ଗୁଣୁପୁର ଶୋଣ୍ଡିକ ସଂଘ ପକ୍ଷରୁ ବୃକ୍ଷରୋପଣ।

ଗୁଣୁପୁର,: ଗୁଣୁପୁର ସହରାଞ୍ଚଳ ଶୋଣ୍ଡିକ ସଂଘ ପକ୍ଷରୁ ସ୍ଥାନୀୟ ବିକ୍ରମପୁର ସ୍ଥିତ ବୃଦ୍ଧାଶ୍ରମ ପରିସରରେ ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଆମ୍ବ , ପଣସ, ପିଜୁଳି ଓ ଅମୃତଭଣ୍ଡା ଇତ୍ୟାଦି ଗଛ ଲଗାଯାଇଥିଲା। ସଂଘର ସଭାପତି ନରେନ୍ଦ୍ର…

ରେଞ୍ଜର ରୋଭର ବାହିନୀ ଦ୍ଵାରା ପୋଷାକ ସଂଗ୍ରହ ଅଭିଯାନ

  ବାଣପୁର (ସେକ କୌସର ) ଏକ ଅଭିନବ ଚିନ୍ତାଧାରା କ୍ରମେ ପୁରୁଣା ପୋଷାକ ସଂଗ୍ରହ କରିବା ଓ ଦରକାର ଥିବା ଲୋକ ମାନଙ୍କ ମଧ୍ୟରେ ଏହା ବଣ୍ଟନ କରିବା ଭଳି ଏକ ଯୋଜନା ଗୋଦାବରୀଶ ମହାବିଦ୍ୟାଳୟ ର ରେଞ୍ଜର ଓ ରୋଭର ସ୍ବେଛାସେବୀ ମାନଙ୍କ ଦ୍ଵାରା ହାତକୁ ନିଆ ଯାଇଛି।ଏକମାସ ବ୍ୟପିଚଳିବାକୁ ଥିବା ଏହି…

ଜଗତସିଂହପୁର ରେ ପିଏମ କିଷାନ ଯୋଜନାର ୧,୧୨,୯୦୩ ଜଣ ଚାଷୀ ହେବେ ଲାଭାନ୍ଵିତ

ଜଗତସିଂହପୁର,ତା-୦୫.୧୦.୨୦୨୪/ସୁମନ୍ତ କୁମାର ଦାସ: କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପିଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସ୍ୱଳ୍ପ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନିଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ। ଆଜି ଦେଶର…

୧୧ ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମୂହ ଖେଳ ଓ ଦୌଡଖୁଦ ପ୍ରତିଯୋଗିତା ଉଦଘାଟିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୧୧ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାଏକ…

୨୫ ଗୋଟି ସାଇଜ ଶାଳ କାଠ ଗାଡି ଜବତ କରିବା ସହ ଦୁଇଜଣ ଗିରଫ l

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଡ଼ାରି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରେଞ୍ଜର ଦିଲୀପ କୁମାର ପଟ୍ଟନାୟଙ୍କ ନିର୍ଦ୍ଦେଶ କ୍ରମେ ରେ ଗୁଡ଼ାରି ବନପାଳ ହରିଶ୍ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ବନରଖି ଗୁରୁପ୍ରସାଦ ପାତ୍ର, ସିମାଞ୍ଚଳ ପଟନାୟକ,ପରା ଓ ଆଇପିସିଇଏ ସ୍କୁଆଡ଼ କରାସିଂ…

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ରେ ଡାବୁଗାଁ ରେ ମିଳିତ କ୍ରିୟାନୁଷ୍ଠାନ ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):( ସରକାରୀ ନିଯୁକ୍ତି ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଡାବୁଗାଁ ରେ ମଧ୍ୟ ଅନୁରୂପ ୧୨ ଘଣ୍ଟିଆ ବନ୍ଦ ପାଳନ…

ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ

‘ନିର୍ଭୟ’ ସତ୍ୟର ପ୍ରକୃତ ସନ୍ଧାନୀ ଭୁବନେଶ୍ୱର: ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ବାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ…

ବାଜି ରାଉତଙ୍କ ବଳିଦାନ କାରଣରୁ ଭାରତ ପୃଥିବୀର ବଡ଼ ପ୍ରଜାତାନ୍ତ୍ରିକ ଦେଶ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

• ଭୁବନେଶ୍ୱର ଠାରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ • ନିଜ ପାଇଁ ନୁହେଁ ସମୂହର କଥା ଭାବୁଥିବା ଛୋଟ ବଳିତା ଥିଲେ ବାଜି ରାଉତ • ବୈଷ୍ଣବ ଚରଣ ପଟ୍ଟନାୟକ, ସାରଙ୍ଗଧର ଦାସ, ମୂଷା ମଲିକଙ୍କ ପରି ନେତୃତ୍ୱଙ୍କ ବିଚାରରେ ଅନୁପ୍ରାଣିତ ହୋଇ ବାଜି…

ଏଫ୍‌ଆଇଭିବି ସଭାପତି ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ ହେଉଛି ଏହି ସମ୍ମାନ: ରାଜ୍ୟପାଳ ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରି ଶ୍ରୀ ସାମନ୍ତ ସମଗ୍ର ବିଶ୍ୱରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି : ଶ୍ରୀ ସିଂହଦେଓ…

ପାର୍ବଣରେ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର: ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଥିବା…