ବିଜେପୁର ରେ ସେବା ଭାରତୀ ସତସଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ।

0 2

ବିଜେପୁର :- ବିଜେପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ସେବା ଭାରତୀ ସତସଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ସେବା ଭାରତୀ ସତସଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ ଯୋଗଦେଇଥିଲେ। ଏହା ସହ ବିଜେପୁର ଜିଲ୍ଲା ପରିଷଦ ଶୁଶାନ୍ତ ଗଡତିଆ, ମଣ୍ଡଳ ସଭାପତି ଜୋଗିନ୍ଦ୍ର ପଧାନ, ବିଷ୍ଣୁ ପାତ୍ର, ହୃଷୀକେଶ ନାଗ, ଡ଼କ୍ଟର ଗିରିଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.