ଅବ୍ୟବସ୍ଥା ଭିତରେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ, ଲୋକେ ହନ୍ତସନ୍ତ

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲିକୋଟ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୭୨ ମସିହାରୁ ସ୍ଥାପନ ହୋଇଥିଲା।ହେଲେ ଖଲ୍ଲିକୋଟ ରେ ଯା‌ହା ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲିଛି ତାହା କେଵଳ ଲୋକ ଦେଖାଣିଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାହି କୁ ରାସ୍ତା ନଥିବା ବେଳେ ରାସ୍ତା…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ଡ. ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ବନପାଳ ଶରତଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ…

ଶୃଙ୍ଖଳିତ ସୁରକ୍ଷିତ ରଥଯାତ୍ରା ପାଇଁ ମକ ଡ୍ରିଲ

ପୁରୀ (ଅନିମେଶ ପଟ୍ଟନାୟକ): ଚଳିତ ରଥଯାତ୍ରା କିପରି ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ହେବ ସେ ନେଇ ବିଭିନ୍ନ ବିଭାଗ ମଧ୍ୟରେ ଏକ ସୁସମନ୍ୱୟ ମକ ଡ୍ରିଲ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପୁରୀ ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

ଦିନକ ମଧ୍ୟରେ ମିଳିବ ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ !

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ ଏହି ୫ଟି ସେବାକୁ ମିଶାଇ ସମୁଦାୟ ୩୧ ଟି ବିଭାଗର ୪୨୨ ସେବା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମିଳିବ ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ…

ବିଧାୟକ ଙ୍କ ଉପସ୍ଥିତି ରେ ପାଳନ ହେଲା ୭୫ତମ ବନ ମହୋତ୍ସବ।

ସାରସକଣା ::( ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଯୋକେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଯୋକା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ବନ ମହୋତ୍ସବ। ସାରସକଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀ ଭାଦବ ହାଁସଦା ଙ୍କ…

ଭଞ୍ଜନଗର ବି.ଜେ.ପି ଯୁବମୋର୍ଚ୍ଚା ପକ୍ଷରୁ ମେଗା ରକ୍ତଦାନ ଶିବିର

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଗୁରୁବାର ୪ ତାରିଖ ଜୁଲାଇ ୨୦୨୪ ରେ ସ୍ଥାନୀୟ ଟାଉନ୍ ହଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅଧିନ ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ସହରାଞ୍ଚଳ ର ଉତ୍ସାହି…

କଳାହାଣ୍ଡି ଜିଲ୍ଲାରେ ନୀତି ଆୟୋଗର ଆକାଂକ୍ଷି ଜିଲ୍ଲା ଅନ୍ତର୍ଗତ ” ସମ୍ପୂର୍ଣତା ଅଭିଯାନ” ର ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ୪.୭.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ " ସମ୍ପୂର୍ଣ୍ଣତା ଅଭିଯାନ" ର ଶୁଭାରମ୍ଭ ରେ ଜିଲ୍ଲା ପରିଷଦ…

ବନ୍ଧୁ ମିଳନ ସହ ବୃକ୍ଷରୋପଣ କଲେ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର 1978 ମାଟ୍ରିକ୍ ବ୍ୟାଚ୍ ଛାତ୍ର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବନ୍ଧୁ ମିଳନ ସହିତ ନିଜ ବିଦ୍ୟାଳୟରେ ଚାରା ରୋପଣ କରି ସମାଜ ପାଇଁ ଆଦର୍ଶ ବାର୍ତ୍ତା ଦେଇଛନ୍ତି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର 1978 ମାଟ୍ରିକ୍ ବ୍ୟାଚ୍ ଛାତ୍ର I 1978 ବ୍ୟାଚ୍ ଛାତ୍ର ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଶିବ କୁମାର…

ବେଦାନ୍ତ ଆଲୁମିନିୟମ ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ ପଦକ୍ଷେପକୁ ସଫଳତା ସହ ଦୁଇବର୍ଷ ସମାପ୍ତ କରିଛି

ଏହି ପଦକ୍ଷେପରୁ ୧୦୦୦ରୁ ଅଧିକ ଶିକ୍ଷାର୍ଥୀ ଉପକୃତ ହୋଇଛନ୍ତି କଂପାନି ଏବେ ଛାତ୍ରଙ୍କୁ ସଶକ୍ତ କରିବା ଲାଗି ଫେଜ ୩ର ଶୁଭାରମ୍ଭ କରିଛି ଝାରସୁଗୁଡ଼ା, ଓଡ଼ିଶା, ୪ ଜୁଲାଇ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତଆଲୁମିନିୟମର ଇ ଲର୍ଣ୍ଣିଂ ପଦକ୍ଷେପ…

ରାଜ୍ୟର ବିକାଶରେ ଅଂଶୀଦାର ହେବାକୁ ସମବାୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ୱର, ତା.୦୪/୦୭/୨୦୨୪: ଓଡ଼ିଶା ରାଜ୍ୟ ସମବାୟ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷଚାରାରେ ଜଳପ୍ରଦାନ…