ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା କାର୍ଯ୍ୟ ଅନୁଷ୍ଠିତ

ଖଇରା/ବୁଲୁ ଲେଙ୍କ| : ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ୍ ଅନ୍ତର୍ଗତ ଗଣ୍ଡିବେଡ୍ ବଜାର ବିଜେପି କର୍ଯ୍ୟଳୟଠରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଉପଲକ୍ଷେ ସେବା କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ତରଫରୁ ଯୁବନେତା ଇଂ. ରାଜେଶ ମହାକୁଡ କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

ପାରଳାଖେମୁଣ୍ଡି ରେ କବି କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାଳିତ

https://youtu.be/QK-5DcKZIOM ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ବିଶିଷ୍ଟ କବି "କବି କଳହଂସ ଗୋପାଳକୃଷ୍ଣ"ଙ୍କ ଜୟନ୍ତୀ ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ସଙ୍ଗୀତ ସଂସଦର ମିଳିତ ସହଯୋଗରେ ଅନୁଷ୍ଠାନର ସଭାପତି ଶ୍ରୀ…

ଜଗତ ସରସେ ଭାରତ କମଳ, ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ

 ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ  ସୃଷ୍ଟି କରୁଛି ଆଧ୍ୟାତ୍ମିକ ଭାବଧାରା, ବାଂଟୁଛି ଓଡିଆ ଅସ୍ମିତାର ବାର୍ତ୍ତା  ଅତୀତର ଶ୍ରୀଜଗନ୍ନାଥ ମନ୍ଦିରର ଫଟୋ ଓ ଭିଡିଓ ଦେଖି ଦର୍ଶକ ବିମୁଗ୍ଧ ପୁରୀ/ଭୁବନେଶ୍ୱର:…

ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ ଭୁବନେଶ୍ୱର: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ…

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ଦୁଇ କ୍ରୀଡ଼ାବିତ୍‌ ଭୁବନେଶ୍ୱର : ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା ଶ୍ରୀ କିଶୋର ଜେନା ଏବଂ ଶ୍ରୀ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ଟାଉନ୍‌ସିପରେ ସାଂସ୍କୃତିକ ଉତ୍ସାହ ସ‌ହ ରଥଯାତ୍ରା ପାଳିତ

ଝାରସୁଗୁଡ଼ା, ୭ ଜୁଲାଇ ୨୦୨୪: ଆଲୁମିନିୟମର ଭାରତର ସର୍ବବୃହତ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ବେଦାନ୍ତ ମିଡୋଜ୍‌ରେ ରଥଯାତ୍ରା ପାଳିତ ହୋଇଯାଇଛି । ଚଳିତ ବର୍ଷର ଉତ୍ସବରେ ମହାପ୍ରଭୁ ଜଗନ୍ନାଥ, ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ସୁନ୍ଦର…

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ରଥଯାତ୍ରା

https://youtu.be/TFm3q9GHmxA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ( ରବିବାର) ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ…

କୁଲାଡ ଗ୍ରାମର ପ୍ରସିଦ୍ଧ ରଥଯାତ୍ରା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଷାଢ଼ ମାସର ଶୁକ୍ଳପକ୍ଷ ଦୁତୀୟା ତିଥିରେ ଗଞ୍ଜାମ ଜିଲ୍ଲା କୁଲାଡ ଗ୍ରାମରେ ମଧ୍ୟ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା। ଭଞ୍ଜ ରାଜବଂଶର ଗୈାରବ ବହନ କରୁଥିବା ଘୁମୁସରଗଡର ପୁରାତନ କୁଲାଡ ର ଶ୍ରୀଜଗନ୍ନାଥ ମନ୍ଦିର…

ରଥଯାତ୍ରାର ପ୍ରଥମ ଦିନ: ଅଳ୍ପ ଗଡ଼ି ଅଟକିଲେ ତିନି ଠାକୁର , ରଥ ଉପରେ ନବଯୌବନ ଦର୍ଶନ କଳେ ଶ୍ରଦ୍ଧାଳୁ

ପୁରୀ (ଅନିମେଶ ପଟ୍ଟନାୟକ): ରବିବାର ହେଉଛି ଏକ ଐତିହାସିକ ଦିନ । ଦିର୍ଘ ୫ ଦଶନ୍ଧି ପରେ ଶ୍ରୀଜୀଉଙ୍କର ହୋଇଛି ବିରଳ ରଥଯାତ୍ରା । ଅର୍ଥାତ ଗୋଟିଏ ଦିନରେ ନେତ୍ରୋତ୍ସବ ନବଯୌବନ ଓ ରଥଯାତ୍ରା ପଡିଛି । ତେଣୁ ଏହା ଏକ ବିରଳ ସଂଯୋଗ ନିଶ୍ଚିତ। ଏଭଳି ଏକ ତିଥିରେ ରଥ ଉପରେ ନବଯୌବନ ଦର୍ଶନର ସୁଯୋଗ…