Sign in
Sign in
Recover your password.
A password will be e-mailed to you.
ସାମୁଦ୍ରିକ ଗବେଷଣା ସମ୍ପର୍କିତ ବକ୍ତୃତାମାଳା ସଂକଳନ ‘ସୋଫଲ୍ ମାଳା’ର ତୃତୀୟ ସଂସ୍କରଣ ଉନ୍ମୋଚିତ
ଭୁବନେଶ୍ୱର, ଜୁନ ୧୮: ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିବିଧ ପ୍ରସଙ୍ଗରେ ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ଶୈକ୍ଷିକ ବକ୍ତୃତାମାଳା ସୋଆ ଫର୍ଟନାଇଟଲି ଏକାଡେମିକ ଲେକ୍ଚର ସିରିଜ (ସୋଫଲ୍)ର ତୃତୀୟ ସଂସ୍କରଣ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି…
ପି ଏମ୍ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି ହସ୍ତାନ୍ତର ଉତ୍ସଵ ଦିବସ ପାଳନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ::ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସର ବୈଠକ ଗୃହରେ ପି ଏମ୍ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି ହସ୍ତାନ୍ତର ଉତ୍ସଵ ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ତଥା ବରିଷ୍ଠ ବୈଜ୍ଞାନିକା ସୁଶ୍ମୀତା ମହାନ୍ତି…
ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉରେ ଦେଶୀ ରନ୍ଧାମଦ ଜବତ ଓ ଦୁଇ ଅଭିଯୁକ୍ତ ଗିରଫ
ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ . କମଳଲୋଚନ ମିଶ୍ର ଙ୍କ ନିର୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତଖ୍ୟ ତତ୍ୱା ଅବଧାନ ରେ ତଥା ନବରଙ୍ଗପୁର ଅବକାରୀ…
ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ
ବିପର୍ଯ୍ୟୟ ର ଅତ୍ୟନ୍ତ ଗୁରୁତର ପ୍ରଭାବ କୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ପରାମର୍ଶ -
ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ -
ସୁବର୍ଣ୍ଣପୁର ତା ୧୮/0୬/୨୪ : (ଆର୍ତ୍ତତ୍ରାଣ ମହାପାତ୍ର)ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ର ମୁକାବିଳା ପାଇଁ…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିମ୍ନମାନର କାର୍ଯ୍ୟ ଅଭିଯୋଗ
କୁଜଙ୍ଗ ୧୯/୦୬ ନିମ୍ନମାନର ରାସ୍ତାକାମ ପାଇଁ ବଢୁଛି ଜନ ଅସନ୍ତୋଷ, କାର୍ଯ୍ୟ ସ୍ଥଳରେ ରହୁନାହାନ୍ତି ବିଭାଗୀୟ ଅଧିକାରୀ, ମନ ଇଛା ମୁତାବକ ଅସତ୍ ଉପାୟ ରେ ଠିକାଦାର କରୁଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର କାର୍ଯ୍ୟ, ଅବଧି ତାରିଖ ଶେଷ ପରେ ବି ସମ୍ପୂର୍ଣ ହୋଇପାରୁନି ରାସ୍ତା କାମ | …
ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୧୭ ତମ କିସ୍ତି କୃଷକ ସହାୟତା ରାଶି ପ୍ରଦାନ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୧୭ ତମ କିସ୍ତି କୃଷକ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ଆଜି ଅନୁଷ୍ଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ଯୋଜନାର ଶୁଭାରମ୍ଭ କରିଥିଲେ। ତେଣୁ ଦେଶର ବିଭିନ୍ନ ସ୍ଥାନରେ ଭିଡିଓ କନଫରେନ୍ସ…
ହୀରକ ଜୟନ୍ତୀ ପାଳନ ପାଇଁ ବିଧାୟକଙ୍କ ସହ ଆଲୋଚନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମୁଖ୍ୟାଳୟରେ ଅବସ୍ଥିତ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହି ଅବସରରେ ମଙ୍ଗଳବାର ଦିନ ଛାତ୍ର ସଂସଦ ପକ୍ଷରୁ ମାହାଙ୍ଗାର ନବନିର୍ବାଚିତ…
ଆଦିବାସୀ ମାନ୍ୟତା ଦାବି ରେ କୁଡୁମୀ ସେନା ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତଜିଲ୍ଲପାଳଙ୍କୁ…
(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ରେ ଏକ ଆଦିବାସୀ ବହୁଳ ଜିଲ୍ଲା ଏଠାରେ ପ୍ରାୟ ୨୮ଶତକଡାକୁଡୁମି ସଂପ୍ରଦାୟର ଲୋକ ବସବାସ କରନ୍ତି। ଆଜି କୁଡ଼ୁମୀ ସେନା ପକ୍ଷ ରୁ କୁଡୁମୀ ଜାତି କୁ ଆଦିବାସୀ ବର୍ଗ ରେ ପୁନଃ ସାମିଲ କରିବା ପାଇଁ ଏକ ଦଶନ୍ଧୀ ରୁ ଉର୍ଦ୍ଧ ହେବ ଆନ୍ଦୋଳନ ଜାରି ରହିଛି। ତେଣୁ…
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ , ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ସାମୁହିକ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା…
ପି.ଏମ୍ କିଶାନ ନିଧି ଯୋଜନା ଅଭାସିରେ ଭଞ୍ଜନଗରରୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ଯୋଗଦାନ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା):ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୧୭ ତମ କିସ୍ତି କୃଷକ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ଆଜି ଅନୁଷ୍ଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ଯୋଜନାର ଶୁଭାରମ୍ଭ କରିଥିଲେ। ତେଣୁ ଦେଶର ବିଭିନ୍ନ ସ୍ଥାନରେ ଭିଡିଓ କନଫରେନ୍ସ…