Sign in
Sign in
Recover your password.
A password will be e-mailed to you.
କୁଲାଡ ଗ୍ରାମର ପ୍ରସିଦ୍ଧ ରଥଯାତ୍ରା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଷାଢ଼ ମାସର ଶୁକ୍ଳପକ୍ଷ ଦୁତୀୟା ତିଥିରେ ଗଞ୍ଜାମ ଜିଲ୍ଲା କୁଲାଡ ଗ୍ରାମରେ ମଧ୍ୟ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା। ଭଞ୍ଜ ରାଜବଂଶର ଗୈାରବ ବହନ କରୁଥିବା ଘୁମୁସରଗଡର ପୁରାତନ କୁଲାଡ ର ଶ୍ରୀଜଗନ୍ନାଥ ମନ୍ଦିର…
ରଥଯାତ୍ରାର ପ୍ରଥମ ଦିନ: ଅଳ୍ପ ଗଡ଼ି ଅଟକିଲେ ତିନି ଠାକୁର , ରଥ ଉପରେ ନବଯୌବନ ଦର୍ଶନ କଳେ ଶ୍ରଦ୍ଧାଳୁ
ପୁରୀ (ଅନିମେଶ ପଟ୍ଟନାୟକ): ରବିବାର ହେଉଛି ଏକ ଐତିହାସିକ ଦିନ । ଦିର୍ଘ ୫ ଦଶନ୍ଧି ପରେ ଶ୍ରୀଜୀଉଙ୍କର ହୋଇଛି ବିରଳ ରଥଯାତ୍ରା । ଅର୍ଥାତ ଗୋଟିଏ ଦିନରେ ନେତ୍ରୋତ୍ସବ ନବଯୌବନ ଓ ରଥଯାତ୍ରା ପଡିଛି । ତେଣୁ ଏହା ଏକ ବିରଳ ସଂଯୋଗ ନିଶ୍ଚିତ। ଏଭଳି ଏକ ତିଥିରେ ରଥ ଉପରେ ନବଯୌବନ ଦର୍ଶନର ସୁଯୋଗ…
ଶ୍ରୀକ୍ଷେତ୍ରରେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ଆଶୀର୍ବାଦ ନେଲେ • ଜଗତଗୁରୁ ରାମାନନ୍ଦଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜଙ୍କୁ ମଧ୍ୟ ଭେଟିଲେ
ପୁରୀ, ଜୁଲାଇ ୦୭ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି…
କଲ୍ୟାଣସିଂ ହପୁର ଠାରେ ଘୋଷଯାତ୍ରା
କଲ୍ୟାଣସିଂହପୁର :ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା ଆଡମ୍ବରରେ ପାଳନ କରାଯାଇଛି । ବର୍ଷା ହେବା ସତ୍ତ୍ୱେ ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନକରିବା ଶହ ରଥଟାଣରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ…
ବଟଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ/ ଡ. ଅଭୟ ନାୟକକଂ “ଆତ୍ମଦେବତା ଶ୍ରୀଜଗନ୍ନାଥ” ସମର୍ପିତ
ଜଗତସିଂହପୁର,ତା-୦୭.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁରର ପ୍ରମୁଖ ଆଧ୍ଯତ୍ମିକ କ୍ଷେତ୍ର ପାଟେଣିଗାଁସ୍ଥିତ ବଟଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥକଂ ଘୋଷ ଯାତ୍ରା ମହାସମାରୋହରେ ପାଳିତ ହୋଇ ଯାଇଛି। ଅପରାହ୍ନ ୨ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତି ଧାଡି ପହଣ୍ଡିରେ ଆସି ରଥାରୁଢ…
ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି I ଆଜି ବେଲଗୁଣ୍ଠା ସ୍ଥିତ ପେଣ୍ଠ ସାହି ଏବଂ ବାଲିଡ଼ି ସାହିରେ ରୀତିନୀତି ମୁତାବକ ପୂଜାବିଧି ସମ୍ପନ୍ନ ହେବା ସହିତ ପହଣ୍ଡି ବିଜେ ଏବଂ ଛେରା ପହଁରା…
ଡାବୁଗାଁ ରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୭/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ପବିତ୍ର ରଥଯାତ୍ରା ଆଜି ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଯାଇଛି। ଆଜି ସକାଳେ ମହାପ୍ରଭୁଙ୍କ ନେତ୍ରୋତ୍ସବ କରାଯିବା ପରେ ନବ ଯୌବନ ବେଶ ରେ ଦର୍ଶନ ଦେଇଥିଲେ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଗୋଟିଏ…
ଓଜନ ମେସିନ ଟ୍ୟାମ୍ପରୀଙ୍ଗ କୁ ନେଇ ବିବାଦ: ରିଟେଲର ଓ ଉପଭୋକ୍ତା ହନ୍ତସନ୍ତ।
ବାସୁଦେବପୁର : ବାସୁଦେବପୁର ରେ ରିଟେଲର ଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ଓଜନ ମେସିନ ରେ ହେରା ଫେରି କରି ଚାଉଳ ଦିଆ ଯାଉ ଥିବା ର ଅଭିଯୋଗ ଆସିଥିଲା। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପାଳିକା ର 13 ନମ୍ବର ୱାର୍ଡ ରେ। ସୂଚନା ଅନୁସାରେ ସାଧାରଣ ନିର୍ବାଚନ ପରେ ଯୋଗାଣ ବିଭାଗ ପକ୍ଷରୁ 3…
ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ
ଜଗତସିଂହପୁର,ତା-୦୭.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଅନ୍ତର୍ଗତ ପବିତ୍ର ସିଦ୍ଧାଳୟ ପୀଠ ସିଦ୍ଧଳ ଗ୍ରାମରେ ଥିବା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଘୋଷଯାତ୍ରା ଅବସରରେ ପୂର୍ବରାତ୍ର ୪.୩୦ ମିନିଟ ସମୟରେ ମଙ୍ଗଳସ୍ମୃତି…
ହଜାର ହଜାର ଭକ୍ତଙ୍କ ସମାଗମରେ ଶାନ୍ତି ଶୃଙ୍ଖଳା ସହ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଘୋଷ…
(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଧିନସ୍ଥ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଛି। ପୂର୍ବ ନିର୍ଦ୍ଧାରଣ ସମୟ ନିର୍ଘଣ୍ଟ ଅନୁସାରେ ଶ୍ରୀବଳଦେବଜୀଉଙ୍କ ରଥ ସନ୍ଧ୍ୟା ୬.୪୫ ସୁଦ୍ଧା ମାଉସୀ ମାଆ ମନ୍ଦିରରେ…