ବାଣ ବିସ୍ପୋରଣରେ ହାବିଲଦାର ଙ୍କ ମୃତ୍ୟୁ।

ଫୁଲନଖରା,୧୪/୬ (ଶାସକ ପ୍ରଶାସକ )କଟକ ସଦର ଥାନା ଅନ୍ତର୍ଗତ ଗୋପଳପୁର କାଠଯୋଡ଼ି ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବାଣ ଗୁଡିକ ଫୁଟି ଜଣେ କର୍ମଚାରିଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସ ର ବାଣ ନିଷ୍କ୍ରିୟ ଟିମର ହାବିଲଦାର ପ୍ରଦୀପ ମଲ୍ଲିକ।ମିଳିଥିବା ସୂଚନା ଅନୁଯାଇ କଟକ…

ଆମର ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ ଦିଆଯିବ- ମୁଖ୍ୟମନ୍ତ୍ରୀ

ବରପୁତ୍ରଙ୍କୁ ସମ୍ମାନ, ଶ୍ରଦ୍ଧାଞ୍ଜଳି ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ, ଜୟୀ ରାଜଗୁରୁ, ଡକ୍ଟର ବି. ଆର୍. ଆମ୍ବେଦକର, ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ଦେଶର ସ୍ଵାଧୀନତା, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଅସ୍ମିତାର…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଓ ଟେବୁଲ୍ ଟପ୍ ଅଭ୍ୟାସର ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ଜୁନ ମାସ ୧୮ ଓ ୧୯ ତାରିଖ ଦିନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହେବ। ଏହାର ପରିଚାଳନା କରିବା ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ…

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଛି। ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ…

ଗୀତିକବି ସ୍ୱର୍ଗତ ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ପାଳିତ

https://youtu.be/SxRtFfa4xHs ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ମୁକୁନ୍ଦ ପାଢୀ ସ୍ମୃତି ସଂସଦ ଆନୁକୁଲ୍ୟରେ ପାରଳାର ପ୍ରାଚୀନ ଗୀତିକବି ସ୍ୱର୍ଗତ ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ…

ଲାଇଫ୍ ଷ୍ଟାଇଲ୍ ପକ୍ଷରୁ ସିଜନର ସବୁଠାରୁ ବଡ଼ ସେଲ୍ ଘୋଷଣା

 www.lifestylestores.com ଏବଂ ଲାଇଫ୍ ଷ୍ଟାଇଲ୍ ଷ୍ଟୋର୍ରେ ଶ୍ରେଷ୍ଠ ଫ୍ୟାସନ୍ ବ୍ରାଣ୍ଡ୍ଗୁଡ଼ିକର ଅତ୍ୟାଧୁନିକ ଷ୍ଟାଇଲ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଫ୍ୟାସନ୍ ଡେଷ୍ଟିନେସନ୍ ଲାଇଫ୍ ଷ୍ଟାଇଲ୍ ଜୁନ୍ ୭ ତାରିଖରୁ ଏହାର ବହୁ ପ୍ରତୀକ୍ଷିତ…

ଧଣ୍ଡିଚା ମଞ୍ଜି ବଣ୍ଟନରେ ବିଳମ୍ବ ; ଚାଷୀ ମହଲରେ ଅସନ୍ତୋଷ : ୨୨ ପଞ୍ଚାୟତର ଚାଷୀ ଧଣ୍ଡିଚା ମଞ୍ଜି ପାଇଲେ ନାହିଁ l

 (ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ କୃଷି ବିଭାଗର ସବୁଜ ସାର ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଖରିଫ ଧାନ ଚାଷ ପୂର୍ବରୁ ମାଗଣାରେ ଧଣ୍ଡିଚା ମଞ୍ଜି ଯୋଗାଇ ଦିଆଯାଇଥାଏ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁଁ ବିଳମ୍ବରେ ବ୍ଳକ କୃଷି ବିଭାଗକୁ ଧଣ୍ଡିଚା…

ଧଣ୍ଡିଚା ମଞ୍ଜି ବଣ୍ଟନରେ ବିଳମ୍ବ ; ଚାଷୀ ମହଲରେ ଅସନ୍ତୋଷ : ୨୨ ପଞ୍ଚାୟତର ଚାଷୀ ଧଣ୍ଡିଚା ମଞ୍ଜି ପାଇଲେ ନାହିଁ l

 (ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ କୃଷି ବିଭାଗର ସବୁଜ ସାର ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଖରିଫ ଧାନ ଚାଷ ପୂର୍ବରୁ ମାଗଣାରେ ଧଣ୍ଡିଚା ମଞ୍ଜି ଯୋଗାଇ ଦିଆଯାଇଥାଏ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁଁ ବିଳମ୍ବରେ ବ୍ଳକ କୃଷି ବିଭାଗକୁ ଧଣ୍ଡିଚା…

ବେଲଗୁଣ୍ଠାରେ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୪ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରଟି ଏକମାସ ଧରି ଚାଲିଥିଲା । ପ୍ରଶିକ୍ଷକ ବିକ୍ରମ କେଶରୀ ପଣ୍ଡାଙ୍କ ସୂଚନା ମୁତାବକ…

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡ:- ତା.୧୩/୦୬/୨୪- ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ପ୍ରାରମ୍ଭରେ…