you.
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱର ଓ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ
ଭୁବନେଶ୍ୱର, ୨୭/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ବିଭାଗ ତରଫରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି । ଶୁକ୍ରବାର ସକାଳେ ଏହି ଅବସରରେ ଏକ ସଚେତନା ର୍ୟାଲି ଆୟୋଜନ କରାଯାଇଥିଲା ।…
“ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ”
ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ପିତାମ୍ବର ଆଚାର୍ଯ୍ୟ
ବିନା ସାକ୍ଷ ପ୍ରମାଣରେ ଏବଂ ପ୍ରତ୍ୟକ୍ଷ ଦର୍ଶୀମାନଙ୍କ ବୟାନକୁ ଅବଜ୍ଞା କରି ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅପରାଧୀ ସଜାଇବା ପାଇଁ ବିଜେଡି ଚକ୍ରାନ୍ତ ଆଜି ଧରାପଡିଯାଇଛି
…
ମିଶନଶକ୍ତିର ସିଆରପି, ଏମବିକେ ଓ ଜିପିଏଲ୍ଏଫଙ୍କୁ ଦଳୀୟ କର୍ମୀ ସଜାଇଛି ଶାସକ ବିଜେଡି : ଦିଲୀପ ମଲ୍ଲିକ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ
ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ରାଣୀଗୋଡା ଗାଁର ସିଆରପି ବାସନ୍ତୀ ଓଝାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ପଦବୀରୁ ବହିଷ୍କାର ସହ ଗିରଫ କରାଯାଉ
ପୁରୀ ଜିଲ୍ଲା ଗୋପ ବ୍ଲକ ନିମାପଡା…
ଯୁକ୍ତ ୨ରେ କିସ୍ର ଶତ ପ୍ରତିଶତ ସଫଳତା
ଭୁବନେଶ୍ୱର, ୨୭ ।୫: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୦.୯୫, ୮୬.୯୩ ଓ ୮୨.୨୭…
ଦିଲ୍ଲୀପ ପାହାନ ଙ୍କ ଦ୍ଵାଦଶ କାର୍ଯ୍ୟ କ୍ରମ ଓ ଶ୍ରଦ୍ଧାଞ୍ଜଳି ଦିବସ।
(ଶାସକ ପ୍ରଶାସକ/ ଖଲ୍ଲିକୋଟରୁଶିବରାମ ଜେନା): ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ର ରାମଚନ୍ଦ୍ର ପାହାନ ଙ୍କ ପୁତ୍ର ଦିଲ୍ଲୀପ ପାହାନ ଙ୍କ,ଗତ ୧୫-୫- ୨୪ ତାରିଖରେ ଦଳୀୟ ରାଜନୈତିକ ହିଂସାକାଣ୍ଡ ରୁ ମୃତ୍ୟୁ ଘଟିଥିଲା।ଆଜି ତା୨୬-୫-୨୪ ରିଖରେ ଦ୍ଵାଦଶ କାର୍ଯ୍ୟ କ୍ରମ ଅଵସର ରେ…
ଭଞ୍ଜନଗର ବ୍ଲକ୍ ରେ ଉଚ୍ଚ ସଫଳ ଦଶମଶ୍ରେଣୀ ଛାତ୍ର ଛାତ୍ରୀ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରକାଶ ପାଇଛି ଦଶମ ଶ୍ରେଣୀ ୨୦୨୪ ପରୀକ୍ଷା ଫଳ। ମେ ମାସ ରବିବାର ମଧ୍ୟାହ୍ନ ସମୟରେ ପ୍ରକାଶ ପାଇଥିବା ଦଶମ ପରିକ୍ଷା ଫଳରେ ଭଞ୍ଜନଗର ଅଞ୍ଚଳର ଅନେକ ସ୍କୁଲରେ ଶତ ପ୍ରତିଶତ ପରୀକ୍ଷାର୍ଥି ସଫଳତାର ସହିତ ଉତ୍ତିର୍ଣ୍ଣ ହୋଇଛନ୍ତି।
ଏଥିପାଇଁ ବିଦ୍ୟାଳୟରେ ଖୁସୀର…
ପ୍ରିମିୟର୍ ଲିଗ୍ – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳୀ ଗ୍ରାମ ଠାରେ ପଞ୍ଚାଳୀ ପ୍ରିମିୟର୍ ଲିଗ୍ - ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରଥମେ ଆପଲସ୍ୱମୀ କାଡ଼ରାକା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ…
ପ୍ରତିକୂଳ ପାଗରେ ମୟୂରଭଞ୍ଜର ମୋରଡା ଓ ବାରିପଦାରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସମୟରେ ମୟୂରଭଞ୍ଜ ମାଟିର ଝିଅକୁ ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ଜାଣିନପାରିବା ଚିନ୍ତାଜନକ - ଧର୍ମେନ୍ଦ୍ର ପ୍ରଧାନ
• ମୋରଡାରେ ପରିବର୍ତ୍ତନ ସମାବେଶ ସହ ବାରିପଦାରେ ରୋଡ୍ ସୋ’ରେ ସାମିଲ • ପ୍ରବଳ ବର୍ଷାରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ…
ଦୁର୍ବୃତ୍ତର ଦୈାରାତ୍ମ୍ୟ, ଚଳନ୍ତା ବସକୁ ପଥର ମାଡରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା
ଓଡ଼ଗାଁ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର):ଶନିବାର ବିଳମ୍ବିତ ରାତିରେ ପଥର ମାଡ଼ରେ ଭୁବନେଶ୍ୱର ଠାରୁ ଭଞ୍ଜନଗର ଯାଉଥିବା ଏକ ଘରୋଇ ବସର ଯାତ୍ରୀ ଗୁରୁତର ଆହାତ ହୋଇପଡିବାରୁ ଓଡ଼ଗାଁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ହୋଇଥିଲା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।ଆହାତ…
ମାଟ୍ରିକ ପରୀକ୍ଷାଫଳ ପ୍ରକାଶ, ପାସ୍ ହାର ଶତକଡ଼ା ୯୮.୪୪,
ସତ୍ୟଧର୍ମ ଓଡ଼ଗାଁ ବ୍ଳକ ଟପ୍ପର,୧୧ ଜଣ ଏ ୱାନ୍
ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଘୁନାଥ ବିଦ୍ୟାପୀଠ ଓଡ଼ଗାଁର ସତ୍ୟଧର୍ମ ସାହୁ ୫୫୩ ନମ୍ବର ରଖି ବ୍ଳକ୍…