ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ରାୟଗଡ ଜିଲ୍ଲାର ୪୩୭୪୨ଜଣକୁ ୮କୋଟି ୭୪ଲକ୍ଷ ଟଙ୍କା ପ୍ରଦାନ l

ରାୟଗଡ:-ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ଦେଶର କିଷାନ ମାନଙ୍କୁ ୨୦ହଜାର କୋଟି ପ୍ରଦାନ କରିଛନ୍ତି l ଉତ୍ତର ପ୍ରଦେଶର ବାରଣାସୀରୁ ଆୟୋଜିତ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ମାଧ୍ୟମରେ ସ୍ଥାନୀୟ ଜିଲ୍ଲାସଂସ୍କୃତି…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ରାୟଗଡ ଜିଲ୍ଲାର ୪୩୭୪୨ଜଣକୁ ୮କୋଟି ୭୪ଲକ୍ଷ ଟଙ୍କା ପ୍ରଦାନ l

ରାୟଗଡ:-ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ଦେଶର କିଷାନ ମାନଙ୍କୁ ୨୦ହଜାର କୋଟି ପ୍ରଦାନ କରିଛନ୍ତି l ଉତ୍ତର ପ୍ରଦେଶର ବାରଣାସୀରୁ ଆୟୋଜିତ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ମାଧ୍ୟମରେ ସ୍ଥାନୀୟ ଜିଲ୍ଲାସଂସ୍କୃତି…

ଜିଲ୍ଲାସ୍ତରୀୟ ପିଏମ କିସାନ ଉତ୍ସବ ଦିବସ ଅବସରରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୧୭ ତମ କିସ୍ତି ଅର୍ଥ ଚାଷୀଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରାଜ ସୀତାପୂର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟିର ଅଡିଟରିଅମ ହଲ ଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପିଏମ କିଶାନ ଉତ୍ସବ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ…

ଲୁଚାଛପା ରେ ଲେଖାଯାଉଛି ଅଟକଳ ର ସୂଚନା ଫଳକ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)- ଖଲ୍ଲିକୋଟ ଛୋଟିଆ ସହର ହେଲେ ମଧ୍ୟ ସହର ରେ ଚାଲିଛି ଉନ୍ନତି କରଣ କାମ ।ସ୍ଥାନ ଦେଖି କାର୍ଯ୍ୟ ଚାଲିଛି, ଖଲିଦେଖି ପରସା ଯାଉଛି, ଲୋକ ଦେଖି କାମ କାମ ଦେବାର ପରିଲକ୍ଷିତ ହେଉଛି। ଏ ସଂକ୍ରାନ୍ତରେ କହିବାକୁ ଗଲେ ଯେଉଁ ସ୍ଥାନମାନଙ୍କରେ ମନ୍ଦିର…

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ

ଜଗତସିଂହପୁର,ତା-୧୮.୦୬.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ…

ଜଗତସିଂହପୁର ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ପି ଏମ୍ କିଷାନ ଉତ୍ସବ ଦିବସ

ଜଗତସିଂହପୁର,ତା-୧୮.୦୬.୨୦୨୪/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ପି ଏମ୍ କିଷାନ ଯୋଜନା ର 17 ତମ କିସ୍ତି ବଣ୍ଟନ କରାଯାଇଛି। ଉତ୍ତର ପ୍ରଦେଶ ର ବାରାଣାସୀ ଠାରେ ଏକ ଭବ୍ୟ ସମାରୋହରେ ପି ଏମ୍ କିଷାନ ଦିବସ ଭାବେ ଏହି ଉତ୍ସବ…

ବେଲଗୁଣ୍ଠା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ତରଫରୁ ସୋରଡ଼ା ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ତରଫରୁ ନବ ନିର୍ବାଚିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ସଂଘ ସଭାପତି ବସନ୍ତ କୁମାର ଜେନାଙ୍କ ନେତୃତ୍ୱରେ ସମ୍ପାଦକ ବାଳକୃଷ୍ଣ ସାବତ,ଉପସଭାନେତ୍ରୀ ଦୀପ୍ତାଂଶୂ…

ରାୟଗଡ଼ା ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା:ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପରିଚାଳନା କର୍ତୃପକ୍ଷ ଏବଂ ଜିଲ୍ଲାପାଳ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲାପରିଷଦ ସଦଭାବନା ସଭାଗୃହ ଠାରେ ଆଜି ପୂର୍ବାହ୍ନରେ ଏକ ଟେବୁଲ୍ ଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରକ୍ତ ଜିଲ୍ଲାପାଳ ତ୍ରୀନାଥ ମlଝିଙ୍କ ଅଧ୍ୟକ୍ଷତlରେ…

ଅବସରପ୍ରାପ୍ତ ସୁବେଦାର୍ ମେଜର୍ ଙ୍କ ଦେହାନ୍ତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସରପ୍ରାପ୍ତ ସୁବେଦାର୍ ମେଜର୍ ଦଣ୍ଡପାଣି ସାହୁଙ୍କ 65 ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ ଦଣ୍ଡପାଣି କିଛିଦିନ ହେବ ଅସୁସ୍ଥ ହୋଇ ବ୍ରହ୍ମପୁରର ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ I ସୋମବାର…

୭ମ ଜିଲ୍ଲାସ୍ତରୀୟ ଜଳକ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ

ପୁରୀ(ଅନିମେଶ ପଟ୍ଟନାୟକ): -ପୁରୀ ଜିଲ୍ଲା ଆକ୍ଯୁଟିକ ସଂଘ ଓ ପୁରୀ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିଅମ ପରିସରରେ ଥିବା ବିଜୁପଟ୍ଟନାୟକ ସ୍ମାରକୀ ସନ୍ତରଣାଗାର ଠାରେ ୭ମ ଜିଲ୍ଲାସ୍ତରୀୟ ଜଳକ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହାକୁ…