Sign in
Sign in
Recover your password.
A password will be e-mailed to you.
ସୋରଡ଼ା ଖୁଣ୍ଟେଶ୍ଵରି ପାହାଡ଼ ରେ ଓଲଟିଲା ଟୁରିଷ୍ଟ୍ ବସ୍
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟେଶ୍ଵରି ପାହାଡ ରେ ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ୍ ଟ୍ରାଭେଲର୍ । ସେଥିରେ ଥିବା ଯାତ୍ରିଙ୍କ ମଧ୍ୟରୁ ୧୩ ଆହତ୍ । ଆହତ ଯାତ୍ରି ମାନେ ହେଲେ ପ୍ରଶାନ୍ତ କଲଙ୍କ, ମୋନାଲିସା ଘୋଷ, ସନ୍ତା ଘୋଷ , ପ୍ରୀତି ଘୋଷ,…
ରାଜଭବନରେ ବନମହୋତ୍ସବ ପାଳିତ: ଚାରା ରୋପଣ କଲେ ରାଜ୍ୟପାଳ ।
ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କ ନାମରେ ଏକ ଚାରା ରୋପଣ କରି ଅଭିଯାନରେ ସାମିଲ୍ ହେବାକୁ ଜଣାଇଲେ ଆହ୍ୱାନ
ଭୁବନେଶ୍ୱର-(ତା.୦୫/୦୭)- ରାଜଭବନରେ ବନମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଆଜି ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଚାରା ରୋପଣ…
ଦୂରଦର୍ଶନରେ ହେବ ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ
୯ ତାରିଖରେ ଆଡ଼ପମଣ୍ଡପ ବିଜେ, ୧୫ ତାରିଖରେ ବାହୁଡ଼ା ଯାତ୍ରା, ୧୬, ୧୭ ଏବଂ ୧୮ ତାରିଖରେ ଯଥାକ୍ରମେ ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ହେବ ସିଧାପ୍ରସାରଣ
ଭୁବନେଶ୍ୱର: ଚଳିତ ଜୁଲାଇ ୭ ତାରିଖ ରବିବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର,…
ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଗୁଣପୁରର ଯୁବ ବିଜେପି ନେତା କୀର୍ତ୍ତି ପଣ୍ଡା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳ ର ଜଣେ ଯୁବ ବିଜେପି ନେତା କୀର୍ତ୍ତି କୁମାର ପଣ୍ଡା । ସେ ଜଣେ ବିଜେପି ର ବେଶ୍ ସକ୍ରିୟ କର୍ମୀ ବହୁ ବର୍ଷ ଧରି ରହିଆସିଛନ୍ତି ଦଳରେ । ତାଙ୍କ ମନ ଆଉ ଭାବନା ହେଉଛି ଅଞ୍ଚଳ ର ବିକାଶ କରିବା ଓ ସଙ୍ଗଠନ କୁ ସୁଦୃଢ କରିବା…
ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରରେ ବନମହୋତ୍ସବ
ପଦ୍ମପୁର :- ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ମହିଳା ଡ଼ିଗ୍ରୀମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ତରଫରୁ ବନମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ବୃକ୍ଷରୋପଣର ଉଦ୍ଦେଶ୍ୟ ଓ ପରିବେଶ ଉପରେ ଏହାର ମହତ୍ତ୍ଵ ସମ୍ବନ୍ଧରେ ମତବ୍ୟକ୍ତ କରି ବୃକ୍ଷରୋପଣ…
ସ୍ବାସ୍ଥ୍ଯ ହିଁ ସମ୍ପଦ ବାର୍ତ୍ତା ଯୁବକ ମାନଙ୍କୁ ଦେଉଛନ୍ତି ଗାଇସିଲାଟ ତହସିଲଦାର
ଗାଇସିଲାଟ/ମନ ଡନସନା - ସ୍ବାସ୍ଥ୍ୟ ହିଁ ଆମର ସମ୍ପଦ। ଏ ବାର୍ତ୍ତା ଗାଇସିଲେଟ ତହସିଲଦାର ଟିଟସ ମହାନନ୍ଦିଆ ଯୁବକ ମାନଙ୍କୁ ଦେଉଛନ୍ତି। ସକାଳୁ ସକାଳୁ ଗାଇସିଲେଟ ପଡିଆକୁ ପହଞ୍ଚି ଯାଉଛନ୍ତି ତହସିଲଦାର ମହାଶୟ। ଯୁବକ ମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ଦେବା ସହିତ ବିଭିନ୍ନ ପ୍ରକାରର ଖେଳ…
“ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛି ବିଜେପି”
.ବିଜେପି ଯୁବମୋର୍ଚ୍ଚାର ହିଂସାକାଣ୍ଡକୁ କଂଗ୍ରେସର ନିନ୍ଦା
- ବିଜେପି କ୍ଷମତାକୁ ଆସିବାର ମାସେ ହୋଇନି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି: ପିସିସି ସଭାପତି
- ସଂସଦରେ ବିରୋଧୀ ଦଳର କ୍ଷମତା ବୃଦ୍ଧିକୁ ସହିନପାରି ହିଂସାର ପନ୍ଥା ଆପଣାଇଛି ବିଜେପି: ସପ୍ତଗିରି
- ଓଡ଼ିଆ…
ବାଘ ଆତଙ୍କରେ ଘୁମୁସରୀ ଗୋପାଳ ଭୟରେ ଥରହର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ବନାଞ୍ଚଳ ରେ ବାଘ ଆତଙ୍କ ଥିବାରୁ ଘୁମୁସରି ଗୋପାଳକ ଭୟଭୀତ ଓ ଆତଙ୍କିତ କାରଣରୁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତି ଙ୍କୁ ଆଜି ଗୁରୁବାର ଜୁଲାଇ ୪ ତାରିଖ ୨୦୨୪ ଦିନ ଘୁମୁସରି ଗୋପାଳକ ସମିତି ତରଫରୁ ଏକ…
ଭିଜିଲାନ୍ସ ଜାଲରେ କୁଜଙ୍ଗ ଥାନାର ସବ ଇନ୍ସପେକ୍ଟର ବିବେକା ନନ୍ଦ ସାହୁ
କୁଜଙ୍ଗ ରୁ ସୁଦର୍ଶନ ମଲ୍ଲ- ଆଜି କୁଜଙ୍ଗ ଥାନାର ସବ୍ ଇନ୍ସପେକ୍ଟର ବୀବେକା ନନ୍ଦ ସାହୁ କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ଗ୍ରାମର ସରୋଜ କୁମାର ସ୍ୱାଇଁଙ୍କ ଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି ଗିରଫ ପରେ ତାଙ୍କୁ ଅଧିକ ତଦନ୍ତ ପାଇଁ…
ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏନ୍ଏସିର ଗୁରୂତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ନଗରପାଳ ଫିରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ…