ଅଞ୍ଚଳ ମହାବିଦ୍ୟାଳୟ ରେ ଆଣ୍ଟି ରାଗିଂ କମିଟୀ ବୈଠକ ଅନୁଷ୍ଠିତ।

2

ପଦ୍ମପୁର :ଅଞ୍ଚଳ ମହାବିଦ୍ୟାଳୟ ରେ ଆଣ୍ଟି ରାଗିଂ କମିଟି ର ବୈଠକ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ଜୟ କୁମାର ଭୁଏ, ଡଃ ବଲରାମ ପ୍ରଧାନ, ଅଧ୍ୟାପିକା ଶର୍ମିଲା ପଣ୍ଡା, ବୁନି ସାହୁ ପ୍ରମୁଖ ସଦସ୍ୟ ବୃନ୍ଦ ଯୋଗଦେଇ UGC ମାର୍ଗଦର୍ଶିକା ଅନୁସାରେ ମହାବିଦ୍ୟାଳୟ ପରିସରରେ raging ମୁକ୍ତ ବାତାବରଣ ବଜାୟ ରଖିବା ପାଇଁ ଆଲୋଚନା କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଡଃ ବଳରାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.