ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସୌଜନ୍ୟ ସାକ୍ଷାତ

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଆଜି ପୂର୍ବାହ୍ନରେ ରାଜ୍ୟ ଅତିଥି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା ଶ୍ରୀ ସେଠୀ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଅଭିନନ୍ଦନ…

ନୂତନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନୂତନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସହ ସ୍ଥାନୀୟ ବନ ବିଭାଗ ବିଶ୍ରାମଗୃହଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ…

ନୂଆ ୩୩ କେଭି ଲାଇନ ସହ ବିଜୁଳି ଯୋଗାଣକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

• ଗଞ୍ଜାମର ୩ଟି ବ୍ଲକର ୧୩ଟି ପଞ୍ଚାୟତରେ ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ• ୧୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ବ୍ରହ୍ମପୁର, ଜୁନ: ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏକ ନୂଆ ୩୩ କେଭି ଲାଇନ…

ଟ୍ରକ୍ ଧକ୍କାରେ ଜଣେ ମୃତ : ମୁଖ୍ୟ ରାସ୍ତା ଅବରୋଧ କଲେ ଜନସାଧାରଣ ।

ପଦ୍ମପୁର:- ବରଗଡ ଜିଲ୍ଲା ବିଜେପୁର ଏନ.ଏ.ସି ଅନ୍ତର୍ଗତ ଏମ ଗଣ୍ଡପାଲି ମୁଖ୍ୟ ରାସ୍ତାରେ ଉକ୍ତ ଗ୍ରାମର ଦୂରବିନ ସାହୁ ନିଜ ବିଲରୁ କାମ ସାରି ସୋମବାର ସନ୍ଧ୍ୟା ୭ଟା ପାଖାପାଖି ବେଳେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଦୂରବିନଙ୍କ ମୃତ୍ୟୁ…

ଭଞ୍ଜନଗର ସହରରେ ଭାରତୀୟ ଜନତା ପାର୍ଟି ର ବିଜୟ ଉତ୍ସବ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ସହରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ଭଞ୍ଜନଗର ବି.ଜେ.ପି ର ମହା ବିଜୟ ଉତ୍ସବ ର ନଗରଭ୍ରମଣ କାର୍ଯ୍ୟକ୍ରମ । ଏଥିରେ ଭଞ୍ଜନଗର ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଙ୍କ ସହିତ ହଜାର ହଜାର କର୍ମୀ ଓ…

ବିଜେପି ରେ ଯୋଗଦେଲେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ବହୁ ବିଜେଡ଼ି ନେତା ଓ କର୍ମୀ

ସାଂସଦ ଅପରାଜିତା ଙ୍କ କାର୍ଯ୍ୟାଳୟ ରେ ଯୋଗଦେଲେ ବରିଷ୍ଠ ନେତା ତଥା ଭୁବନେଶ୍ୱର ର ୪ ଥରର ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ୱର ତା:୧୭-୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ର କାର୍ଯ୍ୟଶୈଳିରେ ପ୍ରଭାବିତ ହୋଇ ପୁଣି ବିଜେପି ରେ ଯୋଗଦେଇଛନ୍ତି ଭୁବନେଶ୍ୱର ଜୟଦେବ ନିର୍ବାଚନ…

ଅସୁରଗଡ଼ ଠାରେ ଜିଲ୍ଲା ୱାର୍ଡ ମେମ୍ବର ସଂଘର ବୈଠକ

ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଡେଲ ଗ୍ରାମ ପଞ୍ଚୟତ ଅଧିନସ୍ତ ଐତିହାସିକ କିମ୍ବଦନ୍ତୀ ସ୍ଥଳ ଅସୁରଗଡ଼ର ବୀର କମଲ ମଇଦାନରେ ଜିଲ୍ଲା ୱାର୍ଡ ମେମ୍ବର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତପୁର ୱାର୍ଡ ମେମ୍ବର ଗୌରଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱ ରେ…

ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ ପୀଠରେ ନବନିର୍ବାଚିତ ବିଧାୟକ ନୀଳମଣୀ ।

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-ସୋରଡା‌ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ନୀଳମଣୀ ବିଷୋୟୀ ଆଜି ବେଲଗୁଣ୍ଠା ଗସ୍ତରେ ଆସି ନିଜ ସମର୍ଥକ ମାନଙ୍କୁ ଦେଖା କରି ନିର୍ବାଚନ ମଣ୍ଡଳୀର ବିକାଶ ନିମିତ୍ତ ସହଯୋଗ ଆଶା କରିଛନ୍ତି ।ଏହି ଅବସରରେ ସେ ସହରର ଆରାଧ୍ୟ ଦେବ ମହାପ୍ରଭୁ ଲକ୍ଷ୍ମୀ…

ସଙ୍ଗୀତ ଶିରୋମଣି ସ୍ୱର୍ଗତ ବିଜୟ କୁମାର ପାତ୍ରଙ୍କ ପତ୍ନୀ ତଥା ପୁର୍ବତନ କାଉନସିଲରଙ୍କ ଦେହାନ୍ତ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ବିଶିଷ୍ଟ କଳାକାର ତଥା ସଙ୍ଗୀତ ଶିରୋମଣି ସ୍ୱର୍ଗତ ଚିନଂ ବିଜୟ କୁମାର ପାତ୍ରଙ୍କ ପତ୍ନୀ ତଥା ପୁର୍ବତନ କାଉନସିଲର ଚିନଂ ପ୍ରଫୁଲ୍ଲ କୁମାରୀଙ୍କ ସୋମବାର ସଂଧ୍ୟା ୬ ଘଣ୍ଟା ସମୟରେ ଦେହାନ୍ତ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ…

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଦାୟିତ୍ଵ ଗ୍ରହଣ ସହିତ ବିଭାଗ ପରିଦର୍ଶନ

ଭୁବନେଶ୍ଵର: ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ବିଭାଗର ଦାୟିତ୍ଵ ଗ୍ରହଣ କରିବା ସହ ବିଭାଗର ପରିଦର୍ଶନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ପୁଷ୍ପଗୁଚ୍ଛ ପ୍ରଦାନ କରି ମାନ୍ୟବର ମନ୍ତ୍ରୀଙ୍କୁ…