Sign in
Sign in
Recover your password.
A password will be e-mailed to you.
ସରକାରୀ ଛୁଟି ଯୋଗୁଁ ୮ ତାରିଖ (ସୋମବାର) ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ୱର, ୦୪/୦୭/୨୦୨୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ସରକାର ଜୁଲାଇ ୮ ତାରିଖ (ସୋମବାର) ଦିନଟିକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିଛନ୍ତି । ଏଥି ପାଇଁ ତା.୦୮/୦୭/୨୦୨୪ରିଖ (ସୋମବାର) ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ…
ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ କାର୍ଯ୍ୟକାରୀ ହେବ
ଭୁବନେଶ୍ୱର:ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ…
ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ୪ଟି ପ୍ରସ୍ତାବ
- ବାଲେଶ୍ୱର ଠାରେ ପରିଷଦର ମୁଖ୍ୟାଳୟ ସ୍ଥାପନ
- ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି
- ବିକାଶ ମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୩ ହଜାର କୋଟି ଟଙ୍କା ବ୍ୟୟବରାଦ
- ଆଗାମୀ ବିଧାନସଭା ଅଧିବେଶନରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ବିଧେୟକ ଉପସ୍ଥାପନା
ଭୁବନେଶ୍ୱର,…
ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଟିପିଏସ୍ଓଡିଏଲ୍
ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ନ୍ୟାପକିନ୍ ବାଣ୍ଟିଲା କମ୍ପାନୀ
ବ୍ରହ୍ମପୁର, ଜୁଲାଇ: ଟାଟା ସଷ୍ଟେନେବିଲିଟି ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହିକ୍ରମରେ କମ୍ପାନୀ…
ନିୟମ ଗିରି ଅଂଚଳ ପରିଦର୍ଶନ ଯାଇ ଲୋକଙ୍କ ଦୁଃଖସୁଖ ବୁଝିଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ l
"ପ୍ରଧାନମନ୍ତ୍ରୀ ଜନମନ ଗ୍ରାମ ବୁଲିଦେଖିଲେ ଆଦିମ ଜନଜାତି ହିତାଧିକାରୀଙ୍କ ସହିତ ଆଲୋଚନା କଲେ "
କଲ୍ୟାଣସିଂହପୁର- ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଆରୋକ୍ଷୀ ଅଧିକ୍ଷକ ହରିଶା ବି.ସି ଦୁହେଁ ମିଶି କଲ୍ୟାଣୀସିଂହପୁର ବ୍ଲକର ପାର୍ସଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନିୟମଗିରି ଅଂଚଳର…
ମହିପୁର୍ ଆଶ୍ରମ ବିଦ୍ୟାଳୟ ଠାରେ ସିକିଲ ସେଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର; ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ମହିପୁର୍ ଆଶ୍ରମ ବିଦ୍ୟାଳୟ ଠାରେ ସିକିଲ ସେଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଡଭେଲା…
ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୪.୭.୨୦୨୪: ଗତ କାଲି ସନ୍ଧ୍ୟା ୫.୦୦ ଘ ସମୟରେ ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ…
ନବରଙ୍ଗପୁରରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ l
https://youtu.be/I5dUszS-M-k
ଅଶୋକ ସାହୁ, ଶାସକ ପ୍ରଶାସକ/ନବରଙ୍ଗପୁର ୪/୭ : ଭାରତ ସରକାର ଙ୍କ ନୀତି ଆୟୋଗ ଦ୍ଵାରା ସମ୍ପୂର୍ଣ୍ଣତା ଅଭିଯାନ ସାରା ଦେଶରେ ଆଜି ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ…
ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ରେ ବନମହୋତ୍ସବ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ରେ ବନମହୋତ୍ସବ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି / ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ,…
ସମ୍ବାଦ ସାହିତ୍ୟ ଘର ଓ ଆମ ଓଡ଼ିଶା ତରଫରୁ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ସମ୍ବାଦ ସାହିତ୍ୟ ଘର ଓ ସମ୍ବାଦ ଆମ ଓଡ଼ିଶା ତରଫରୁ ୭୫ ତମ ବନ ମହୋତ୍ସବ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡଙ୍ଗରିଗୁଡ଼ା ସରପଞ୍ଚ ରାମ…