କନ୍ଧମାଳ ଜିଲ୍ଲାରେ ବିକାଶର ଅସଲ ଚିତ୍ର, ଉଦଘାଟନ ପରେ ମଧ୍ୟ ସରିନି 5ଟି ବିଦ୍ୟାଳୟର ନିର୍ମାଣ କାମ.

କନ୍ଧମାଳ(ଗଗନ କୁମାର ପ୍ରଧାନ): ଗ୍ରାମାଞ୍ଚଳ ଠାରୁ ଶହରାଞ୍ଚଳ ସବୁଠି ଶିକ୍ଷାର ବିକାଶ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ କରି ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କୁ ତ୍ୱରାନ୍ୱିତ କରାଯାଇ ଫାଇଭ ଟି ଜରିଆରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଇଛି I ଏହି ବିଦ୍ୟାଳୟମାନଙ୍କର ଭିତ୍ତିଭୂମିର ବିକାଶ…

ଓମ୍ ଶାନ୍ତି ନଗର ରାସ୍ତା କେବେ ତିଆରି ହେବ?

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନାଙ୍କ ରିପୋର୍ଟ): ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନଂ ୪ ର ଓମ୍ ଶାନ୍ତି ନଗର ଅବସ୍ଥିତ । ଖଲ୍ଲିକୋଟ ଏନ୍ ଏ ସି ର ପ୍ରତ୍ୟେକ ୱାର୍ଡରେ ଫେବର ପକାଇବା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ସୁବ୍ୟବସ୍ଥା କରିବାର ନଜିର କୁ ଆସୁଥିବା ବେଳେ, ୱାରକ୍ଅଡର…

ଜଙ୍ଗଲୀ ହାତୀ ଘର ଭାଙ୍ଗିଲେ,ହାତୀ ଭୟରେ ଭିଟାମାଟି ଛାଡ଼ିଲେ କାଡାମାହା ବାସୀ I

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁ୍ମିଙ୍ଗିଆ ଗାଁ କାଡାମାହାରେ ମଙ୍ଗଳବାର ରାତି ଜଙ୍ଗଲୀ ହାତୀଙ୍କ ପୁଣିଥରେ ଘର ଦ୍ୱାର ସହ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି I ପ୍ରାୟ ଏକ ମାସରୁ ଉର୍ଦ୍ଧ ହେବ ସେହି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ…

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଗୋପବନ୍ଧୁଙ୍କ ଗାଁରେ ବୁଲିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସହ ମିଶିଲେ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି, ଖୁବ୍ ଶୀଘ୍ର ପୂରଣ ହେବ ଭୁବନେଶ୍ଵର: ଆଜି…

ରାଜ୍ୟ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ପାଳିତ

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଗଣଙ୍କ ଉପସ୍ଥିତିରେ ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲାଗଲା ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା,…

ମୋଦିଜୀ ଯାହା କୁହନ୍ତି, ତାହା କରନ୍ତି : ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାରେ ନବଗଠିତ ବିଜେପି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ନିଷ୍ପତି ନିଆଯିବା ସମ୍ପୂର୍ଣ୍ଣ ସ୍ୱାଗତଯୋଗ୍ୟ । ଆଜିର ଏହି ନିଷ୍ପତି ସାଢେ ୪ କୋଟି ଓଡ଼ିଆ…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ

ପୁରୀ (ଅନିମେଶପଟ୍ଟନାୟକ)- ବୁଧବାର ପର୍ବାହ୍ନରେ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଭାରତର ୯ରାଜ୍ଯର ୯ ଜଣ ମୁଖ୍ଯମନ୍ତ୍ରୀ । ଜଣକ ପରେ ଜଣେ ଆସି ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ବିଜେପି…

ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗାଁ କୁସୁମବାହାଳ

ସ୍ୱାଧୀନତାର ୭୬ବର୍ଷ ପରେ ବି ପ୍ରଶାସନର ଦୃଷ୍ଟି ପଡିନି | ଅଙ୍ଗନବାଡି : ୬ମାସ ହେଲା ଦରମା ମିଳିନି,  ୨ମାସରୁ ଉର୍ଦ୍ଧ ହେବ ରୋଷେଇ ବନ୍ଦ ଝରୀଗାଁ, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଳାପଦର ପଂଚାୟତ ଅଧୀନରେ ଥିବା କୁସୁମବାହାଳ ଗ୍ରାମର…

ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଶିଶୁଶ୍ରମିକ ନିରୋଧ ଦିବସ ପାଳିତ

ସମାଜକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ଟାଟାଷ୍ଟିଲ ଫାଉଣ୍ଡେସନ ଓ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ ଜୁନ୍ ୧୨, କଳିଙ୍ଗନଗର: ଟାଟାଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଯାଜପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ (ଡିସିପିୟୁ), ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ…

ନିର୍ବାଚନ କାର୍ଯ୍ୟ ସମୟରେ ମୃତ କର୍ମଚାରୀମାନଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ରାଶି ମଞ୍ଜୁରୀ

ଭୁବନେଶ୍ୱର:ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚନ କାର୍ଯ୍ୟରେ ଥିବାବେଳେ ମୃତୁ୍ୟବରଣ କରିଥିବା ଦୁଇଜଣ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମଞ୍ଜୁରୀ ପ୍ରଦାନ କରିଛନ୍ତିା ଦୁଇ…