କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ଜୁଏଲ ଓରାମ

ସମଗ୍ର ଦେଶରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମନ୍ତ୍ରଣାଳୟ ସମସ୍ତ ପଦକ୍ଷେପ ଗ୍ରହଣ କରିବ: ଶ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀ : ଶ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀଙ୍କୁ ଆଦିବାସୀ ବ୍ୟାପାର…

ଓଡ଼ଗାଁରେ ଅରୁଣଙ୍କ କୃତଜ୍ଞତା ସଭା

ଓଡ଼ଗାଁ,୧୪।୬ (ଶ୍ରୀକାନ୍ତ କୁମାର ମିଶ୍ର): ସାଧାରଣ ନିର୍ବାଚନ ୨୦୨୪ରେ ୫ମ ଥର ପାଇଁ ନୟାଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡ. ଅରୁଣ କୁମାର ସାହୁ ଶୁକ୍ରବାର ଅପରାହ୍ନରେ ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ କୃତଜ୍ଞତା ସଭାରେ ଯୋଗଦେଇ ମୋ ପ୍ରତି ଆପଣମାନଙ୍କ ଗଭିର…

ବିଶ୍ଵ ରକ୍ତଦାତା ଦିବସ ପାଳିତ।

ପଦ୍ମପୁର:- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ରକ୍ତଦାତା ଦିବସ ୨୦୨୪ ଡଃ ପ୍ରିୟମ୍ବଦା ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟ ର ପ୍ରଫେସର ପ୍ରମୋଦ ପାଣିଗ୍ରାହୀ, ସାମାଜିକ କର୍ମୀ ତଥା ଉପଖଣ୍ଡ…

ରାଜ୍ୟ ସଂଗ୍ରହାଳୟରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ

ଜନତାଙ୍କ ମୁଖ୍ୟମନ୍ତ୍ରୀ ଜନତାଙ୍କ ସହ ପାଳିଲେ ରଜ କଥା ଓ କାମରେ ଓଡିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଫୁଲ ଗଛରେ ପାଣି ଦେଲେ, ପୋଡପିଠା, ରଜ ପାନ ଖାଇଲେ,ପିଲାଙ୍କୁ ଦୋଳି ଖେଳାଇଲେ ଖାଣ୍ଟି ଓଡିଆ ଘରର ପୁଅ ଭଳି ନିଜ ଅଭିଭାଷଣରେ ରଜ ପର୍ବର ଚିତ୍ର ଆଙ୍କିଲେ…

ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ପ୍ରସିଦ୍ଧ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ନେମାଳ ଠାରେ ଥିବା ଭବିଷ୍ୟମାଳିକାର ରଚୟିତା ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନିର୍ବିକଳ୍ପ ଶୂନ୍ୟ ସମାଧି ଦିବସ ଓ ଦେବସ୍ନାନ ଯାତ୍ରା ଆସନ୍ତା ୨୨ତାରିଖ ଦିନ ଅନୁଷ୍ଠିତ…

ବେଲଗୁଣ୍ଠା ପାନକୀଆରୀ ନିକଟରେ ଓଏସ୍ଆରଟି ବସ୍ ଦୂର୍ଘଟଣା ଗ୍ରସ୍ତ,ଡ୍ରାଇବର ସମେତ 15 ରୁ ଉର୍ଦ୍ଧ୍ବ ଆହତ,

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ରାତ୍ର 9 ଘଣ୍ଟା 45 ମିନିଟ୍ ସମୟରେ ଭୁବନେଶ୍ୱରରରୁ ବାଲିଗୁଡା ଯାଉଥିବା OD05BC4198 ନମ୍ବର୍ ବିଶିଷ୍ଟ ଓଏସ୍ଆରଟି ବସ୍ ବେଲଗୁଣ୍ଠା ନିକଟରେ ଦୂର୍ଘଟଣାର ଶିକାର ହୋଇଛି I ବସ୍ ବେଲଗୁଣ୍ଠା ରେ ପହଞ୍ଚିବା ପରେ ଭଞ୍ଜନଗର ଦେଇ ବାଲିଗୁଡା ଯାଉଥିବା ବେଳେ…

ଦର୍ଶକଙ୍କୁ ଆମୋଦିତ କରିବାକୁ ଫେରିଲା ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ଅଷ୍ଟାଦଶ ସଂସ୍କରଣରେ ୫ଟି ସହରରେ…

  ଏମଆଇଏଫଏଫ ଭାରତୀୟ ନିର୍ମାତାମାନଙ୍କୁ ବିଶ୍ୱର ପରିକଳ୍ପନାକୁ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି: ସୂଚନା ଓ ପ୍ରସାରଣ ସଚିବ ଶ୍ରୀ ସଞ୍ଜୟ ଜାଜୁ ପ୍ରମାଣିକ ଚଳଚ୍ଚିତ୍ର ହେଉଛି ଏକ ବିଶାଳ ଉଦ୍ୟୋଗର ଅଂଶବିଶେଷ ଯାହା ସୂଚନା ଦେବା, ପ୍ରେରଣା ଦେବା, ଆତ୍ମସମୀକ୍ଷା କରିବା ଏବଂ…

ଭଞ୍ଜନଗର ରେ ବିଶ୍ଵରକ୍ତଦାତା ଦିବସ ପାଳିତ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରେ ଥିବା ରକ୍ତ କେନ୍ଦ୍ରକୁ ଭଞ୍ଜନଗର ଉପଖଣ୍ଡ ସହିତ କନ୍ଧମାଳ ଏବଂ ନୟାଗଡ଼ର ଅନେକ ରୋଗୀ ନିର୍ଭର କରିଥାନ୍ତି । ଆବଶ୍ୟକ ହେଉଥିବା ରକ୍ତ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ ସଂସ୍ଥା, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ଦ୍ୱାରା ଆୟୋଜିତ ଶିବିରରୁ…

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ପାଳିତ

ଜଗତସିଂହପୁର,ତା-୧୪.୦୬.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧକ୍ଷତାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି I ଏହି ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ,…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳ ମାର୍ଗ ନୀରିକ୍ଷଣ

● ପାରାଦୀପ ଅଞ୍ଚଳରେ ରେଳପଥ ଟ୍ରାଫିକ୍ ସୁବିଧା ସମୀକ୍ଷା | ● ରେଳ ସାଇଡିଙ୍ଗ, ରେଳବାଇର ବିଭିନ୍ନ ଭିତ୍ତିଭୂମି ଏବଂ ଟ୍ରାଫିକ୍ ସମ୍ବନ୍ଧୀୟ କାର୍ଯ୍ୟ ନୀରିକ୍ଷଣ | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ବର ଫୁଙ୍କୱାଲ ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ପାରାଦୀପ ଗସ୍ତରେ…